ପାହାଳ ହତ୍ୟାକାଣ୍ଡ : ଫୋନ୍ ରେ ଫଟୋ ପଠେଇ ପଚାରୀ ଥିଲା ଆଦିତ୍ୟ ୟେ ସେ କି ନୁହେଁ! #PahalaMurderCase arrest
ପାହାଳ ହତ୍ୟାକାଣ୍ଡ : ଫୋନ୍ ରେ ଫଟୋ ପଠେଇ ପଚାରୀ ଥିଲା ଆଦିତ୍ୟ ୟେ ସେ କି ନୁହେଁ! ଭୁବନେଶ୍ୱର ଉପକଣ୍ଠ ପହଳା ଥାନା ଭୀମପୁର ଅଞ୍ଚଳରେ ପ୍ରଭାତ ବେହେରା (୩୪) ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମଦ ପିଇବାକୁ କେନ୍ଦ୍ର କରି ହୋଇଥିବା ବଚସା ପରେ, ତାଙ୍କ ସାଙ୍ଗ ଏକ ମଦ ବୋତଲରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ଗାଡ଼ି ଜବତ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ। ଗତ 8 ତାରିଖ ରେ ପ୍ରଭାତ ସହ ଆଦିତ୍ୟ ର ମଦ କୁ ନେଇ ଝଗଡ଼ା ହେଇଥିଲା । ଘଟଣା ଦିନ ଆଦିତ୍ୟ ଓ କୁନୁ ବେହେରା ମଦ ପିଇବାକୁ ଯାଉଥିବା ବେଳେ ଆଦିତ୍ୟ ଓ 3 ସହଯୋଗୀ ସହ ଦେଖା ହେଇ ସାଙ୍ଗ ହେଇ ମଦ ପିଇଥିଲେ। ପୁରୁଣା ଝଗଡା ର ପ୍ରତିଷଦ ନେବାକୁ ଯାଇ ଆଦିତ୍ୟ ଓ ତାର 3 ସହଯୋଗୀ ମଦ ବୋତଲ ରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣା ରେ ଦୁଇଜଣ ଗିରଫ ହେବା ସହ ଆଉ ଦୁଇଜଣ ଫେରାର ଅଛନ୍ତି।#PahalaMurderCase #BhubaneswarCrime #OdishaNews #CrimeInvestigation #OdishaPolice #PahalaNews #PahalaMurderCase arrest Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ପଡ଼ିଛି ସ୍ୱାମୀ ସୁଶୀଲ ଙ୍କ ଶବ , ୨ ସ୍ତ୍ରୀ ଭିତରେ ଝଗଡ଼ା ! 2 wife fight over rights of Husband's body, Bbsr

୮ ଦିନ ପୂର୍ବରୁ ମଦ କାଉଣ୍ଟରରେ ହେଇଥିଲା ଝଗଡା Pahala Prabhat Behera (Jaga) Case: Two Arrested

କଟରେ ଚଳନ୍ତା ଟ୍ରେନ୍ ରେ ପ୍ରସବ କଲେ ମହିଳା ! Woman Delivers Twins In Train And Ambulance In Cuttack

ପରକୀୟା ପ୍ରୀତି ପାଇଁ ମୁଣ୍ଡ ଗଡ଼ିଲା ! ଏପଟେ ଦୁଇ ଦୁଇଟି ସ୍ତ୍ରୀ ଲାଗିଛନ୍ତି ଟଣାଓଟରା | Odisha Reporter

ଗାଁ ଷ୍ଟାଇଲ ମାଛ କାଲିଆ // Machha Kalia | Traditional Odia Cooking in Village Style.

Woman Delivers Twin Babies in Train, Ambulance Near Cuttack Station

ନୂଆ ଦେଶ, ଭିନ୍ନ ମଣିଷ: କେମିତି ଚଳୁଛି ଓଡ଼ିଆ ଝିଅ? |Ep-164| Podcast | Odisha Jhia Korea Bohu Monalisa Das

ଦୁଇ ସ୍ତ୍ରୀଙ୍କ ହାଇଡ୍ରାମା, ସୁଶୀଲଙ୍କ ଶବ ନେବ କିଏ ? Two wife fight over rights of Husband's body, Bbsr.

ଟ୍ରେନ ଚାଲିଥିଲା ପିଲା ଜନ୍ମ ହେଲା | Odisha Reporter

କାହାକୁ ମିଳିବ ମୃତଦେହ? | Sushil Singh Case: High Drama Between Two Wives Over Dead Body | Argus News

Rayagada Mob Violence: Youth Who Rescued Woman Speaks Out

Tunesien - Japan, Highlights mit Livekommentar | FIFA WM 2026 | MAGENTA TV

Chameli Ojha Takes Fight to PM Modi, Writes 4-Page Letter Seeking Justice | Kalinga TV

India Ka Sabse Mysterious Murder Case : Unsolved Se Solved | Cyber Crime Stories | Cyber Crime

SECRET MISSION Full Movie | Akshay Kumar, Esha Gupta | New Hindi Air Force Action Movies 2026

Neighbour Allegedly Chases and Kills Man in Bhubaneswar's Om Sai Vihar

ମୋ ସଂସାର ଭସେଇ ଦେଲେ, ଡାକି କି ଆଣି ମୋ ସ୍ବାମୀଙ୍କୁ ମାରି ଦେଲେ l Youth Dies At Jajpur De-Addiction Centre

ଝିଅକୁ NEET ପରୀକ୍ଷା ଦେବାକୁ ବୁଝେଇ, ପୁଣି ଆଣିଲେ ବାପା ମାଆ।Nagpur NEET aspirant gets Abu Dhabi exam centre

Murder Case in Bhubaneswar Leads to Dispute Over Last Rites Between Two Wives

