IND vs ZIM: ଜିମ୍ବାଓ୍ଵେକୁ ଏକତରଫା ମ୍ୟାଚରେ ହରାଇଲା ଭାରତ, ୧୨୫ ରନରେ ଆଣ୍ଠେଇଲା ଜିମ୍ବାଓ୍ବେ
ହରାରେ ସ୍ପୋର୍ଟସ୍ କ୍ଲବରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ଏକତରଫା ଭାବେ ୭ ୱିକେଟରେ ପରାସ୍ତ କରିଛି ଭାରତ। ଶ୍ରେୟସ ଅବୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଏହା ପ୍ରଥମ ବିଜୟ। ଏହାପୂର୍ବରୁ ଆୟରଙ୍କ ନେତୃତ୍ଵରେ ଭାରତ କ୍ରମାଗତ ୬ଟି ମ୍ୟାଚରେ ପରାଜୟର ସାମ୍ନା କରିଥିଲା। ଭାରତର ଏହି ସହଜ ବିଜୟର ମୁଖ୍ୟ ନାୟକ ସାଜିଥିଲେ ୧୫ ବର୍ଷୀୟ ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୯ ବଲରେ ନିଜର ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଜିମ୍ବାଓ୍ଵେ ଦ୍ଵାରା ଧାର୍ଯ୍ୟ ୧୨୬ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୩.୨ ଓଭରରେ ହାସଲ କରି ନେଇଛି। ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ୧୨୬ ରନ୍ର ପିଛା କରୁଥିବା ଭାରତର ଆରମ୍ଭ ବଲ ନଥିଲା। ଦଳୀୟ ସ୍କୋର ୨୩ ରନ୍ରେ ଅଭିଷେକ ଶର୍ମା (୧)ଙ୍କ ରୂପରେ ପ୍ରଥମ ଝଟ୍କା ଲାଗିଥିଲା। ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀ ନିଜର ଚିରାଚରିତ ଶୈଳୀରେ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଇଶାନ କିଷାନଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୨୧ ବଲରେ ୪୫ ରନର ବିସ୍ଫୋରକ ଭାଗିଦାରୀ କରିଥିଲେ। ବୈଭବ ମାତ୍ର ୧୯ ବଲରୁ ୪ଟି ଚୌକା ଓ ୪ଟି ଛକା ସହାୟତାରେ ୫୦ ରନର ଆକ୍ରମଣାତ୍ମକ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୬୮ରେ ବୈଭବ ଆଉଟ୍ ହେବା ପରେ ଅଧିନାୟକ ଶ୍ରେୟସ ଆୟର ଓ ଇଶାନ କିଷାନ ତୃତୀୟ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ି ଦଳକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇଥିଲେ। ଇଶାନ ୩୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଆୟର (୨୮*) ଓ ତିଲକ ବର୍ମା (୬*) ଅପରାଜିତ ରହି ୧୩.୨ ଓଭରରେ ୩ ୱିକେଟ୍ ହରାଇ ଦଳକୁ ଏକ ବଡ଼ ବିଜୟ ଭେଟି ଦେଇଥିଲେ। ଶାଣିତ ବୋଲିଂରେ ଆଣ୍ଠେଇଲା ଜିମ୍ବାୱେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଜିମ୍ବାୱେ ବ୍ୟାଟର। ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ୍ ହରାଇ ଆତିଥେୟ ଦଳ ମାତ୍ର ୧୨୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ମୟଙ୍କ ଯାଦବ ଓ ପ୍ରିନ୍ସ ଯାଦବ ଚମତ୍କାର ବୋଲିଂ ପ୍ରଦର୍ଶନ କରି ସର୍ବାଧିକ ୨-୨ଟି ୱିକେଟ୍ ନେଇଥିବା ବେଳେ ଶିବମ ଦୁବେ ଓ ରବି ବିଷ୍ଣୋଇଙ୍କୁ ୧-୧ଟି ସଫଳତା ମିଳିଥିଲା। ଜିମ୍ବାଓ୍ଵେ ପକ୍ଷରୁ ଓ୍ଵିସଲି ମାଡେଭେରେ ସର୍ବାଧିକ ୩୯ ରନ କରିଥିବା ବେଳେ ତାଡିଓ୍ଵାନାସେ ୨୫ ରନ ଏବଂ ରିୟାନ ବର୍ଲ ୨୬ କରିଥିଲେ। 📌 SUPPORT THE CHANNEL: If you enjoyed this analysis, please LIKE the video and SUBSCRIBE for daily IPL 2026 updates! 🏏 Help us reach our milestone: 1000 Subscribers 🌐 JOIN THE COMMUNITY: 📸 Instagram: / gameoftheruns 📺 OUR OTHER CHANNELS: 🏏 Game of the Runs ODIA: / @gameoftheruns ----------------------------------------------------------------------------------------------------------------------- vaibhav sooryavanshi blessing muzarabani wesley madhevere ind vs zim live streaming brian bennett ind vs zim live telecast dion myers richard ngarava brad evans ind zim ryan burl newman nyamhuri india zimbabwe t20 live india-zimbabwe match ind vs zim live india-zimbabwe india vs zimbabwe live telecast in india ind v zim india vs zimbabwe live ind vs zim highlights india vs zimbabwe where to watch zim vs ind t20 india vs zim india vs zimbabwe t20 in vs zim india vs zimbabwe t20 live streaming zimbabwe india zimbabwe zimbabwe national cricket team vs india national cricket team ind vs zimbabwe live cricket match zim vs ind highlights prince yadav india versus zimbabwe match t20 ishan kishan zimbabwe vs india highlights india vs zimbabwe highlights ind vs jim zimbabwe versus india zim vs ind live streaming zim vs india ind vs zimbabwe live india-zimbabwe t20 india-zimbabwe ka match zimbabwe vs india live zimbabwe national cricket team india vs zimbabwe live on which channel india vs ind vs zim where to watch live india-zimbabwe live ind vs zim where to watch live streaming of india vs zimbabwe where to watch india vs zimbabwe match live match today ind vs zim live streaming in india india zimbabwe t20 cricket match india zimbabwe live match cricket live tv india versus zimbabwe t20 ind vs zim live telecast in india ind vs zimbabwe t20 live streaming ind vs zim live score ind vs zim t20 2026 live streaming harare india match today zim vs ind where to watch ind vs zim live match indian vs zimbabwe india live match ind vs zim live streaming channel india vs zimbabwe ott zimbabwe-india match india versis zimbabwe india vs zimbabwe live match india zimbabwe live telecast india versus zimbabwe-india india-zimbabwe match live ind zim t20 live india versus zimbabwe live match today india match ind zim live streaming zimbabwe cricket where to watch ind vs zim t20 ind vs zi ind vs zim live on which channel where can i watch ind vs zim cricket india vs zimbabwe t20 india vs zim live streaming india vs zimbabwe live streaming channel zimbabwe-india live match ind vs zim streaming channel india versus zimbabwe live ind vs zim live telecast ott match live ind vs zim live streaming ott india matches live match india vs zimbabwe india vs zimbabwe t20 series 2026 live india-zimbabwe t20 live india vs zimbabwe live telecast ind vs zim toss ind vs zim t20 live streaming ind vs zim t20 live zim vs ind toss ind vs zin india vs zimbabwe t20 live india ka match ind vs zim live tv channel ind zim t20 live channel ind t20 zim vs ind t20 live on which channel zim vs ind live streaming in tv india cricket match india vs zimbabwe ott platform india-zimbabwe ka live match zim vs ind live match zim vs ind ott india tour of zimbabwe 2026 squad zimbabwe-india ka match

Chichvarkin Saves Putin | Vitaly Portnikov

This Post Office Was Totally Out of Control | 100% Cat Mail Co.

CHOSEN ONE!! YOUR IDENTITY REVEAL JUST SHOOK THE INTERNET... AND THEIR MINDS

୧୯ ବର୍ଷର ସୁବର୍ଣ୍ଣ ଅଧ୍ୟାୟ – ରୋହିତ ଶର୍ମାଙ୍କ ଐତିହାସିକ ଅବଦାନ 🏆

អ្នកស្រឡាញ់ទ្រព្យ តែមិនចេះធ្វើបុណ្យ - សម្តែងដោយ៖ ព្រះគ្រូ ផុន ភក្តី | Dharma TV Khmer | 2026

१५ बर्ष मा बिहे गरेर १७ बर्ष मै बि-धुवा बनेकी डिलाको मनै रुहाउने कथा,म भने भा-ग्य ले बा-चेdang

The TRUTH about Brazil’s Football DOWNFALL

"MY CHILDREN KICKED ME OUT OF THE HOUSE..." THE OLD WOMAN CRIED IN THE COLD. WHAT THE MAN DID SHO...

Why the Pyramid dream is a lie - and the scam, too

IND vs ENG 1st ODI: ଗିଲ୍-ଅକ୍ଷର-ଓ୍ଵାଶିଂଟନଙ୍କ ଦମଦାର ଅର୍ଦ୍ଧଶତକ, ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ହରାଇଲା ଭାରତ

IND vs ENG 2nd ODI: ସିରିଜ ବରାବର, ରୋହିତଙ୍କ ବ୍ୟାଟିଂ ଚିନ୍ତା, ଶତକରୁ ବଞ୍ଚିତ ହେଲେ ରୁଟ୍

The Pot Is About to Blow Sky-High | Interview with Daniel Matissek

She Finally Revealed Her Country... It's Not What You Think 😱

Peter Hahne über Jens Spahn: Ist Leihmutterschaft eine Form der Prostitution? (Dialog mit R.Bonelli)

ବୈଭବ ସୂର୍ଯ୍ୟବଂଶୀଙ୍କ ଅଜଣା କାହାଣୀ | ସଂଘର୍ଷରୁ ସୁପରଷ୍ଟାର

Ralfs MEISTERWERK in GEFAHR! - Opel Rekord E 3.0 24V - MOTOR AUS, es QUALMT!

The Superweapon Against Putin | Torsten Heinrich

«Забирай развалюху» — смеялся муж с любовницей. Спустя полгода он приехал позлорадствовать и обомлел

Psychiater Urbaniok zu Ausländergewalt „Fakten können nicht rassistisch sein“ | KLARTEXT Deutschland

