300 ରୁ ଅଧିକ ପ୍ରଜାତିର ଚାରା ଗଛ ଏବେ ଗୋଟେ nursery ରେ 😱 || Mr Mayurbhanjiaaa || E-farming Odisha #plants

300 ରୁ ଅଧିକ ପ୍ରଜାତିର ଚାରା ଗଛ ଏବେ ଗୋଟେ nursery ରେ 😱 || Mr Mayurbhanjiaaa || @EfarmingOdisha #plants #nursery #mangoplants #odiavlog #efarmingodisha #farming #grafted #grafting #fruitplantnursery #efarmingagrokart #viralvideo #farminglife #farmer #odia #fruitplants #flowers #flowerpainting #odisha #mayurbhanj #baripada #mrmayurbhanjiaaa . . . . . --------------------------------------------------------------------------- 👉 E-farming AgroKart 👈 🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴 WhatsApp- 🪀8895875885, 8260661290 👉 Official Youtube Channel :-    / @efarmingodisha   👉 Location:- https://maps.app.goo.gl/cnY1SxkAH2uqv... 👉 Strawberry Farming Video Link:-    • ଯୁବକଙ୍କ ଓଡ଼ିଶାରେ ଷ୍ଟ୍ରୋବେରୀ ଚାଷ || Strawbe...   --------------------------------------------------------------------------- 💥 Strawberry Farming In Mayurbhanj Video Link :-    • STRAWBERRY 🍓 FARMING | FIRST TIME IN MAYUR...   Follow Us On -   Instagram -   / mr_mayurbhanjiaaa   Facebook -   / profile.php   Watsapp - https://whatsapp.com/channel YouTube -    / @mrmayurbhanjiaaa   --------------------------------------------------------------------------- ଗଛ ଲଗାଇବା ପଦ୍ଧତି ଲଗେଇବା ସମୟରେ କେବଳ ଶଢା ଗୋବର ଖତ ୪-୫ କି.ଗ୍ରା । ଲଗେଇ ସାରିବା ପରେ ସ୍ୱଭାବିକ ପାଣି ଦେଇସାରି ପ୍ରତି ଗଛ ପିଛା ୨ ଲିଟର ପାଣି ସହ Chloropyriphos 20% EC କୁ ୪ ml ଏବଂ ଫଙ୍ଗସ ପାଇଁ Carbendazim 12%+ Mancozrb 63% wpର ପାଉଡର ୪ ଗ୍ରାମ ଏକା ସାଙ୍ଗରେ ମିଶ୍ରଣ କରି ଗଛ ମୂଳରେ ଢାଳନ୍ତୁ । ଗଛ ଲାଗେଇବାର ୨୦-୨୫ ଦିନ ଭିତରେ ଗ୍ରାଫଟିଂ ରେ ବନ୍ଧା ଯାଇଥିବା ଜରିକୁ ଖୋଲି ଦିଅନ୍ତୁ । ଗଛ ଲଗେଇବାର ଏକ ମାସ ପରେ ଗଛ ମୂଳରୁ ଏକ ଫୁଟ ଛାଡି ଗୋଲାକାର ଆକାରରେ(ରିଙ୍ଗ) ମାଟି ବାହାର କରନ୍ତୁ । ସେଥିରେ ୫୦ ଗ୍ରାମ ସୋରିଷ ପିଡ଼ିଆ , (ସଲଫର, ବୋରନ୍,କ୍ୟାଲସିୟମ, ପୋଟାସିୟମ,ମ୍ୟାଗ୍ନେସିୟମ୍,ଫସଫରସ)ର ମିଶ୍ରିତ ସାର(ବଜାରରେ ଗୋଟିଏ ପ୍ୟାକେଟରେ ଉପଲବ୍ଧ) ୫୦ ଗ୍ରାମ ,୪ କିଗ୍ରା ଶଢା ଗୋବର ଖତ , NPK ୧୦-୨୬-୨୬ ସାର 50 ଗ୍ରାମ ଦେଇ ମାଟି ଘୋଡ଼େଇ ଦିଅନ୍ତୁ । ଛଅ ସପ୍ତାହ ପରେ NPK ୧୯-୧୯-୧୯ Water soluble କୁ ୧୫ ଲିଟର ପାଣିରେ ୧୪୦ ଗ୍ରାମ ମିଶେଇ ଗଛରେ ସ୍ପ୍ରେ କରନ୍ତୁ । ଛଅ ସପ୍ତାହ ପରେ ଗଛ ମୂଳରୁ ଦେଢ଼ ଫୁଟ ଛାଡ଼ି ରିଙ୍ଗ ବନେଇ ଦିଅନ୍ତୁ ଏବଂ ସେଥିରେ ୧୦୦ ଗ୍ରାମ ନିମ ପିଡ଼ିଆ , NPK ୨୮-୨୮-୦ ଗ୍ରାମ ,(ସଲଫର, ବୋରନ୍,କ୍ୟାଲସିୟମ, ପୋଟାସିୟମ,ମ୍ୟାଗ୍ନେସିୟମ୍,ଫସଫରସ)ର ମିଶ୍ରିତ ସାର(ବଜାରରେ ଗୋଟିଏ ପ୍ୟାକେଟରେ ଉପଲବ୍ଧ) ୫୦ ଗ୍ରାମ, ଶଢା ଗୋବର ଖତ ୫ କିଗ୍ରା ଦେଇ ମାଟି ଘୋଡ଼େଇ ଦିଅନ୍ତୁ । ଛଅ ସପ୍ତାହ ପରେ ଗଛ ମୂଳରୁ ଦୁଇ ଫୁଟ ଛାଡ଼ି ରିଙ୍ଗ ବନେଇ ଦିଅନ୍ତୁ ଏବଂ ସେଥିରେ ସୋରିଷ ପିଡ଼ିଆ ୧୫୦-୨୦୦ ଗ୍ରାମ , ଶଢା ଗୋବର ୫ ରୁ ୬ କିଗ୍ରା , ବୋରନ୍ ୫୦ ଗ୍ରାମ , DAP ସାର ଦେଢ଼ଶହ ଗ୍ରାମ ଦେଇ ମାଟି ଘୋଡ଼େଇ ଦିଅନ୍ତୁ । ଛଅ ସପ୍ତାହ ପରେ ଗଛ ମୂଳରୁ ଅଢ଼େଇ ଫୁଟ ଛାଡ଼ି ରିଙ୍ଗ ବନାନ୍ତୁ ଏବଂ ସେଥିରେ ୫-୬ କିଗ୍ରା ଶଢ଼ା ଗୋବର ଖତ , ନିମ ପିଡ଼ିଆ ୧୫-୨୦୦ ଗ୍ରାମ , NPK ୧୦-୨୬-୨୬ ସାର ୧୫୦ ରୁ ୨୦୦ ଗ୍ରାମ,(ସଲଫର, ବୋରନ୍,କ୍ୟାଲସିୟମ, ପୋଟାସିୟମ,ମ୍ୟାଗ୍ନେସିୟମ୍,ଫସଫରସ)ର ମିଶ୍ରିତ ସାର ୧୦୦ ଗ୍ରାମ ଦେଇ ମାଟି ଘୋଡ଼େଇ ଦିଅନ୍ତୁ । --------------------------------------------------------------------------- plants nursery fruits plants nursery flowers plant nursery farming fruit farming grafting viral video educational video plant education tree plantation carabao mango world biggest mango plant efarming odisha efarming agrokart baripada mayurbhanj plant information informational video saplings Mr Mayurbhanjiaaa

आँपको कथा | Story of Mango | Herne Katha EP122 - हेर्ने कथा
▶︎

आँपको कथा | Story of Mango | Herne Katha EP122 - हेर्ने कथा

ମିଳିଗଲା ଅଢେଇ ଲକ୍ଷ ଟଙ୍କିଆ ମିଆଯାକି ଆମ୍ବ ଗଛ ଚାରା 😃 | ୩୦୦ ରୁ ଉର୍ଦ୍ଧ Exotic ଗଛର ଚାରା @EfarmingOdisha
▶︎

ମିଳିଗଲା ଅଢେଇ ଲକ୍ଷ ଟଙ୍କିଆ ମିଆଯାକି ଆମ୍ବ ଗଛ ଚାରା 😃 | ୩୦୦ ରୁ ଉର୍ଦ୍ଧ Exotic ଗଛର ଚାରା @EfarmingOdisha

ଗୋପ କୋଣାର୍କ ର ଉଚ୍ଚ ଶିକ୍ଷିତ ଈଶାନ ମହାନ୍ତି ଉନ୍ନତ ଚାଷ ପ୍ରଣାଳୀକୁ ଆପଣେଇ ପାଉଛନ୍ତି ଲକ୍ଷାଧିକ ଟଙ୍କା  ଆଉ ଆପଣ ?
▶︎

ଗୋପ କୋଣାର୍କ ର ଉଚ୍ଚ ଶିକ୍ଷିତ ଈଶାନ ମହାନ୍ତି ଉନ୍ନତ ଚାଷ ପ୍ରଣାଳୀକୁ ଆପଣେଇ ପାଉଛନ୍ତି ଲକ୍ଷାଧିକ ଟଙ୍କା ଆଉ ଆପଣ ?

ଆମର୍ ବାରି ଏତିକି ଆମ୍ ଜାମୁ 🥭🫐ମାଇ ପିଲା ସଭେ ଅଥା ଆସ ଦେଖମା। Unlimited Fruit My Home Garden #familyvlog
▶︎

ଆମର୍ ବାରି ଏତିକି ଆମ୍ ଜାମୁ 🥭🫐ମାଇ ପିଲା ସଭେ ଅଥା ଆସ ଦେଖମା। Unlimited Fruit My Home Garden #familyvlog

Odisha ର No 1  Plant nusery Greenlefy Golap Nursery Hybrid ଫଳ ଚାରା ଫୁଲ ଚାରା ଓ ପନିପରିବା ଚାରା ମିଳିଥାଏ
▶︎

Odisha ର No 1 Plant nusery Greenlefy Golap Nursery Hybrid ଫଳ ଚାରା ଫୁଲ ଚାରା ଓ ପନିପରିବା ଚାରା ମିଳିଥାଏ

Agro Tourism | Biofloc Tank | Floating House | Hydroponic | ଆଗ୍ରୋ ଟୁରିଜମ୍ – ମାଛ ଟାଙ୍କ,ହାଇଡ୍ରୋପୋନିକ୍
▶︎

Agro Tourism | Biofloc Tank | Floating House | Hydroponic | ଆଗ୍ରୋ ଟୁରିଜମ୍ – ମାଛ ଟାଙ୍କ,ହାଇଡ୍ରୋପୋନିକ୍

पहाडमा सुन फलाउनेहरु | Pahadma Sun Falauneharu | Herne Katha EP157 - हेर्ने कथा
▶︎

पहाडमा सुन फलाउनेहरु | Pahadma Sun Falauneharu | Herne Katha EP157 - हेर्ने कथा

୩୦ରୁ ଅଧିକ ପ୍ରଜାତିର ଆମ୍ବ ଚାରା E-Farming AgroKart ନର୍ସରୀ ରେ ଉପଲବ୍ଧ || Best Nursery In Odisha
▶︎

୩୦ରୁ ଅଧିକ ପ୍ରଜାତିର ଆମ୍ବ ଚାରା E-Farming AgroKart ନର୍ସରୀ ରେ ଉପଲବ୍ଧ || Best Nursery In Odisha

Nursery Vlog || ଓଡିଶା ର ସବୁଠାରୁ ବଡ ନର୍ସରୀ  MS Nursery in Bhubaneswar || by Odia Gardener
▶︎

Nursery Vlog || ଓଡିଶା ର ସବୁଠାରୁ ବଡ ନର୍ସରୀ MS Nursery in Bhubaneswar || by Odia Gardener

ଗଛ ଲଗାନ୍ତୁ ଓ ପଇସା କମାନ୍ତୁ 🌳 ₹49 ରେ BUSINESS 😱Gardenrich Business Idea Explained | Odia Vlog
▶︎

ଗଛ ଲଗାନ୍ତୁ ଓ ପଇସା କମାନ୍ତୁ 🌳 ₹49 ରେ BUSINESS 😱Gardenrich Business Idea Explained | Odia Vlog

Saha Charitable Trust ଦଉଛି ପିଜୁଳୀ,ଆମ୍ବ,ସପେଟା ସମସ୍ତ ଗଛ ବିଲକୁଲ୍ ମାଗଣାରେ। 10 ଲକ୍ଷରୁ ଅଧିକା ଗଛ ଫree ଯାଇଛି
▶︎

Saha Charitable Trust ଦଉଛି ପିଜୁଳୀ,ଆମ୍ବ,ସପେଟା ସମସ୍ତ ଗଛ ବିଲକୁଲ୍ ମାଗଣାରେ। 10 ଲକ୍ଷରୁ ଅଧିକା ଗଛ ଫree ଯାଇଛି

ମିଳିଗଲା ଅଢ଼େଇ ଲକ୍ଷ ଟଙ୍କିଆ ଆମ୍ବ ଚାରା ସାଙ୍ଗକୁ ନାଲି ଚନ୍ଦନ ଚାରା 😱 ୩୦୦ ରୁ ଉର୍ଦ୍ଧ Exotic ଗଛର ଚାରା ମିଳିବ
▶︎

ମିଳିଗଲା ଅଢ଼େଇ ଲକ୍ଷ ଟଙ୍କିଆ ଆମ୍ବ ଚାରା ସାଙ୍ଗକୁ ନାଲି ଚନ୍ଦନ ଚାରା 😱 ୩୦୦ ରୁ ଉର୍ଦ୍ଧ Exotic ଗଛର ଚାରା ମିଳିବ

All Fruit Plants Nursery in Odisha 🍋🥭 | Mango, Coconut, Guava Nursery | ଫଳ ଗଛ ନର୍ସରୀ Odisha
▶︎

All Fruit Plants Nursery in Odisha 🍋🥭 | Mango, Coconut, Guava Nursery | ଫଳ ଗଛ ନର୍ସରୀ Odisha

ମିଳିଗଲା ନାଲି ଚନ୍ଦନ ଗଛର ଚାରା 😃 | ୨୦୦ ରୁ ଉର୍ଦ୍ଧ Exotic ଗଛର ଚାରା ପାଇବେ ଏଠି | Best Nursery In Baripada
▶︎

ମିଳିଗଲା ନାଲି ଚନ୍ଦନ ଗଛର ଚାରା 😃 | ୨୦୦ ରୁ ଉର୍ଦ୍ଧ Exotic ଗଛର ଚାରା ପାଇବେ ଏଠି | Best Nursery In Baripada

ଆମ ନର୍ସରୀ । Rabi Organic Farming & Nursery
▶︎

ଆମ ନର୍ସରୀ । Rabi Organic Farming & Nursery

Many foreign 🥭 mangoes are now in our farm | #Miyazaki_mango #ExpensiveMango #biswal_farming
▶︎

Many foreign 🥭 mangoes are now in our farm | #Miyazaki_mango #ExpensiveMango #biswal_farming

Only 4 rupees Drone, Projector, Speaker Massager, Trimmer unquie gadget sale Odisha SN Communication
▶︎

Only 4 rupees Drone, Projector, Speaker Massager, Trimmer unquie gadget sale Odisha SN Communication

Pijuli chasa odisha [ଓଡିଶା ରେ ସଫଳ ହେଉଛି ପିଜୁଲି ଚାଷ] Guava farming in odisha | my desi farm new video
▶︎

Pijuli chasa odisha [ଓଡିଶା ରେ ସଫଳ ହେଉଛି ପିଜୁଲି ଚାଷ] Guava farming in odisha | my desi farm new video

Coconut Farming, dwarf veriety and other native variety in 36 months
▶︎

Coconut Farming, dwarf veriety and other native variety in 36 months

ଆମ ବାଡ଼ି ରେ ଫଳିଲା ଅଢ଼େଇ ଲକ୍ଷ ଟଙ୍କାର ଆମ୍ବ🥭 ସହ ଲିଚୁ ଓ ସେଓ 🍏
▶︎

ଆମ ବାଡ଼ି ରେ ଫଳିଲା ଅଢ଼େଇ ଲକ୍ଷ ଟଙ୍କାର ଆମ୍ବ🥭 ସହ ଲିଚୁ ଓ ସେଓ 🍏