ଖଣ୍ଡାରେ ପାପୁଲି ନୁହେଁ ମୋ ହାତ ହାଣି , ଫୋପାଡ଼ି ଦେଲା ନାଳରେ ରାକେଶ ମାଲିଆ ! Youth Attacked in Bhubaneswar

ଖଣ୍ଡାରେ ପାପୁଲି ନୁହେଁ ମୋ ହାତ ହାଣି , ଫୋପାଡ଼ି ଦେଲା ନାଳରେ ରାକେଶ ମାଲିଆ ! ଦୋକାନ ଭିତର କୁ ଜୋତା ପିନ୍ଧି ପଶି ଗଲେ ବୋଲି ପାପୁଲି ନୁହେଁ ବରଂ ହାତ କୁ ଦୁଇ ଖଣ୍ଡ କରି ଦେଲେ ଅଭିଯୁକ୍ତ। ଗତ କାଲି ଭୁବନେଶ୍ୱର କପିଳେଶ୍ୱର ଗଙ୍ଗୁଆ ନାଳ ନିକଟ ରେ ବେଆଇନ ମଦ ଦୋକାନରେ ହେଇଥିବା ଗଣ୍ଡଗୋଳ ରେ ପାପୁଲି ନୁହେଁ ବରଂ ହାତ ଦୁଇଖଣ୍ଡ କରି କାଟିଦେଇଚି ଅଭିଯୁକ୍ତ ରାକେଶ ମାଲିଆ । ଘଟଣା ରେ ଉପସ୍ଥିତ ଥିବା ଦୁଇଜଣ ଯୁବକ ମୁହଁ ଖୋଲିଛନ୍ତି। କେମିତି ରାକେଶ ପାଲଟିଥିଲା ରାକ୍ଷସ ସବୁ ଗୋଟି ଗୋଟି କରି ବଖାଣିଲେ ପ୍ରତିଦିନ କ୍ୟାମେରା ସାମ୍ନାରେ। ଘଟଣା ର ମୁଖ୍ୟ ଅଭିଯୁକ୍ତ ରାକେଶ ମାଲିଆ ଓ ବାପା ସନ୍ତୋଷ ମାଲିଆ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲିଙ୍ଗରାଜ ଥାନା ପୋଲିସ । Youth Attacked in Bhubaneswar #Bhubaneswar #Odisha #CrimeNews #BhubaneswarCrime #OdishaNews #YouthAttack #SafetyFirst #CityUpdate #BreakingNews #LocalNews #LawAndOrder #JusticeForYouth #BhubaneswarCity Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଯିଏ ଝିଅକୁ ମାରିବ, ତା ଇନର୍ ଚିରିବ କାହିଁକି ?  Rayagada NGO interns attacked by Mob, shame for odisha.
▶︎

ସ୍ତ୍ରୀ ଖୋଲିଲେ ଗୁମର, ସ୍ବାମୀ ସହ ମନାନ୍ତର ଫାଇଦା ରୁମ୍ ଭିତରେ ଉଠେଇ ଥିଲା ସୁଶୀଲ। Man Kills Neighbour, Bbsr

ହାତ-ଗୋଡ଼ ହାଣି ଝୁଲେଇ ଦେଲେ , ବେକରେ ଗାଡ଼ି ଚଢ଼ାଇଦେଲେ  || Brutal Attack in Puri Kanas || Odisha Reporter

ଘରେ ତାଲା ପକାଇ ମୋ ଭଉଣୀକୁ ପିଟିଲା ଏ ଲୋକ ! Dispute Between Homeowners and Tenant in Bhubaneswar.

ପାହାଳ ହତ୍ୟାକାଣ୍ଡ : ଫୋନ୍ ରେ ଫଟୋ ପଠେଇ ପଚାରୀ ଥିଲା ଆଦିତ୍ୟ ୟେ ସେ କି ନୁହେଁ! #PahalaMurderCase arrest

ଝିଅ ଦେହର କପଡ଼ା ଚିରିବାକୁ, ଲୋକଙ୍କ ହାତ ଯାଉଛି କେମିତି ? Rayagada NGO interns attacked by Mob.

ମୋ ଦୁଷ୍କର୍ମର ବଦଲା ମୋ ସ୍ୱାମୀ ନେଇଛି ! || Residential Apartment Complex, Omm Sai Vihar, Bhubaneswar

ମହାପ୍ରଭୁଙ୍କ ସହ ଧୋକା, କାହିଁକି ଚୁପ୍ ପ୍ରଶାସନ ? | Duplicate Ghee Seized Inside Puri Srimandir

ଘରେ ରହୁଥିଲେ ଭଡ଼ାଟିଆ କବାଟ ଭାଙ୍ଗି ପସିଲା ମାଲିକ |Tenant Refuses to Open Door, Police Intervene in BBSR

ମୋହନଙ୍କୁପ୍ରଶଂସା କଲେ ମୋଦି |modi news today | President Murmu and pm Modi visit rairangapur| odia news

ଛାନିଆ ଅନୁପ୍ରବେଶକାରୀ … ଭୟରେ ସୀମା ପାର୍ | West Bengal |Bangladesh Border | Odisha Reporter

IG ପାର୍କ ରେ ଚୋର ପୋଲିସ ଗୋଡା ଗୋଡି || SANCHAR LIVE

ଆମ ଗାଁରେ ମାଗାନ୍ନା | Maganna at Pathapur, Dampara | Ama Gaon Re Maganna | Explore Village & Culture

ରାଷ୍ଟ୍ରପତି ଖୁସି, ମୋହନ ମାଝୀ କରିଛନ୍ତି ଓଡ଼ିଶା ଡବଲ ବିକାଶ। President Doupadi Murmu Speech, Mayurbhanj.

ମହିଳାଙ୍କୁ ଗିରଫ କରିବାକୁ ଯାଇ ନାକେଦମ ପୁରା ପୋଲିସ ଟିମ || District Collector's Office Dhenkanal

ସାଧାଡ୍ରେସ୍ ରେ ଗାଡ଼ି ଫାଇନ କାଟିବାକୁ, ମାଗୁଛି ୫୦୦୦ ଟଙ୍କା ! So called ATS worker demands Money 5K, Bbsr.

MUDDA | ଜାଲରେ ପଡୁଛନ୍ତି ଯନ୍ତ୍ରୀ | Kotapada Assistant Executive Engineer Satyanarayan Sethi

ଭିଣ୍ଟେଜ୍ କାର ଦେଖିବାକୁ ବରମୁଣ୍ଡା ଆସିଥିଲା ପୁଅ, ଟେକି ନେଇଗଲା ପୋଲିସ୍।Baramunda Vintage car Exhibition,BBSR

🔴LIVE | MUDDA | ଲାଞ୍ଚ ନେଲେ ଚାକିରି ଯିବ ! Mancheswar ASI Dismissed Over Bribery Case |

ସୁନ୍ଦରଗଡ଼ ରେ ସିରିଜ ଡକାୟତି ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ନଗଦ ଲୁଟ।  #sundargarh #virlnews