ଗାଉଟ୍ ଆର୍ଥ୍ରାଇଟିସ୍ – କାରଣ ଓ ଚିକିତ୍ସା | Dr Jyoti Ranjan Parida on Uric Acid Arthritis in Odia | Gout
#UricAcidArthritis #OdiaHealthTips #MedicalAdvice ଗାଉଟ୍ ବା ୟୁରିକ୍ ଏସିଡ୍ ଆର୍ଥ୍ରାଇଟିସ୍ ଏକ ପ୍ରକାରର ଗଣ୍ଠିବାତ ରୋଗ। ଶରୀରରେ କେବଳ ୟୁରିକ୍ ଏସିଡର ମାତ୍ରା ବଢ଼ିଗଲେ ଯେ ଗାଉଟ୍ ରୋଗ ହେବ, ତାହା ନୁହେଁ। ଗାଉଟ୍ ରୋଗ ହେବାର ବିଭିନ୍ନ କାରଣ ରହିଛି। ବିଶିଷ୍ଟ ରୁମାଟଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଗାଉଟ୍ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ୟୁରିକ୍ ଏସିଡ୍ କ’ଣ? (0:00) ଶରୀରରେ ୟୁରିକ୍ ଏସିଡ୍ ବଢ଼େ କାହିଁକି? (0:39) ଗାଉଟ୍ ବା ୟୁରିକ୍ ଏସିଡ୍ ଆର୍ଥ୍ରାଇଟିସ୍ କ’ଣ? (2:56) ଗାଉଟ୍ ରୋଗକୁ ଜାଣିବେ କେମିତି? (3:54) ବିନା ରକ୍ତ ପରୀକ୍ଷାରେ ଗାଉଟ୍ ରୋଗକୁ ଚିହ୍ନିବେ କେମିତି? (6:15) ଗାଉଟ୍ ରୋଗୀ କ’ଣ ଖାଇବେ ନାହିଁ? (8:15) ଗାଉଟ୍ ରୋଗର ଚିକିତ୍ସା (10:09) ଡାକ୍ତରଙ୍କ ପରାମର୍ଶ (11:25) ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରୁମଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ (ଅର୍ଥ୍ରାଇଟିସ ସ୍ପେସିଆଲିଷ୍ଟ)। ଅର୍ଥ୍ରାଇଟିସ ରୋଗ ଓ ଏହା ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ପରିଡ଼ା ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ +91-9338653086 ନମ୍ବରରେ କଲ୍ କରିପାରିବେ। Dr Jyoti Ranjan Parida is a well-known clinical Immunologist and Rheumatologist (Arthritis Specialist) in Odisha. He has deep experience in providing Arthritis care to patients. Dr Parida currently resides in Bhubaneswar. You can contact him on +91-9338653086. Gout or uric acid arthritis is a type of arthritis. Increasing the amount of uric acid in the body alone does not mean that gout will develop. There are many causes of gout. Let's learn about the causes, symptoms, and treatment of gout from eminent Rheumatologist Dr. Jyoti Ranjan Parida. In this video, What is uric acid? (0:00) Why does uric acid increase in the body? (0:39) What is gout or uric acid arthritis? (2:56) How to diagnosis gout? (3:54) How to diagnosis gout without blood tests? (6:15) What to eat what to not? (8:15) Treatment of gout (10:09) Doctor's Advice (11:25) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ: କାରଣ, ଲକ୍ଷଣ ଓ ଚିକିତ୍ସା | Dr. Jyoti Ranjan Parida on Arthritis, in Odia

ୟୁରିକ୍ ଏସିଡ୍ କେମିତି କମିବ ? Home Remedies for Gout / Dr Chandan Kumar Patra / KHUSI DIABETES CARE

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Jyoti Ranjan Parida।Odia News N18P

କାହିଁକି ବଢେ ୟୁରିକ ଏସିଡ ? | Uric Acid, Kidney Stones & Joint Pain | Dr. Jyotiranjan Parida | AROGYAM

Uric Acid Diet Plan | Top Foods to Control #UricAcid Naturally ୟୁରିକ ଏସିଡ କଣ ଖାଇବେ, କଣ ଖାଇବେ ନାହିଁ !

Doctor Online | How to treat Rheumatoid Arthritis || Prof. Dr. Jyoti Ranjan Parida | MBCTv

ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି ମିଳିଗଲା ଶେଷ ସମାଧାନ STOP Arthritis Pain | Dr Jyoti Ranjan Parida

ଗଣ୍ଠିବାତ ରୋଗ ସମ୍ପୂର୍ଣ୍ଣ ଭଲ ହୋଇପାରିବ କି? | Can Arthritis Be Cured? | Prof Dr Jyoti Ranjan Parida

ବାରମ୍ବାର ପରିସ୍ରା ଲାଗିବା: ଏହାର କାରଣ କ’ଣ? | Overactive Bladder in Odia | Dr Debabrata Sabat

High Uric Acid Level | Causes, Risks, Treatment & Prevention Bar Doctor Doctor

Uric Acid: ଏହି ଛୋଟ ସଙ୍କେତ କହିବ ବଢ଼ିଯାଇଛି ୟୁରିକ ଏସିଡ଼! uric acid symptoms| Health Tips #local18

ଆଣ୍ଠୁ ରୋଗର ଚିକିତ୍ସା Knee Pain Treatment Bhubaneswar | Dr. Sandeep Singh | News18 Podcast Manas Dash

TOP 5 Drinks to Reverse High URIC ACID & GOUT!

ଆଣ୍ଠୁ ଗଣ୍ଠିବାତ କାହିଁକି ହୁଏ? | Knee Arthritis in Odia | Signs & Treatment | Dr Rajendra Sahoo

How to Cure Gout in Odia Dr Jyoti Ranjan Parida

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

Your Big Toe Pain Might Be Gout—Here's the Cure

Gut Doctor REVEALS 7 Best Foods To Reduce Uric Acid❗

Autoimmune Disease|Why Immune System Attacking Itself?|Prof. Dr. Jyoti Ranjan Parida|Rheumatologist

