କାହିଁକି ହୁଏ ରୁମାଟଏଡ୍ ଆର୍ଥ୍ରାଇଟିସ୍? | Dr Pradeepta Sekhar Patro on Rheumatoid Arthritis in Odia

#Arthritis #DoctorAdvice #OdiaHealthTips ବର୍ତ୍ତମାନ ସମୟରେ ମଧ୍ୟ ବୟସ୍କ ମହିଳାମାନଙ୍କଠାରେ ରୁମାଟଏଡ୍ ଆର୍ଥ୍ରାଇଟିସ୍ ଅଧିକ ପରିମାଣରେ ଦେଖାଦେଉଛି। ଫଳରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ। ତେବେ ଜାଣନ୍ତୁ କାହିଁକି ହୁଏ ରୁମାଟଏଡ୍ ଆର୍ଥ୍ରାଇଟିସ୍? ଭିଡିଓଟିକୁ ସେୟାର କରିବାକୁ ଭୁଲନ୍ତୁ ନାହିଁ। ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା ରୁମାଟଏଡ୍ ଆର୍ଥ୍ରାଇଟିସର କାରଣ, ଲକ୍ଷଣ ଓ ଚିକିତ୍ସା। ଏହି ଭିଡିଓରେ ରହିଛି, ରୁମାଟଏଡ୍ ଆର୍ଥ୍ରାଇଟିସ୍ କ’ଣ? (0:00) ରୁମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣ (0:29) ରୁମାଟଏଡ୍ ଆର୍ଥ୍ରାଇଟିସ୍ କାହିଁକି ହୁଏ? (1:36) ରୁମାଟଏଡ୍ ଆର୍ଥ୍ରାଇଟିସର ପରୀକ୍ଷଣ (2:56) ରୁମାଟଏଡ୍ ଆର୍ଥ୍ରାଇଟିସର ଜଟିଳତା (4:30) ରୁମାଟଏଡ୍ ଆର୍ଥ୍ରାଇଟିସର ଚିକିତ୍ସା (5:22) ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଖାଦ୍ୟ ଓ ବ୍ୟାୟାମ (7:12) Rheumatoid Arthritis is more common in middle age women. As a result, the joints swell with pain in various parts of the body. So find out why rheumatoid arthritis occurs. Don't forget to share the video. Let's find out from Dr Pradeepta Sekhar Patro, a rheumatologist, the causes, symptoms and treatment of rheumatoid arthritis. In this video, What is Rheumatoid Arthritis? (0:00) Symptoms of Rheumatoid Arthritis (0:29) Causes of Rheumatoid Arthritis (1:36) Diagnosis of Rheumatoid Arthritis (2:56) Complications of Rheumatoid Arthritis (4:30) Treatment of Rheumatoid Arthritis (5:22) Food and exercise for Arthritis Patients (7:12) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ସଫଳ ଚିକିତ୍ସା | Rheumatoid Arthritis in Odia | Prof Dr Jyoti Ranjan Parida
▶︎

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ସଫଳ ଚିକିତ୍ସା | Rheumatoid Arthritis in Odia | Prof Dr Jyoti Ranjan Parida

ଗଣ୍ଠିବାତ ରୋଗକୁ ଜାଣନ୍ତୁ ଓ ଜିଣନ୍ତୁ | Dr Pradeepta Sekhar Patro on Arthritis | Causes & Treatment
▶︎

ଗଣ୍ଠିବାତ ରୋଗକୁ ଜାଣନ୍ତୁ ଓ ଜିଣନ୍ତୁ | Dr Pradeepta Sekhar Patro on Arthritis | Causes & Treatment

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Sunil Kumar Dash ।Odia News N18P
▶︎

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Sunil Kumar Dash ।Odia News N18P

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ : ଡାକ୍ତରଙ୍କ ୧୦ଟି ଟିପ୍ସ | Tips for Rheumatoid Arthritis | Prof Dr JR Parida
▶︎

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ : ଡାକ୍ତରଙ୍କ ୧୦ଟି ଟିପ୍ସ | Tips for Rheumatoid Arthritis | Prof Dr JR Parida

Dr.Bidyut Kumar Das | ଡା.ବିଦ୍ୟୁତ୍ କୁମାର ଦାସଙ୍କୁ ମିଳିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ
▶︎

Dr.Bidyut Kumar Das | ଡା.ବିଦ୍ୟୁତ୍ କୁମାର ଦାସଙ୍କୁ ମିଳିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି ମିଳିଗଲା ଶେଷ ସମାଧାନ STOP Arthritis Pain | Dr Jyoti Ranjan Parida
▶︎

ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି ମିଳିଗଲା ଶେଷ ସମାଧାନ STOP Arthritis Pain | Dr Jyoti Ranjan Parida

ରକ୍ତହୀନତା (ଆନିମିୟା) କିପରି କରିବେ ଦୂର ? Anemia in Odia Treatment & Prevention | Dr. Ashutosh Mohapatra
▶︎

ରକ୍ତହୀନତା (ଆନିମିୟା) କିପରି କରିବେ ଦୂର ? Anemia in Odia Treatment & Prevention | Dr. Ashutosh Mohapatra

Trigger Finger Home Exercises: Fix Finger Locking Without Surgery!
▶︎

Trigger Finger Home Exercises: Fix Finger Locking Without Surgery!

କାହିଁକି ଭଲ ହେଉନି ଗଣ୍ଠିବାତ ରୋଗ? | Prof Dr Jyoti Ranjan Parida on Arthritis in Odia
▶︎

କାହିଁକି ଭଲ ହେଉନି ଗଣ୍ଠିବାତ ରୋଗ? | Prof Dr Jyoti Ranjan Parida on Arthritis in Odia

Arthritis & Rheumatology || Fit Rahu Odisha || Prameya News7
▶︎

Arthritis & Rheumatology || Fit Rahu Odisha || Prameya News7

ନିଜର ପ୍ରତିରକ୍ଷା ପ୍ରଣାଳୀ ରୋଗର କାରଣ ହୋଇଯାଏ  - Autoimmune Disease | #youtube #odia #autoimmunedisease
▶︎

ନିଜର ପ୍ରତିରକ୍ଷା ପ୍ରଣାଳୀ ରୋଗର କାରଣ ହୋଇଯାଏ - Autoimmune Disease | #youtube #odia #autoimmunedisease

Doctor Doctor | Rheumatoid Arthritis : Causes, Symptoms and Treatments
▶︎

Doctor Doctor | Rheumatoid Arthritis : Causes, Symptoms and Treatments

ସ୍ନାୟୁଗତ ରୋଗ ଲକ୍ଷଣ ଓ ସମାଧାନ...Neurological Problems and Treatment | Brain & Nerve Health Explained
▶︎

ସ୍ନାୟୁଗତ ରୋଗ ଲକ୍ଷଣ ଓ ସମାଧାନ...Neurological Problems and Treatment | Brain & Nerve Health Explained

ଆର୍ଥ୍ରାଇଟିସ୍ ରୋଗୀଙ୍କୁ କ’ଣ ଖାଇବା ମନା? | Dr Jyoti Ranjan Parida on Diet tips for Arthritis Patient
▶︎

ଆର୍ଥ୍ରାଇଟିସ୍ ରୋଗୀଙ୍କୁ କ’ଣ ଖାଇବା ମନା? | Dr Jyoti Ranjan Parida on Diet tips for Arthritis Patient

STOP Eating These 7 Foods if You Have Arthritis (& What to Eat Instead)
▶︎

STOP Eating These 7 Foods if You Have Arthritis (& What to Eat Instead)

Fit Rahu Odisha | Rheumatism | Dr Pradipta Sekhar Patra |  News7 Health Show
▶︎

Fit Rahu Odisha | Rheumatism | Dr Pradipta Sekhar Patra | News7 Health Show

KIMS Live EP7 - Dr. Debashis Maikap on Rheumatoid Arthritis
▶︎

KIMS Live EP7 - Dr. Debashis Maikap on Rheumatoid Arthritis

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Jyoti Ranjan  Parida।Odia News N18P
▶︎

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Jyoti Ranjan Parida।Odia News N18P

Autoimmune Disease|Why Immune System Attacking Itself?|Prof. Dr. Jyoti Ranjan Parida|Rheumatologist
▶︎

Autoimmune Disease|Why Immune System Attacking Itself?|Prof. Dr. Jyoti Ranjan Parida|Rheumatologist

Special Report: Arthritis - Types, Symptoms, Cause And Remedies | Odisha |
▶︎

Special Report: Arthritis - Types, Symptoms, Cause And Remedies | Odisha |