ମୁଁ ଶାଗ ତୋଳୁଛି, ପୁଅ ପାଇପରେ ପିଟୁଥିଲା ବାପା ମରିଗଲି ବୋଲି ଚିତ୍କାର କଲା !bbsr murder case updates
ମୁଁ ଶାଗ ତୋଳୁଛି, ପୁଅ ପାଇପରେ ପିଟୁଥିଲା ବାପା ମରିଗଲି ବୋଲି ଚିତ୍କାର କଲା !ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମଞ୍ଚନାଥ ବିହାରରେ ଜଣେ ଯୁବକ ତାଙ୍କ ବାପାଙ୍କୁ ପଥରରେ ଛେଚି ହତ୍ୟା କରିଛି। ମୃତକ ହେଲେ ଏସ୍ ଦୁର୍ଯ୍ୟୋଧନ (୫୦)। ଅଭିଯୁକ୍ତ ପୁଅ ଏସ୍ ଦେବରାଜ (୨୫) କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ନିଶାକୁ ବାରଣ କରିବାକୁ ଅଭିଯୁକ୍ତ ପୁଅ ଏହି କାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାସ୍ଥଳରୁ ପୋଲିସ ସହାୟତାରେ ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଛି। bbsr murder case updates #bbsr #murdercase #pratidintv #odisha #crime #policecase Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

କବାଟ ଖୋଲିଲେନି ବିଦ୍ୟାଭାରତୀ | Odisha Reporter

Locked House, Blood & A Dead Body! Bhubaneswar Horror Mystery | Knews Odisha

କୁଆଡେ ଗଲେ କୋଣାର୍କ ଗଣନାଟ୍ୟର ଅଭିନେତ୍ରୀ ପୂଜା ,ଯାତ୍ରା ହେଇଗଲା ବନ୍ଦ j Konarka Gananatya actress Puja

ଘରୁ ମା’ଙ୍କ ଓ କେନାଲରୁ ଦିବ୍ୟାଙ୍ଗ ଝିଅର ମୃତଦେହ ଉଦ୍ଧାର... ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଜାରି...

ନିଶା ପାଇଁ ବାପାକୁ ହ* କଲା ପୁଅ || Mancheswar Mu*der Case

Cuttack | Salepur | ଅପହର୍ତ୍ତାଙ୍କ କବଲରୁ ବର୍ତ୍ତିଲେ ନାବାଳକ ,ଚେତା ଫେରିବା ପରେ ଗାଡ଼ିରୁ ଡେଇଁ ଚାଲିଆସିଲେ ନାବଳ

ACF Soumya Death Case: Big Expose on DFO Sangram Behera & Hospital Document Fraud | Argus News

ଆଖି ବନ୍ଦ କରି ବିଶ୍ବାସ କଲି .. ଥାଳ ଧରି ଛିଡା ହେଲି | Odisha Reporter

ମୁଁ କିନ୍ନର ମେଘନାର ପୁଅ || 16 Years of Love || Kinnar Meghna Raises a Son with Care ||Odisha Reporter

Maya O Mamata - ମାୟା ଓ ମମତା | Full Episode 766 | Odia Mega Serial | Mon–Sat @7PM | Sidharth TV

୪୦ବର୍ଷ ଯାତ୍ରା ଜୀବନରେ ମୋ ସ୍ୱାମୀ ଦାଣ୍ଡ ଲୋକଙ୍କ ଆଗରେ ମତେ ଚରିତ୍ରହିନା କରିଦେଇଛି !Jatra artist mandakini

ଓଡ଼ିଶା BJP ରେ ଏବେ କ୍ଷମତା ଲଢେ଼ଇ ମଜାଦାର ହେବ ! Dharmendra returns to odisha political spectrum !

ପାଟଣାଗଡ ଥାନାରେ ଦାନ ମାଝୀ| Odisha Reporter

କେନାଲ ରୁ ମିଳିଲା ଝିଅଙ୍କ ମୃତଦେହ, ମା ମୃତଦେହ ପଡ଼ିଛି ଭଙ୍ଗାଘରେ ! Mother & Daughter dead body found, udala.

ମଦୁଆ ଯୁବକ ଥାନାରେ ଗଡି ଗଡ଼ି କହିଲେ ଏମିତି... ଛାନିଆ ହେଲା ପୋଲିସ....

ମୁଁ କାଲି ମୋ ବୋଉକୁ ଦେଖିକି ଆସିଲି ଆଜି ସକାଳୁ ଫୋନ ଆସିଲା ବାପା ବୋଉକୁ କରେଣ୍ଟ ଲାଗିଛି... BBSR Fire Tragedy

Trump & Netanyahu meet for 1st time since Iran war began

US, Iran Extend Pause on Strikes as Talks Focus on Hormuz

Jibana Do Chhakire Ashara Alok : Ep 517 06 June 2026 | ସବୁ ନାଟର ଗୋବର୍ଦ୍ଧନ ଭଉଣୀ

