Bhendi sukha Masala / ଭେଣ୍ଡି ସୁଖା ମସଲା ଅଲଗା style ରେ Bhendi Besan Fry Odia ଖାଇଲେ ପାଟିରୁ ଛାଡିବନି‼️
Bhendi sukha Masala Recipe ଭେଣ୍ଡି ସୁଖା ମସଲା | Bhendi Besan Fry Odia ଖାଇଲେ ପାଟିରୁ ଛାଡିବନି‼️ ନମସ୍କାର ବନ୍ଧୁଗଣ! 🙏 "SPICE UP LIFE WITH MANASHI" ଚ୍ୟାନେଲ୍କୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆବଶ୍ୟକ ସାମଗ୍ରୀ (Ingredients): ଭେଣ୍ଡି (Ladyfinger) - ୨୫୦ ଗ୍ରାମ୍ ଛତୁଆ କିମ୍ବା ବେସନ (Sattu / Gram Flour) - ୨-୩ ଚାମଚ ପିଆଜ (Onion) - ୧ଟି (ଛୋଟ କଟା ହୋଇଥିବା) ସୋରିଷ ତେଲ (Mustard Oil) - ୩ ଚାମଚ ହଳଦୀ ଗୁଣ୍ଡ (Turmeric powder) - ୧/୨ ଚାମଚ ଲଙ୍କା ଗୁଣ୍ଡ (Chili powder) - ୧ ଚାମଚ ଆମଚୁର ଗୁଣ୍ଡ ବା ଚାଟ ମସଲା(chat masalala)_1 ଚାମଚ ଜିରା (Cumin ) - ୧/୨ ଚାମଚ ଭୃସଙ୍ଗ ପତ୍ର (Curry leaves) - ଅଳ୍ପ କିଛି ଲୁଣ (Salt) - ସ୍ଵାଦ ଅନୁସାରେ Bhendi chhatua masala recipe in odia ଭେଣ୍ଡି ଛତୁଆ ମସଲା ରେସିପି Odia style bhendi tarkari / rosei Bhindi besan fry recipe Bhendi kurkuri bhaja odia ଆଜି ଆମେ ପ୍ରସ୍ତୁତ କରିବା ଓଡ଼ିଶାର ଏକ ପାରମ୍ପରିକ ଏବଂ ସ୍ୱାଦିଷ୍ଟ ସାଇଡ୍ ଡିସ୍ "ଭେଣ୍ଡି ସୁଖା ମସଲା" (Bhendi sukha Masala)। ଭେଣ୍ଡି ସହିତ ଭଜା ଛତୁଆ ଏବଂ ମସଲାର ଏହି କମ୍ବିନେସନ ଗରମ ଭାତ କିମ୍ବା ପଖାଳ ସହିତ ଖାଇବାକୁ ଚମତ୍କାର ଲାଗିଥାଏ। ଖୁବ୍ କମ୍ ସମୟରେ ଏବଂ ସହଜ ଉପାୟରେ ଏହି ଟେଷ୍ଟି ରେସିପିଟି କେମିତି ପ୍ରସ୍ତୁତ କରିବେ, ତାହା ଏହି ଭିଡିଓରେ ଦେଖିବାକୁ ପାଇବେ। ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଯଦି ରେସିପିଟି ପସନ୍ଦ ଆସେ, ତେବେ ଭିଡିଓକୁ ଲାଇକ, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି! 😊 #BhendiChhatuaMasala #OdiaRecipe #BhendiRecipe #TraditionalOdiaFood #OdiaCooking #SpiceUpLifeWithManashi #OdiaVegRecipe #BhindiMasala #BhendiSukhaMasala #BhindiMasalaInOdia #OdiaRecipe #BhendiFry #OdiaRosei #SpiceUpLifeWithManashi

ଭେଣ୍ଡି ପିଆଜ ତରକାରୀ ଥରେ ମୋ ଉପାୟରେ ବନେଇକି ଦେଖନ୍ତୁ ‼️ ବାକି ସବୁ ପୁରୁଣା ଉପାୟ ଭୁଲିଯିବେ/Bhendi Aloo Tarkari

ଭେଣ୍ଡି କୁ ଥରେ ଏମିତି ଭାଜି ଦେଖନ୍ତୁ ଅଧିକ ସ୍ୱାଦିଷ୍ଟ ଲାଗିବ 👌 Bhendi bhaja odia recipe, how to make bhendi

ଏମିତି ଚିଙ୍ଗୁଡ଼ି ତରକାରୀ ଆଗରୁ ଖାଇନଥିବେ! 🦐🔥ନଡ଼ିଆ ରସ ଦିଆ ଚିଙ୍ଗୁଡ଼ି 😍 | Coconut Water Prawn Curry

ଥରେ ଖାଇଲେ ପୁଣି ମାଗିବେ! 🤤 🤤 ବାହାରେ Crispy, ଭିତରେ Soft | ମୁଗ ଚନ୍ଦ୍ରକାନ୍ତି ପିଠା/muga chandrakanti pitha

କୁନ୍ଦୁରି ଏମିତି ରାନ୍ଧନ୍ତୁ ଛତୁ ପରି ଟେଷ୍ଟ❗ଘରଲୋକ ମାଗି ମାଗି ଡ଼ବଲ ଖାଇବେ👍kunduri tarkari❗kunduru recipe

ભીંડા નું શાક આ નવા મસાલાથી વધુ ટેસ્ટી બનશે |Bhinda nu shaak |Bhindi Masala Recipe | Bhindi Ki Sabji

Taste Of Odisha | ବାଇଗଣରେ କେବେ କରିକି ଖାଇଛନ୍ତି କି ଏମିତି ତରକାରି ? #tasteofodisha #otv #odishatv

Husband Wife Selling Mirchi Pakoda At Puri Sea Beach । Price ₹ 5/- Only । Indian Street Food

ସ୍ୱାସ୍ଥ୍ୟକର ଖଡ଼ା ତରକାରୀ ବନାନ୍ତୁ ଘରେ /ଦଣ୍ଠା ତରକାରୀ -Healthy Amaranth Stem Curry Recipe Dantha Tarkari

ଘରେ ସୋୟାବଡ଼ି ଅଛିତ ଏଇ ତରକାରିକୁ ନିଶ୍ଚିନ୍ତ ଦେଖନ୍ତୁ ଦେଖୁଦେଖୁ ବନେଇବେ | Soyabean Tarkari Meal Maker Odia

ୟା ଆଗରେ ପନିର ତରକାରୀ ବି ଲାଗିବ ଫିକା‼️ବିନା ପିଆଜ ରସୁଣରେ ଏମିତି ବନାନ୍ତୁ BESANA ALOO TARKARI RECIPE‼️

ଏବେ ଆମକୁ YouTube ରୁ ମାସକୁ କେତେ ଟଙ୍କା ମିଳୁଛି ? || Odia Family Vlog || Tapan Sanju Family Vlog

💯% ଗ୍ୟାରେଣ୍ଟି ଆମିଷ ଖାଇବା ଭୁଲିଯିବେ🤗ପୋଟଳ ସରିବା ପର୍ଯ୍ୟନ୍ତDAILYବନେଇବେ👍🏻New potala recipe❗ potala tarkari

ମାତ୍ର ଗୋଟିଏ ଥର ବିହାରୀ ଷ୍ଟାଇଲ ମାଛ ତରକାରିକୁ ବନେଇ ଖାଆନ୍ତୁ ମଜା ଆସିଯିବ,ସ୍ଵାଦ ଭୁଲିପାରିବେନି/Machha Tarkari/

ନୂଆ ଉପାୟରେ ଘରେ ସୋୟାବିନ ତରକାରୀ ବନାନ୍ତୁ‼️ମାଂସ ବି ଲାଗିବ ଫିକା‼️Soyabean Tarkari /Soya Chunks Curry

न आटा गुथना न बेलना 5 मिनट मे ढेर सारे चना दाल के पराठे बनाने का एकदम नया तरीका देखकर चौंक जाएंगे

ଗୋଟା ଭେଣ୍ଡି ମସଲା 😋ଭେଣ୍ଡି ରେ ଏମିତି recipe କେବେ ଖାଇଛନ୍ତି କି ?

କଞ୍ଚା ଆଳୁ ଆଉ ଚୁଡାରେ ତିଆରି ମୁସୁମୁସିଆ ଚୁଡା ଚପ୍ ‼️ସପ୍ତାହକୁ 5ଦିନ ବନେଇବେ ‼️Poha Snacks / Chuda Jalakhia

ଛୁଆମାନେ ଫାଷ୍ଟଫୁଡ୍ ଖାଇବା ଭୁଲିଯିବେ‼️କମ୍ ସମୟରେ ହେଲ୍ଦି ଟେଷ୍ଟି ଜଳଖିଆ‼️ JALAKHIA RECIPE ODIA‼️

