‘ଭାଷା ନ ବୁଝିପାରି ବାଡେଇଲେ’ || Kerala Worker Attacked in Sambalpur! || Police Probe Viral Video || OR

ସମ୍ବଲପୁରରେ କେରଳର ଜଣେ ଶ୍ରମିକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ କ୍ଷେତରାଜପୁର ପୋଲିସ ବିଏନଏସ୍‌ର ବିଭିନ୍ନ ଦଫାରେ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିସିଟିଭି ଫୁଟେଜ୍ ଓ ଭାଇରାଲ ଭିଡିଓ ଆଧାରରେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଭାଷାଗତ ଭୁଲ ବୁଝାମଣା ଏହି ଘଟଣାର ଏକ ପ୍ରମୁଖ କାରଣ ହୋଇଥିବା ସୂଚନା ମିଳିଛି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #sambalpur #police

ମୁଁ ଆଜ୍ଞା ଲୋନ ଆଣିନି, ବ୍ୟାଙ୍କ ଧକ୍କା ଦେଇ ବାହାର କଲା  | Odisha Reporter
▶︎

ମୁଁ ଆଜ୍ଞା ଲୋନ ଆଣିନି, ବ୍ୟାଙ୍କ ଧକ୍କା ଦେଇ ବାହାର କଲା | Odisha Reporter

ଜେଲରେ ଥରୁଛନ୍ତି ଅଭିଯୁକ୍ତ ||Odisha Reporter
▶︎

ଜେଲରେ ଥରୁଛନ୍ତି ଅଭିଯୁକ୍ତ ||Odisha Reporter

ମାଳିସାହି ଆଗରେ ବୁଲିଲା  ବୁଲଡୋଜର । | Odisha Reporter
▶︎

ମାଳିସାହି ଆଗରେ ବୁଲିଲା ବୁଲଡୋଜର । | Odisha Reporter

ସତ ଫାୟାରିଂ , ମିଛ ଏଫଆଇଆର୍। | Odisha Reporter
▶︎

ସତ ଫାୟାରିଂ , ମିଛ ଏଫଆଇଆର୍। | Odisha Reporter

ଧର୍ମେନ୍ଦ୍ରଙ୍କ ଉପରେ ପୱନ ବର୍ଷିଲେ||Odisha Reporter
▶︎

ଧର୍ମେନ୍ଦ୍ରଙ୍କ ଉପରେ ପୱନ ବର୍ଷିଲେ||Odisha Reporter

କାକୁଡି ବିକିଲେ ଶିକ୍ଷକ ଆଶାୟୀ ||Odisha Reporter
▶︎

କାକୁଡି ବିକିଲେ ଶିକ୍ଷକ ଆଶାୟୀ ||Odisha Reporter

ସୁଜାତା ବିଜେଡି ପାଇଁ ଆସେଟ୍ ||Odisha Reporter
▶︎

ସୁଜାତା ବିଜେଡି ପାଇଁ ଆସେଟ୍ ||Odisha Reporter

ବାଲେଶ୍ୱରରେ ଏନକାଉଣ୍ଟର ଆବଶ୍ୟକ||Odisha Reporter
▶︎

ବାଲେଶ୍ୱରରେ ଏନକାଉଣ୍ଟର ଆବଶ୍ୟକ||Odisha Reporter

ପ୍ରେମ ପାଇଁ ଉଇ ହୁଙ୍କାରେ ପଶିଲେ । | Odisha Reporter
▶︎

ପ୍ରେମ ପାଇଁ ଉଇ ହୁଙ୍କାରେ ପଶିଲେ । | Odisha Reporter

ପ୍ରତାରଣ କଲା ବି.ଏମ୍.ସି || Odisha Reporter
▶︎

ପ୍ରତାରଣ କଲା ବି.ଏମ୍.ସି || Odisha Reporter

ଶ୍ରେଷ୍ଠ ଚଳଚିତ୍ର ପୁଷ୍କରା ||Odisha Reporter
▶︎

ଶ୍ରେଷ୍ଠ ଚଳଚିତ୍ର ପୁଷ୍କରା ||Odisha Reporter

ନିଖୋଜ ଶିଶୁକୁ ଖୋଜୁଛି ପୋଲିସ|| Odisha Reporter
▶︎

ନିଖୋଜ ଶିଶୁକୁ ଖୋଜୁଛି ପୋଲିସ|| Odisha Reporter

ଏଥର ନୂଆ କଳାକାରଙ୍କ ଜଲ୍ୱା ||Odisha Reporter
▶︎

ଏଥର ନୂଆ କଳାକାରଙ୍କ ଜଲ୍ୱା ||Odisha Reporter

ରେମୁଣା ପିଲା ଗୁଳି ମାରିଛି|| Odisha Reporter
▶︎

ରେମୁଣା ପିଲା ଗୁଳି ମାରିଛି|| Odisha Reporter

| Odisha Reporter
▶︎

| Odisha Reporter

କେଜାଣି ପିଲା କେଉଁଠି କାନ୍ଦୁଛି ?||Odisha Reporter
▶︎

କେଜାଣି ପିଲା କେଉଁଠି କାନ୍ଦୁଛି ?||Odisha Reporter