ଆଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ଘଟଣାରେ, ଟ୍ରଷ୍ଟ ର ସଦସ୍ୟଙ୍କୁ ଗିରଫ କରାଯାଉ Ram Mandir Donation Loot Case
ଆଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ଘଟଣାରେ, ଟ୍ରଷ୍ଟ ର ସଦସ୍ୟଙ୍କୁ ଗିରଫ କରାଯାଉ l ଅଯୋଧ୍ୟାର ପବିତ୍ର ରାମମନ୍ଦିରକୁ ରାଜନୈତିକ ବ୍ୟକ୍ତିବିଶେଷ ବା ସଙ୍ଗଠନ ମାନଙ୍କ ଠାରୁ ଦୁରେଇ ରଖାଯାଉ। ଏଭଳି କିଛି ଦାବି କରିଛି କଂଗ୍ରେସ। ଏଭଳି ପ୍ରସଙ୍ଗ ଉପରେ କଂଗ୍ରେସ ପକ୍ଷରୁ ଆଜି ଚାରିଆଡେ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କଟକ ନଗର କଂଗ୍ରେସ ପକ୍ଷରୁ ଗାନ୍ଧୀ ଭବନ ଠାରେ ଆୟୋଜିତ ପ୍ରେସମିଟରେ କୁହାଯାଇଛି ଯେ, ଯେଉଁପରି ଭାବେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ଅର୍ଥ ତୋସାରପାତ ଏବଂ ଦାନ ଟଙ୍କା ହେରଫେର ହେଲା ତାହାକୁ କଡା ନିନ୍ଦନୀୟ ଘଟଣା। ଆସ୍ଥା ନାମରେ ରାଜନୀତି ଏବଂ ରାମ ମନ୍ଦିର ନିର୍ମାଣ ଭେଟି ନାମରେ ଲୁଟ ଯୋଜନା କରାଯାଇଥିଲା। ମନ୍ଦିର କମିଟିରେ ଥିବା ବିଜେପି, RSS, ବିଶ୍ୱ ହିନ୍ଦୁ ପରିଷଦର ମୁଖିଆ ମାନେ ଟ୍ରଷ୍ଟର ପରିଚାଳନା କରୁଛନ୍ତି। ସେମାନେ ଏହି ହେରଫେର ଘଟଣାରେ ସମ୍ପୃକ୍ତ ରହି ଧରାପଡି ଜେଲ ଯାଇଛନ୍ତି। ଏତେ ବଡ଼ ଘଟଣା ପରେ ବି ପ୍ରଧାନମନ୍ତ୍ରୀ ଚୁପ କାହିଁକି ବୋଲି ନଗର ସଭାପତି ଶାନ୍ତାୟନ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଭକ୍ତଙ୍କ ଶ୍ରଦ୍ଧା ଏବଂ ଭକ୍ତିକୁ କୁଠାରଘାତ କରନ୍ତୁ ନାହିଁ। ତେଣୁ ରାମ ମନ୍ଦିର ଭଳି ପବିତ୍ର ସ୍ଥାନକୁ ଏଭଳି ସଙ୍ଗଠନ ଠାରୁ ଦୂରରେ ରଖାଯାଉ ବୋଲି କଂଗ୍ରେସ ଦାବି କରିଛି । Ram Mandir Donation Loot Case #ChandaChori #AasthaSeDhokha #RamMandirDonationScam #DonationRow #RamTempleDonationTheft #RamMandirLootCase #AyodhyaDonationTheft #congress Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Mahaul Kya Hai: Ram Mandir Chanda Chori पर Swami Aniruddhacharya Exclusive | Rajeev Ranjan I Live

ଜଗା ପାଖକୁ ଛାଡୁ ନାହାଁନ୍ତି, ବର୍ଷାରେ ଓଦାହେଇ ମହାପ୍ରଭୁଙ୍କୁ ଦେଖିବା ମଜାଅଲଗା।Rain can't stop us, Rathayatra.

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital

Why Odisha Still Eats These Ancient Soups Every Monsoon

ଯେତେ ବର୍ଷା ହେଲେ ବି ସକାଳୁ ବଡ଼ଦାଣ୍ଡ କୁ ଆସିବୁ ! Devotee from Maharashtra at puri badadanda Rathayatra.

ଆମେରିକା ଇରାନ ଯୁଦ୍ଧ ସେମିତି ଲାଗି ରହିଲେ, ଭାରତୀୟ ବେଶୀ ହଇରାଣ ହେବେ ! US and Iran have entered open warfare

ଭୁବନେଶ୍ବର ରେ ସୋନୁ ନିଗମ, କହିଲେ ପୂର୍ବ ଜନ୍ମରେ ଥିଲି ଓଡ଼ିଆ! Singer sonu nigam reached at Bbsr.

ସବୁ ଭଦ୍ର ଲୋକ ଏକ୍ କୋଈ ସାଲା ଠିକ୍ ନେହିଁ ! ll FOCUS PLUS ||

କାଲି ରଥଯାତ୍ରା, କୁଆଡ଼େ ଗଲା ବଡ଼ ଠାକୁର ବଳଭଦ୍ରଙ୍କ ଚାରମାଳ ଖସିବା ରିପୋର୍ଟ ? BJD raise different question

Analysis with Devanshi| Suratમાં લોકોને કેશડોલ ખેડૂતોનો જમીનના હકના વળતર માટે સંઘર્ષ

ପୁରୀ ବ୍ୟବସ୍ଥା ଉପରେ ଶକ୍ତ ଚାପୁଡ଼ା, ପୋକ ମାଛି ପରି ମଇଳା ପାଣି ପାଖରେ, ଶୋଇଛନ୍ତି ଶ୍ରଦ୍ଧାଳୁ ! Puri rathayatra.

ଏଥର ଭକ୍ତ ଶ୍ରୀମନ୍ଦିରକୁ ଦାନ କରି ପାରିବେ , ଡିଜିଟାଲ୍ ହୁଣ୍ଡୀରେ ! CM Mohan Majhi launched Digital Hundi

‘PM Modi, BJP Accountable’: Anand Ranganathan Goes Nuclear On Ram Mandir 'Grand Theft'

କଳାହାଣ୍ଡି–କୋରାପୁଟରୁ ଛୁଟିଲେ ଲୋକ!ନେତା-ମନ୍ତ୍ରୀଙ୍କ ଭାଙ୍ଗୁନି ନିଦ?

ପାଠ୍ୟ ପୁସ୍ତକରେ ଆରମ୍ଭ ରୁ ଶେଷ ଭୁଲ୍ ! AIDSO Protest Over Textbook errors ,Jagatsinghpur

ଚକା ଡୋଳା ହେ.. ସବୁ ତ ତୁମରି ଲୀଳା, ଭକ୍ତ ବୋଲିଲେ ବଡ଼ ଦାଣ୍ଡରେ l Devotee Sings Bhajan For Lord Jagannath

ରଥଯାତ୍ରାରେ "ନୀଳାଦ୍ରି ମହୋଦୟ" ଭଜନ ଶୁଣନ୍ତୁ , ସତ୍ୟଜିତ୍ ଙ୍କ କଣ୍ଠରେ l Niladri Mahodaya ,Satyajit Pradhan

गावात डान्स शिकवायला आली मोना डार्लिंग | Maharashtrachi Hasyajatra | New Marathi Comedy | Best Scene

WATCH: 'We’re not targeting reporters,’ Blanche says after OK'ing subpoenas on AF1 reporting

