ସହଜରେ ବନାନ୍ତୁ ନରମ ସ୍ୱାଦିଷ୍ଟ ଲାଉ ପିଠା Traditional Lau Pitha Recipe,Healthy & Soft Bottle Gourd Pitha
Lau pitha/ଲାଉ ପିଠା Healthy & Soft Odia Bottle Gourd ପିଠା ଆଜିର ଏହି ଭିଡିଓରେ ଆମେ ପ୍ରସ୍ତୁତ କରିବା ଓଡ଼ିଶାର ଏକ ପାରମ୍ପରିକ ଏବଂ ସ୍ୱାସ୍ଥ୍ୟକର ପିଠା – ଲାଉ ପିଠା (Lau Pitha)। କଖାରୁ/ଲାଉ, ଚାଉଳ ବିରି ବଟା ଏବଂ କିଛି ସହଜ ମସଲାକୁ ନେଇ ପ୍ରସ୍ତୁତ ଏହି ପିଠା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ବନେଇବା ସେତିକି ସହଜ। ଆପଣ ଏହାକୁ ସକାଳ ଜଳଖିଆ କିମ୍ବା ସନ୍ଧ୍ୟା ସ୍ନାକ୍ସରେ ପରିବାର ଲୋକଙ୍କ ପାଇଁ ବନେଇପାରିବେ। ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ସଠିକ୍ ମାପ ସହିତ ଘରେ ସହଜରେ ବନାନ୍ତୁ। ଯଦି ରେସିପିଟି ଭଲ ଲାଗେ, ତେବେ ଭିଡିଓକୁ Like, Share ଏବଂ Channel କୁ Subscribe କରିବାକୁ ଜମାରୁ ଭୁଲିବେନି! Ingredients (ସାମଗ୍ରୀ):-- Grated Bottle Gourd (ଲାଉ) - 1 bowl Soaked Raw Rice (ଅରୁଆ ଚାଉଳ) / Rice Batter - 1.5 cup Soaked raw urad dal(, ବିରି )_0.5 cup Cumin Seeds (ଜିରା) - 1 tsp Mustered seed (ସୋରିଷ ) -1/5 tbsp Green Chillies (କଞ୍ଚା ଲଙ୍କା) - crushed Curry Leaves (ଭୃସଙ୍ଗ ପତ୍ର) Grated Coconut (ନଡ଼ିଆ କୋରା) - optional Salt (ଲୁଣ) - as per taste Oil/Ghee (ତେଲ/ଘିଅ) - for ଫରୟିଙ୍ଗ lau pitha, lau pitha recipe, odia lau pitha, authentic odia pitha, lauki pitha, bottle gourd pitha, odia authentic recipe, lau pitha recipe in odia, odia jala khia, healthy odia breakfast, traditional odia food, lau chakuli, lauki chilla, lau pitha odia, pitha recipe odia, odia cooking channel, spice up life with manashi, how to make lau pitha, odia rosei, odia food recipes #LauPitha #OdiaPitha #OdiaRecipe #TraditionalOdiaFood #HealthyBreakfast #OdiaRosei

ଏମିତି ଚିଙ୍ଗୁଡ଼ି ତରକାରୀ ଆଗରୁ ଖାଇନଥିବେ! 🦐🔥ନଡ଼ିଆ ରସ ଦିଆ ଚିଙ୍ଗୁଡ଼ି 😍 | Coconut Water Prawn Curry

ଥରେ ଖାଇଲେ ପୁଣି ମାଗିବେ! 🤤 🤤 ବାହାରେ Crispy, ଭିତରେ Soft | ମୁଗ ଚନ୍ଦ୍ରକାନ୍ତି ପିଠା/muga chandrakanti pitha

ଅତି ସୁଆଦିଆ ଚଦ୍ରକାନ୍ତି ପିଠା /How to make Chandrakanti Pitha /ମୁଗ କାନ୍ତି ପିଠା /MykitchenbySumitra

ନୂଆ ଅନ୍ନପୂର୍ଣ୍ଣା ରାସନ କାର୍ଡ କେମିତି ମିଳିବ/New Annapurna ration card/ration card new update odisha

Bhendi sukha Masala / ଭେଣ୍ଡି ସୁଖା ମସଲା ଅଲଗା style ରେ Bhendi Besan Fry Odia ଖାଇଲେ ପାଟିରୁ ଛାଡିବନି‼️

ରଜରେ କ୍ଷୀର ପୋଡ ପିଠା ବନିବନି ଏମିତି କେମିତି ହବ‼️soft milk rice cake. Authentic odia khira poda pitha

ଏଥର ରଜ ରେ ଏଇ ନରମ ଆମ୍ବ ପିଠା /amba ptha(mango 🥭rice cake )ବନାନ୍ତୁ.ବହୁତ tasty. ସମସ୍ତେ ପ୍ରସଂଶା କରିବେ ‼️

ଜୁଲାଇ ମାସରେ କୋଟିପତି ହେବେ ଏହି ୫ଟି ରାଶିର ବ୍ୟକ୍ତି,July 2026 Rashifala odia#todayodiarashifala2026#Astro

ପାଟିରେ ମିଳେଇ ଗଲା ଭଳି ନରମ ତୁଲତୁଲିଆ କ୍ଷୀର ପୋଡ଼ ପିଠା/KHIRA PODA PITHA‼️ PODAPITHA‼️

ସ୍ୱାସ୍ଥ୍ୟକର ଖଡ଼ା ତରକାରୀ ବନାନ୍ତୁ ଘରେ /ଦଣ୍ଠା ତରକାରୀ -Healthy Amaranth Stem Curry Recipe Dantha Tarkari

ଏବେ ଆମକୁ YouTube ରୁ ମାସକୁ କେତେ ଟଙ୍କା ମିଳୁଛି ? || Odia Family Vlog || Tapan Sanju Family Vlog

Sticky Rice with Durian - របៀបធ្វើ បង្អែមបាយដំណើបទុរេន ឆ្ងាញ់/ Cooking with Sophea

એકદમ સોફ્ટ અને ગરમા ગરમ મેથીના ગોટા અને બેસનની કઢી બનવવાની રીત | Methi Na Gota Recipe With Kadhi

ଘରେ ପ୍ରସ୍ତୁତ କରନ୍ତୁ ପୁରୀ ମନ୍ଦିର ଶୈଳୀ ମିଠା କଣିକା🍚| Puri Jagannath 56 Bhog | Sweet Rice Recipe |Odia

અમેરિકાથી ભારત આવતા જૂન 2026 થી હવે પ્લેન ની અંદર સિનિયર સિટીઝનને આ 11 સેવાઓ ફ્રી મળશે

ಸೊರೆಕಾಯಿ ಮೊಸರು ಹುಳಿ | ಬೇಸಿಗೆಗೆ ಸೂಕ್ತವಾದ ಆರೋಗ್ಯಕರ ಅಡುಗೆ#kingline poorni kitchen

ମାତ୍ର ଗୋଟେ ଚାମଚ୍ ତେଲରେ ସକାଳର ଜଳଖିଆ‼️ଗୋଟେ ଜାଗାରେ ୪ଟା ଖାଇବେ ଏହି ଜଳଖିଆ/Aloo Paratha Recipe/,Odia Recipe

ଏହି Secret Trick ଜାଣିଛନ୍ତି କି🤔ଏମିତି ସ୍ବାଦ କେବେବି ଖାଇ ନଥିବେ😋New Style Namkeen Recipe In Odia

