ଆସିବ ଚିତ ବନ୍ୟା, ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବ କେବେ ? Hirakud reservoir gate opening July 9 at 11am

ଆସିବ ଚିତ ବନ୍ୟା, ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବ କେବେ ? ବୈତରଣୀ ଉପରମୁଣ୍ଡ ରେ ଅଧିକ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ଛୋଟ ବନ୍ୟା ଆଶଙ୍କା | ଅପରାହ୍ନ 4 ଟା ପରେ ବିପଦ ସଂକୁଳ ଅତିକ୍ରମ କରିବ | ବୈତରଣୀ ମଧ୍ୟ ଅଞ୍ଚଳ ରେ ଅଧିକ ବର୍ଷା ହୋଇଛି | ଯାଜପୁର ର ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇପାରେ | ଆଗାମୀ 24 ଘଣ୍ଟା ଭିତରେ ଯାଜପୁର,ଆଖୁଆପଦା ଓ ଭଦ୍ରକ ଅଞ୍ଚଳ ରେ ଛୋଟ ରୁ ମଧ୍ୟମ ଧରଣ ର ବନ୍ୟା ହୋଇପାରେ | ବୈତରଣୀ 73 ମିଳିମିଟର ବର୍ଷା ହୋଇଛି | ଜୁନ ମାସରେ ରେ 47 ପ୍ରତିଶତ ବର୍ଷା କମ ଥିଲା | ଜୁଲାଇ ରେ 271. 6 ମିଳିମିଟର ବର୍ଷା ଥିବା ବେଳେ ବର୍ତ୍ତମାନ ସୁଦ୍ଧା 327.3 ମିଳିମିଟର ବର୍ଷା ହେଲାଣି | ଗତ 24 ଘଣ୍ଟା ରେ ସର୍ବାଧିକ ସୁବର୍ଣ୍ଣପୁର ରେ ଅଧିକ ବର୍ଷା ହୋଇଛି | ହୀରାକୁଦ ଡ୍ୟାମ ରେ ବଢିଛି ଜଳ ପ୍ରବାହ | କାଲି ସୁଦ୍ଧା ହୀରାକୁ଼ଦ ରେ 2 ଲକ୍ଷ ଫୁଟ ହେବ | ଆସନ୍ତାକାଲି ଚିନ୍ତା କରାଯିବ ହୀରାକୁଦ ଡ୍ୟାମ ଗେଟ ଖୋଲା ଯିବ କି ନାହିଁ | ଦିଲ୍ଲୀପ କୁମାର ରାଉତ, ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ Hirakud DAM reservoir gate opening July 9 at 11 am. #HirakudDam #Hirakud #Mahanadi #HirakudReservoir #FloodWarning Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଓଡ଼ିଶାକୁ ଏଲନିନୋ ଭୟ, ଆସୁଛି କି ଜଳ ସଙ୍କଟ ! ହୀରାକୁଦ ଜଳଭଣ୍ଡାରରେ କେମିତି ରହିଛି ସ୍ଥିତି ?| PrameyaNews7
▶︎

ପାଣ୍ଡିଆନ୍ ଜଣେ ଦକ୍ଷ IAS, କୁଆଡେ ଗଲା BJP ତଦନ୍ତ ? Who send ex IAS Vk Pandian to Venezuela ?

Bengaluru safe footpath drive: Vendors protest eviction

🔴 Live Day 4 - 489th Katha - श्री जगन्नाथ प्रेमामृत | Sydney 🇦🇺 Australia | July 2026 #LalGovindDas

ବନ୍ୟାରୁ ଓଡ଼ିଶାକୁ ବଞ୍ଚାଇଦେଲା ହିରାକୁଦ ଡ୍ୟାମ୍, ଗୋଟିଏ ଦିନରେ ବନ୍ଦ ହେଲା  ୧୦ଟି ଗେଟ୍.. Hirakud

ଭୈରବ ଭାରତ ଓ ଭେନେଜୁଏଲା ସମ୍ପର୍କ ଆହୁରି ସୁଦୃଢ଼ କରିବ ! VK Pandian at Venezuela for disaster management.

ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଅଭିଯୋଗ, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି | Sambalpur News

ବ୍ୟୁଟି ମହାନ୍ତି ମୃତ୍ୟୁ ୨୪ ଘଣ୍ଟା ଭିତରେ, ଜଗମୋହନ ମୀନା ଆଜି କାହିଁକି ଇସ୍ତଫା ଦେଲେ ? why DCP Meena resigned ?

PM Modi On India's Fuel Supply Amid West Asia Conflict | OTV

10 Ra 10 Bada Khabar | 10PM Headlines | 6th JULY 2026 | Kanak News

🔴 Live | ରାତି ଆଠ ବଡ଼ ଖବର | 8PM Breaking News | 6th July 2026 | Odisha News | Kanak News

ହୀରାକୁଦର ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି || Hirakud Get

Rekha जी को रुलाने के बाद Amitabh ने पोंछे उनके आंसू || The Kapil Sharma Show || Latest Episode ||

India Finally Built the Port It Needed
▶︎

India Finally Built the Port It Needed

Event ଘୋଟାଲା Episode-1: ଶେଷରେ ପଖାଳ ଦେଖାଇ ଓଡ଼ିଆଙ୍କୁ ଲୁଟିଦେଲେ... || Satyapatha News

🔴 Live | ରାତି ୧୧ଟାର ବଡ଼ ଖବର | 11PM Breaking News | 6th July 2026 |  Kanak News

ମୁଁ ଓଡ଼ିଆ ଝିଅ, ଜାକର୍ତ୍ତା ରେ ୧୩ ବର୍ଷ ହେଲା ଅଛି ମୋଦୀଙ୍କୁ ପାଖରୁ ଦେଖିବି। Modi Lands in Jakarta!

Laid-Off Indians Struggle To Sell U.S. Homes| Indians In The U.S.

ଝାରସୁଗୁଡ଼ାରେ ବିଜେପିର ମିଶ୍ରଣ ପର୍ବ, ସାମିଲ ହେଲେ ଶତାଧିକ ବିଜେଡି କର୍ମୀ | Jharsuguda | Khabar Odisha

ମନ୍ଦିରର ସମସ୍ତ ୨,୮୦୦ ଟି ମୂଲ୍ୟବାନ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଦେଖନ୍ତୁ ରେଜିଷ୍ଟର ! #RamMandir #NoTheft