ଅଳ୍ପ ଆୟୁଷ / ALPA AYUSHO NEW CHRISTIAN SONG 2026 II AJIT KUMAR PATRA II STUDIO VERSION
ଅଳ୍ପ ଆୟୁଷ / ALPA AYUSHO NEW CHRISTIAN SONG 2026 II OFFICIAL VIDEO II AJIT KUMAR PATRA ଆଦି ପୁସ୍ତକ 2:7 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମର ଅଭିନନ୍ଦନ ! ଆମ ଚାନେଲ କୁ ଭଲ ପାଇବା ଦେଇଥିବା ହେତୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ, ବାସ୍ତବରେ ବାଇବଲ ଅନୁସାରେ ମନୁଷ୍ୟ ଅତି ଅଳ୍ପାୟୁ ଅଟେ। ଏଣୁ ଏହି ଅଳପ ଆୟୁଷ ମଧ୍ୟରେ ଯୀଶୁଙ୍କୁ ହୃଦୟରେ ଗ୍ରହଣ ନ କରି ଯଦି ମୃତ୍ୟୁ ବରଣ କରିବା ତେବେ କିଛି ମୂଲ୍ୟ ନାହିଁ। ଏହି ସକଳ ବିଷୟ ବସ୍ତୁ ଉପରେ ଆଧାରିତ ହୋଇଛି ଏହି ନୂଆ ମନଛୁଆଁ ଓ ହୃଦୟସ୍ପର୍ଶୀ ଗୀତ । ଆଶା ରଖୁଛୁ ଏହି ନୂଆ ମନଛୁଆଁ ଗୀତଟି ନିଶ୍ଚୟ ଆପଣ ମାନଙ୍କ ମନ ପରିବର୍ତ୍ତନ ନିମନ୍ତେ ଓ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ସହାୟକ ହେବ। ଗୀତଟି ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord SONG CREDITS :- -------------------------- Song - ALPA AYUSHO Singer - AJIT KUMAR PATRA Lyrics - AMIT BADANAYAK Recordist - RUBENDRA GANTHA Mastering - TURANTA BIDIKA Thumbnail & Editing - THE PATRA BROTHER'S (JSMB MUSIC STUDIO KUMBHARI) (Full Lyrics) ହାଏରେ ମଣିଷ ମାଟିର ମଣିଷ ଅତି ଅଳ୍ପ ତୋ ଆୟୁଷ ..ହୋ.. (୨ଥର) ତୋ ଜୀବନ ଦୀପ ଲିଭିବା ଆଗରୁ (୨ଥର) ଯୀଶୁଙ୍କୁ କରିଯା ବିଶ୍ୱାସ .....=୦= କେଉଁ ବାଟେ କେତେବେଳେ ମରଣ ଆସେ ଅକାଳେ ମନୁଷ୍ୟ ତ ଜାଣେ ନାହିଁ ତଥାପି କାହିଁକି ସତେ ଗର୍ବ ଅହଙ୍କାର ଏତେ ଜୀବନ ତ କ୍ଷଣସ୍ଥାୟୀ .... ଯେତେ ଧନଶାଳୀ ହେଉ ଅବା ଜ୍ଞାନି ଗୁଣୀ ହେଉ ମୃତ୍ୟୁ ସଭିଙ୍କର ପାଇଁ ଅଟକାଇ ରଖିବାକୁ ମଣିଷର ନିଃଶ୍ୱାସକୁ କାହାର କ୍ଷମତା ନାହିଁ ଜନମ ମୃତ୍ୟୁର ସବୁ ଅଧିକାର (୨ଥର) ରହିଅଛି ଯୀଶୁ ପାଶ ....=୧= ଯୀଶୁଙ୍କୁ ହୃଦେ ନ ପାଇ ଯଦି ମରିଯିବୁ ତୁହି ତେବେ କିଛି ମୂଲ୍ୟ ନାହିଁ ଦୁଷ୍ଟର ମରଣେ ପ୍ରଭୁ ସନ୍ତୋଷ ହୁଅନ୍ତି ନାହିଁ ଏହା କି ଜାଣିନୁ ତୁହି ଆଜି ବି ସୁଯୋଗ ଅଛି ଫେରିବାର ବାଟ ଅଛି ବିଳମ୍ବ କରୁଛୁ କାହିଁ ତୋ ଜୀବନ ଥାଉ ଥାଉ ଏ ସମୟ ରହୁ ରହୁ ଚାଲିଆ ତୁ ବେଗେ ଧାଇଁ ଡେରି ତୁ ନ କରି ପାପକୁ ସ୍ୱୀକାରୀ ଫେରିଆ ତୁ କ୍ରୁଶ ପାଶ ......=୨= Copyright Disclaimer: This content is copyright to Ajit Patra Official Present YouTube Channel, Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented. ANTI-PIRACY WARNING ଆପଣମାନଙ୍କୁ ଯଦି ଏହି ଭିଡିଓଟି ଭଲ ଲାଗିଥାଏ ତେବେ ଆମ ପାଖରେଥିବା ବେଲ ଘଣ୍ଟିକୁ ଚିପି ଚେନ୍ନାଲ କୁ Subscribe କରନ୍ତୁ ଓ ଆଉ ଆମ ସହିତ ସବୁ ବେଳେ ଯୋଡ଼ି ହୋଇ ରୁହନ୍ତୁ ଆମର ନୂଆ ନୂଆ ଭିଡିଓ ଗୁଡ଼ିକ ଆପଣମାନଙ୍କ ପାଖକୁ ନିଶ୍ଚୟ ପହଞ୍ଚିଯିବ ଆଉ ଏହି ଭିଡିଓଟି କେବଳ Ajit Patra Official YouTube Channel ପାଇଁ, ଧନ୍ୟବାଦ l Contact: 7855817123, 63722 55023 Thank you for watching this video Please like share subscribe My Channel.... #odiachristian #song #ajitpatraofficial #studioversion #explore #fyp #viral #amitpanisong #jesus #jesusislord #humansagar#humanesagar #trendingvideo #official #trending #new #newvideo #coversong #humansagarnewchristiansong #ajitkumarpresentation #humansagarnewsong #humansagarstatus #amitbadanayak #amitbadnayakchristiansong #abmusic #humansagarsambalpurisong #humansagardjsong #fyp #humansagrabhinandansong #amitpaniofficial #alpaayusha #repranatrackkarokehumansagar #abmusic #asibemojisuraja #asibe #mojisuraja #humansagar #newchristiansong #human #odiasong #asibemojisurajaodiachristiansong #jisuodiachristiansong #OdiaChristianSong #newOdiaChristianSong #Newchristiansongasibemojisuraja #newsongchristianvideo #asibemojisurajaNewchristiansong #humansagar #lebiyamusic #lebiya #ananyasritamnanda #besaharaodiachristiansong #asimapandachristiansong #sasankasekharchristiansong #yeshuaministries #amitkamblechristiansong #sheldonbangera #newodiaviralsong #newodiachristiansong #latestodiachristiansong #ankurmasihsong #odiachristiansong #punjabichristiansong #assamchristiansong #bengalichristiansong #tamilchristiansong #teluguchristiansong #malayalamchristiansong #ananyasritamnanda #anilkant #trendingsong #shreeyakant #humansagarchristmassong #Jesussong #aseema_panda #amulyaprema #premakalajebe #ananyasritamnanda #bhalalagemotejisunama #prasadlima #bijaymajhi #amitbadanayak #amitbadnayakchristiansong #salemlima #ajitkumardigal #singer #firemedia #asimapandasambalpurisong #humanesagarnewodia #samparkChristiansong

ଯୀଶୁ ନାମେ ମହିମା//JISU NAAME MAHIMA NEW CHRISTIAN SONG 2026 STUDIO VERSION II BY AJIT KUMAR PATRA

እንደማር ጣፈጠኝ|| endemar tafetegn|| ወንድም ጥበቡ ወርቅዬ|| Tibebu Workeye|| PCGIC #tibebuworkeye

ଉଠିଅଛନ୍ତି ମୋ ଯୀଶୁ ରାଜା || UTHIACHHANTI MO JISU RAJA || Good Friday Special New Song || Raja P. Majhi

Bakya Saphala Helani | ବାକ୍ୟ ସଫଳ ହେଲାଣି | Odia Christian Full Song | Baliya Lima

ସ୍ତୁତି ଆରାଧନା ତୁମ ପାଇଁ ହେ ଦେବ | Powerful Odia Worship Song | L. Sudhakar

😭 ପାପ ଭରା ଜିବନୁ ମୋତେ | ଏହି ଗୀତ ଆପଣଙ୍କ ହୃଦୟକୁ ଛୁଇଁଯିବ | New Christian Song 2026

PIGU BARI || CANON DIGAL || KAMAL KUMAR DIGAL || KUI DANCE SONG || GRACE STUDIO BALIGUDA

RE MANO (ରେ ମନ)!! STUDIO VERSION!!New odia christian song !!Salim Singh!! Lyrics-Rev. Simion mali

ମୁଁ ମୂର୍ତ୍ତି ପୂଜା କରିବା ବ୍ୟକ୍ତି ଆଜି,ଯୀଶୁଙ୍କର ପୂଜା କରୁଛି || Odia Message || Speeker Sitaram Bhatra

Baimanenju Pana Ahana ବାଇମାନେଞ୍ଜୁ ପଣ ଆହାନା new Christian song By PS. NABIN CH. DIGAL

Dukhira Natha । ଦୁଃଖୀର ନାଥ । S Jitu । Deepti Production

✝️ ଝରିଯାଏ ଲୁହ ମୋର - ଦେଖି ଯୀଶୁ ରାଜାଙ୍କୁ | Odia Christian Devotional Song | Odia Worship Song

ଅବ୍ରାହାମତି ଯୀଶୁ ଆବା// Abrahamati Jesu aba// Layes Romeo Huika #viralvideo 7008908833

ହଜି ଯାଇ ଥିଲି ମୁଁ | New odia Christian song | Pratap sethia official

ଯୀଶୁର ମହନି //JISHUR MAHANI //LYRICS & SINGER PR SANTOSH DIGAL// NEW CHRISTIAN// //SAMBALPURI SONG //

ହାଲେଲୁୟା ଗାଏ ଏ ମନ ତମରି ନାଁରେ | R David Kumar | Turanta Bidika |Studio Version|New Gospel Song

ଭଯୁଥାରେ ମନ୍ ତୁଇ ଭଯୁଥା Naw Sambalpuri christion song 2026

ତୁମେ ଜାଣିଛ କି? ଆଜିକାଲିର ମହିଳା ମାନେ କେମିତି ହେବା ଦରକାର? || Odia Massege || Speekar Santosh Gamanga

ଗାଇବା ଯୀଶୁଙ୍କ ନାମ | GAIBA JISUNKA NAMA | ODIA COVER SONG

