ମହିଳାଙ୍କ ଜରାୟୁ ତଳକୁ ଖସିବାର କାରଣ କ'ଣ? | What is Uterine Prolapse? Odia | Treatment | Dr Bharat Bhusan
#UterineProlapse #OdiaHealthTips ମହିଳାଙ୍କର ପେଲଭିକ୍ ମାଂସପେଶୀ ଦୁର୍ବଳ ହୋଇଯାଏ, ସେତେବେଳେ ଜରାୟୁ ଖସିଯାଏ, ଯାହାକୁ ଜରାୟୁ ଖସିଯିବା ବା ୟୁଟେରାଇନ୍ ପ୍ରୋଲାପ୍ସ ବୋଲି କୁହାଯାଏ। ତେବେ ଏହା କାହିଁକି ହୁଏ? କେଉଁ ବୟସର ମହିଳାଙ୍କଠାରେ ଏହା ହେବାର ଆଶଙ୍କା ଅଧିକ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣ, ଆସନ୍ତୁ ଜାଣିବା। ଏହି ଡିଓରେ ରହିଛି, ଜରାୟୁ ଖସିଯିବା ବା ୟୁଟେରାଇନ୍ ପ୍ରୋଲାପ୍ସ କ’ଣ? (0:00) କେଉଁମାନଙ୍କୁ ହେବାର ଆଶଙ୍କା ରହିଛି? (1:16) ଏହାର କୌଣସି ଲକ୍ଷଣ ଦେଖାଦିଏ କି? (2:39) ୟୁଟେରାଇନ୍ ପ୍ରୋଲାପ୍ସର ଚିକିତ୍ସା (3:41) Uterine prolapse occurs when the uterus slips from its normal position and descends into the vaginal canal due to weakened pelvic floor muscles and ligaments. Symptoms include pelvic pressure, urinary incontinence, difficulty with bowel movements, and noticeable bulging in the vagina. How to treat Uterine Prolapse? Let's know more from Dr Bharat Bhusan, a Gynaecologist. In this Video, What is Uterine Prolapse? in Odia (0:00) Who is at risk of developing Uterine Prolapse? in Odia (1:16) Symptoms of Uterine Prolapse, in Odia (2:39) Treatment of Uterine Prolapse, in Odia (3:41) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ଜରାୟୁ ଖସିଯିବା ବା ୟୁଟେରାଇନ୍ ପ୍ରୋଲାପ୍ସ କ’ଣ? | Uterine Prolapse in Odia | Dr Rashmi Ranjan Dash

ସହବାସରେ ଅନିଚ୍ଛା | Loss of Libido/ Low Sex Drive in Odia | Dr Debabrata Sabat

Prolapse Exercises - Get Your Organs Back In Place! (Heal Prolapse Symptoms)

Udandi Sita | Full Odia Movie | Uttam Mohanty | Aparajit Mohanty | Rai Mohan | #PabitraEntertainment

ଅଶ୍ୱିନୀ ହସ୍ପିଟାଲର ସତ...News18 Odia Podcast with Renowned Neurologist Dr. Maya Gantayet | Manash Das

ମହିଳାଙ୍କ ଯୋୖନାଙ୍ଗ ତଳକୁ ଖସିଗଲେ | 𝐅𝐞𝐦𝐚𝐥𝐞 𝐆𝐞𝐧𝐢𝐭𝐚𝐥 𝐏𝐫𝐨𝐥𝐚𝐩𝐬𝐞 ( 𝐏𝐞𝐥𝐯𝐢𝐜 𝐨𝐫𝐠𝐚𝐧 𝐩𝐫𝐨𝐥𝐚𝐩𝐬𝐞 ) Dr. Harpreet Kaur

Avoid Pelvic Organ Prolapse Surgery With These Simple Tips!

Exclusive Interview With Meera Parida | Transgender | Surgery | Podcast |Transwomen Meera Parida |OR

ଯୋନିରେ ସଂକ୍ରମଣ କାହିଁକି ହୁଏ? | Dr Shilpa Mishra on Vaginal yeast Infection in Odia | Sign & Symptoms

Bangen & zittern: Schwangere will auch bei Geburt alles "perfekt" machen | Klinik am Südring | SAT.1

Complex Gynecological Issues: Expert Care at CARE Hospitals Bhubaneswar | Prescription | Argus News

What Causes UTI in Women? Symptoms, Prevention & Treatment | Essential Women's Health Guide N18V

ମହିଳାଙ୍କଠାରେ ହ୍ୱାଇଟ୍ ଡିସ୍ଚାର୍ଜ ସମସ୍ୟା । Dr Alakta Das on White Discharge (Leukorrhea) in Odia

3 Steps to know if you have a Prolapse

କେବେ ପିରିୟଡସ ବନ୍ଦ ହୁଏ ? DHARITRI TALKS EP-11 | Dr Sujata Kar | Menopause | Podcast | Dharitri Live

Uterine Prolapse in Hindi | Causes, Symptoms And Treatment of Uterine Prolapse

Rectocele Explained: What It Is, What Makes It Worse, and How to Help Yourself Right Now

Pelvic Prolapse Getting Worse? Here's What's Actually Happening

ହସ୍ପିଟାଲ ଯିବା ଦରକାର ନାହିଁ, ଘରେ ବସି ଜାଣନ୍ତୁ... | EP: 122 | Exclusive Podcast With Dr. Sujata Kar.

