ମଙ୍ଗଳ ଆଳତୀ ଦର୍ଶନ (15-May) | Today's Live Mangala Alati - Puri Jagannath Temple | Jay Jagannath Tv
🙏 ଆଜି ମଙ୍ଗଳ ଆଳତୀ – ପୁରୀ ଶ୍ରୀମନ୍ଦିର (15-May -2026) 🙏 ଆଜି ପୁରୀ ଶ୍ରୀମନ୍ଦିରରେ ପ୍ରାତଃ ୬ଟା ୨୯ ମିନିଟ୍ ରେ ମଙ୍ଗଳ ଆଳତୀ ସମ୍ପନ୍ନ ହେଲା। ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ଲାଗି ଏହି ମୁହୂର୍ତ୍ତ ଅପେକ୍ଷା କରନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ପ୍ରଭାତରେ ଅର୍ପଣ କରାଯାଇଥିବା ଏହି ପବିତ୍ର ଆଳତୀ, ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି, ସକାଳର ପ୍ରେରଣା ଓ ଆଶୀର୍ବାଦ। "ମଙ୍ଗଳ ଆଳତୀର ଏହି ପବିତ୍ର ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ କୃପା ଆମ ସମସ୍ତଙ୍କ ଉପରେ ବର୍ଷିତ ହେଉ" 📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ 🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ 🙏 #mangalaalati #patitapaban_arati #jayjagannathtv #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV #SidharthGold #SidharthMusic #SidharthNetwork "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 #jayjgannathtvlive #namitaagrawal #sidharthtv Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ମଙ୍ଗଳ ଆଳତୀ ଦର୍ଶନ(16-Jun) Today's Live Mangala Alati - Puri Jagannath Temple | Jay Jagannath Tv

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧର ୧୦ମ ଅଧ୍ୟାୟ | Jay Jagannath TV

Shri Krishna Govind Hare Murari - Non Stop Krishna Bhajans Lofi | Bhakti Song | Krishna Bhajan

today's morning news odisha/16 june 2026/subhadra yojana online registration/odisha new

श्री हनुमान चालीसा - Hanuman Chalisha I Dilip Sarangi I ହନୁମାନ ଚାଳିଶା I Jai Hanuman Gyan Gun Sagar

ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ || ରବୀନ୍ଦ୍ର ମହାପାତ୍ର || Kriya Yoga || GITA GOVINDA || @WCBhakti

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

Jaga To Kala Ranga l ଜଗା ତୋ କଳା ରଙ୍ଗ l Sourav Bharadwaj l New Odia Jagannath Bhajan Song l Pabitra l

Om Namo Bhagavate Vasudevaya | Powerful Vishnu & Narasimha Mantra for Peace, Protection & Sleep

Jagannatha Tume Parambramha- ଜଗନ୍ନାଥ ତୁମେ ପରଂବ୍ରହ୍ମ | ସାରଗର୍ଭକ ଭଜନ | Namita Agrawal | Sidharth Music

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଚତୁର୍ଥ ସ୍କନ୍ଧର ୪ର୍ଥ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧର ୧୫ ଅଧ୍ୟାୟ | Jay Jagannath TV

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace Soulful Mahamantra

ଭକ୍ତ ପାଇଁ କଇଁଚି ଧରିଲେ ଜଗନ୍ନାଥ | When Lord Jagannath Became a Barber for His Devotee! Jay Jagannath

श्री हनुमान चालीसा 🌺🙏| Shree Hanuman Chalisa Original Video |🙏🌺| GULSHAN KUMAR | HARIHARAN | 8K

VIP, VVIP Protocols Disrupt Darshan at Puri Jagannath Temple; Devotees Upset

Karpur Gauram Karunavtaram | कर्पूर गौरम् करुणावतारम् | Shiv Mantra for Calm | Peaceful Shiva Mantra

ସବୁ ସମର୍ପି ଦିଅ ସେ ବୁଝିବେ | Jagannath Mahima | Shakti Shankar Mishra | Odisha 365

Anathara Natha Shree Jagannatha | Ira Mohanty | Prasanta Samal | J Subhas #PabitraParee

