ହସାଉଥିବା ମଣିଷ ଭିତରେ ଭିତରେ କାନ୍ଦେ। Uncut Podcast with @tukunastylishcomedy2180

ହସାଉଥିବା ମଣିଷ ଭିତରେ ଭିତରେ କାନ୍ଦେ। Uncut Podcast with Comedian Tukuna Stylish। ସୋସିଆଲ ମିଡିଆରୁ ଟେଲିଭିଜନ ଚ୍ୟାନେଲ ବିଭିନ୍ନ ଅବତାରରେ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି ଦୀପକ ତ୍ରିପାଠୀ ଓରଫ୍ ଟୁକୁନା ଷ୍ଟାଇଲିସ୍। ୟୁଟ୍ୟୁବରେ ନିଜ ଅଭିନିତ ଅନେକ ଭିନ୍ନ ଓ ବ୍ୟଙ୍ଗ ଚରିତ୍ର ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଛି। କଥା କଥାରେ କମେଡି କରୁଥିବା ଟୁକୁନା ଏବେ ବେଶ୍ ପପୁଲାର। ଯେଉଁ ବୟସରେ ଲୋକେ ଫିଲ୍ମ ହିରୋ ହେବାକୁ ସ୍ବପ୍ନ ଦେଖନ୍ତି ସେତେବେଳେ ୟେ କମେଡିଆନ୍ ହେବାକୁ ଯାଜପୁରରୁ ଆସିଥିଲେ। ଓଟିଭି ପୋଡକାଷ୍ଟର ଏଇ ଅଧ୍ୟାୟରେ ଟୁକୁନାଙ୍କ ଜୀବନର ଅନେକ ଅକୁହା କଥା ଶୁଣିବା ଯାହା ବଞ୍ଚିବାକୁ ନୂଆ ରାସ୍ତା ଦେଖେଇବ। କେବେ ଦେଖିନଥିବା, ଶୁଣିନଥିବା ଏମିତି କିଛି କଥାକୁ ନେଇ ଏଇ ଅଧ୍ୟାୟ। #TukunaComedyKing #OtvPodcast #StylishTukuna #OtvNews #TukunaVibes #ComedyWithStyle #SwagwalaTukuna #Otv #TukunaMagic #FunnyAndFearless #StyleOfTukuna #TrendSetterTukuna #LaughWithTukuna #DesiSwagTukuna #TukunaOnTop #OdishaComedyStar #TukunaTheIcon #StylishComedian OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV

EXCLUSIVE Podcast with Tukuna Stylish || PURVAPAKSA NEWS ||
▶︎

ଗୁଲୁଆ, ବଣ୍ଟି ଟୁକୁନା ଗୋଟେ ମା' ର ତିନି ପୁଅ || କପେ ଚାଏ || TUKUNA STYLIST || FOCUS PLUS ||

ନୂଆ ପିଢ଼ିର ସିଙ୍ଗର ସ୍ଵୟମ ପାଢୀଙ୍କ ରୋଚକ କାହାଣୀ | EP- 86 | Podcast With Renowned Singer Swayam Padhi

Saswat Joshi at Hyderabad   Odia Food & Craft Mela by Swabhimani odia group @saswatjoshiofficial​

Star night program at Takatpur 2025.
▶︎

Star night program at Takatpur 2025.

ପ୍ରକୃତ ପ୍ରେମ ହେଉଛି ପ୍ରେରଣା  | ଅନେଇବାରେ ପ୍ରେମ ନଥାଏ...| Girijakumar baliyarsingh #otv #otvdigital

ସେ , ମୁଁ ,  ଆଉ କଫି||SE MUN AU COFFEE ||EPISODE -1 ||TUKUNA STYLISH COMEDY||BANASMITA PATI||COMEDY

ରୁପାଙ୍କ ଦେହରେ ଲାଗିଲା ଭୂତ / Rupa Pin2 Khushi

‘ଦମନ’ର ରବିରୁ ‘ମନ୍ତ୍ରମୁଗ୍ଧ’ର ତାନ୍ତ୍ରିକ: Deepanwita Das ଙ୍କ ଅଭିନୟ ଯାତ୍ରା #otvpodcast #otvdigital

Padma Shri Sudarshan Patnaik - Jise America Ne Visa Nahi Diya, Aaj Wahi America Samman Karta Hai

ସୌମ୍ୟଙ୍କୁ ମାରିଲା କି ପୁଲିସ? ତଦନ୍ତ ବଦଳରେ ଗାଁ ଲୋକଙ୍କୁ ଟେକି ନେଉଥିବା ଅଭିଯୋଗ!

"ଗୋଟିଏ କ୍ଲାସରେ 10 ବର୍ଷ.. ଜାଣି ଜାଣି ଫେଲ୍ ହେଉଥିଲି"!! | EP- 124 |Exclusive Podcast With Prajnya Khatua.

Exclusive Podcast with Comedian Tukuna stylish I EP-30 I ବିବାଦ ନୁହେଁ, ନିଜ ନିଜ ଇଚ୍ଛାରେ ଭାଙ୍ଗିଲା ଟିମ୍

ଦେହ ବଜାରର ଦରଦାମ୍ ପଛର ଅସଲ କାହାଣୀ | ଅଲୋଡ଼ା ଜୀବନର ଅକୁହା କଥା - Series 3. #otvdigital #otv #darkreality

Breakfast Odisha With Akash Pattnaik | Singer & Music Director | PrameyaNews7

ଭଉଣୀ ଭିଣୋଇ ଖୋଳି ଥିଲେ ରାହୁଲ ପାଇଁ ବଡ ଗାତ ! || Rahul Moharana || Trishna || Odia || News4 Odia ||

ଆଜି ୟୁଟୁବ ମୋତେ କୋଟିପତି କରେଇଛି.. #tukunastylish #comedy #clubbaneswar

दूध लेकर कहाँ जा रहा है Jethalal ? | TMKOC Movies |Taarak Mehta Ka Ooltah Chashmah |

Yashasvi Jaiswal Podcast: Mindset, Struggles, Team India, Cricket & IPL | FO416 Raj Shamani

Nirav Modi Scam
▶︎

Nirav Modi Scam