କ'ଣ କହିଲେ ଚର୍ଚ୍ଚିତ ରାଜନେତା ଦେବାଶିଷ ସାମନ୍ତରାୟ? | Debashish Samantaray Exclusive Interview
#DebashishSamantaray #Politician #OdishaPolitics #ketekatha ଓଡ଼ିଶାର ଜଣେ ଚର୍ଚ୍ଚିତ ରାଜନେତା ଦେବାଶିଷ ସାମନ୍ତରାୟ। ଛାତ୍ର ଜୀବନରୁ ସେ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ୩ ଦଶନ୍ଧି ଧରି ସେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। ୨୦୦୦ ମସିହାର ବିଧାନସଭା ନିର୍ବାଚନରେ ତିର୍ତ୍ତୋଲ ଆସନରୁ ବିଜେଡି ଟିକେଟ୍ରେ ଲଢ଼ି ପ୍ରଥମଥର ବିଧାୟକ ହୋଇଥିଲେ ଦେବାଶିଷ ସାମନ୍ତରାୟ। ୨୦୨୪ରେ ରାଜ୍ୟସଭା ସଦସ୍ୟ ଭାବେ ହୋଇଥିଲେ ନିର୍ବାଚିତ। ନିଜ ରାଜନୈତିକ ଜୀବନରେ ଅନେକ ଉଠାଣି ଗଡ଼ାଣିର ମଧ୍ୟ ସେ ସାମ୍ନା କରିଛନ୍ତି। ନିଜ ଦଳ ବିଜେଡିରେ ବହୁ ବିବାଦ ରାଜନୀତି ପରେ ୨୦୨୬ରେ ଦଳ ବଦଳାଇ ବିଜେପିରେ ସାମିଲ ହୋଇଛନ୍ତି। ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ବଦଳୁଥିବା ଓଡ଼ିଶାର ରାଜନୀତି, ଜନସେବା ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ଏବଂ ଆଗାମୀ ଦିନର ଯୋଜନା ସମ୍ପର୍କରେ କହି ଆଜି ଏମିତି ଶୈଳୀରେ ନିଜ ଦଳକୁ ପେଞ୍ଚ ମାରିଛନ୍ତି ବିଜେଡିର କଟକ ନେତା ଦେବାଶିଷ ସାମନ୍ତରାୟ। Join this channel to get access to perks: / @odishalive L I K E || S H A R E || S U B S C R I B E News Website: https://www.odisha.live Facebook: / odishalive YouTube: / odishalive Twitter: / odishalive Instagram: / odishalive Click the 'bell' icon and Subscribe! The Event/production is a creation of OdishaLIVE. --- An OdishaLIVE Web Production. www.odisha.live (A Web Initiative of Academy for Media Learning Private Limited) A/23, (Ground Floor) Surya Nagar, Near Hotel Venus, Governor House Road, Bhubaneswar - 751003 (Odisha). Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

ପଟ୍ଟନାୟକ ପରିବାରର ଗୁମର | News Desk Interview With Niranjan Patnaik | Manas Dash Podcast | Odia News

ବିଚାର ମଞ୍ଚ

ହରିହର ମହାପାତ୍ରଙ୍କୁ ଷ୍ଟୁଡ଼ିଓରେ ଚ୍ୟାଲେଞ୍ଜ ଦେଲେ ମନୋଜ ମିଶ୍ର… | Manoj Mishra's Explosive Reaction |

ବଡ଼କଥା କହିଦେଲେ ନିରଞ୍ଜନ | Congress Leader & Former PCC President Niranjan Pattnaik | Kanak News

ମମତାଙ୍କ ସିକ୍ରେଟ୍ କହିଦେଲେ ରଚନା | Rachana Bnaerjee Reaction On Mamata Banerjee | West Bengal Politics

Podcast With Senior Leader Bijoy Mohapatra | Exclusive Interview |Veteran Politician Bijoy Mohapatra

🔴ବଡ଼କଥା କହିଦେଲେ ନିରଞ୍ଜନ | Congress Leader & Former PCC President Niranjan Pattnaik | Kanak News

Dark Side of Manipur: China War, Myanmar & Northeast Insurgency | Major Digvijay | FO531 Raj Shamani

Kholakatha: Exclusive Interview with Member of the Lok Sabha, Malvika Devi

କଂଗ୍ରେସ ମତେ ଗୋଟେ ବି ଖଣି ଦେଇନି, ଇତିହାସ କହିଲେ ନିରଞ୍ଜନ ପଟ୍ଟନାୟକ। Niranjan patnaik #SamayaSakshi

ସ୍ଵାମୀଙ୍କ ପ୍ରେରଣାରେ ଓସିଏସ୍ ସଫଳତା – ସଙ୍ଗୀତା ସେଠୀ | Success Story | Sangita Sethi, OCS Rank – 113

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

ସଞ୍ଜୟ ଭୋଳ କହିଲେ ଯାତ୍ରାର ଭିତିରି ଗୁମର | The Sanjay Bhola Interview | News18 Odia Special Podcast

ଆହୁରି ଭୀଷଣ ବର୍ଷା ! Depression Intensifies | Cross Between Chandbali & Digha Close To Balasore

Pakhala Feast Ministers, Officials Consume ₹2.32 Crore Worth of Pakhala | Kahile Kahiba Kahuchi

ଓଡ଼ିଶା ରାଜନୀତିର ଭିତିରି କଥା | News Desk Interview With Veteran Journalist Rabi Das | Manas Dash

Big Bulletin | ಬಾಂಗ್ಲಾ ವಲಸಿಗರನ್ನ SIRನಲ್ಲಿ ಸೇರಿಸಲಾಗ್ತಿದ್ಯಾ..? | HR Ranganath | July 02, 2026

ଗର୍ଭଗୃହର ଭିତିରି କଥା ll EP- 27 ll Podcast with Harekrusna singhari || Kalinga TV

ଯାତ୍ରା ଜଗତର ସୁପରହିଟ୍ ଯୋଡ଼ି ଅଜୁ-ଆପୁଙ୍କ କିଛି ଅକୁହା କଥା.... | Untold Story of Superhit Duo Aju-Apu |

