ଘେନ ବାରେ ପ୍ରେମ ମୟ । Odia christian song ! Sura Singh Music
#christianmusic #odiachristiansong ଘେନ ବାରେ ପ୍ରେମ ମୟ ପ୍ରୀତି ଫୁଲ ହାର ସଜାଇ ରଖୁଛୁ ପ୍ରିୟ ହୃଦ ଚାଙ୍ଗୁଡିର ବକ୍ଷ ରୁ ଝରାଇ କୃଶେ ପାପ ହାରି ସେନେହ କରୁଣା ଦେଇଛ ନିଗାଡି [Pre-Chorus] ମୁକ୍ତି ଦିପ ଶିଖା ଜୀବନେ ଜଳାଇ ଦେଖାଇଛ ପ୍ରଭୁ ତୁମେ ରାହା ସରଗର ସେ ଯେଉ ସରଣି ତୁମେ ଦେଖାଇଲ ସେ ଯେଉଁ ମୁକତି ପଥ ଦେଖାଇଲ [Chorus] ସେ ଯେଉଁ ମୁକତି ପଥ ସେ ଯେଉଁ ମୁକତି ପଥ ଜଳି ଉଠୁ ପ୍ରତୀ ପ୍ରାଣେ ଆଜି ସେ ଆଲୋକ ଦୂରେ ଯାଉ ତମ ସାରା ଘନ ଅନ୍ଧକାର [Verse 2] ତୁମ ଦୟାରେ ଭିଜେ ମୋ ଏ ମନ ତୁମ ସ୍ନେହରେ ଫୁଟେ ନୂଆ ସକାଳ ଭୟ ସବୁ ଢଳେ ତୁମ ପାଏ ଆଜି ଆଶା ହୋଇ ଉଠେ ଭିତରେ ସଜୀବ [Pre-Chorus] ମୁକ୍ତି ଦିପ ଶିଖା ଜୀବନେ ଜଳାଇ ଦେଖାଇଛ ପ୍ରଭୁ ତୁମେ ରାହା ସରଗର ସେ ଯେଉ ସରଣି ତୁମେ ଦେଖାଇଲ ସେ ଯେଉଁ ମୁକତି ପଥ ଦେଖାଇଲ ଦୂରେ ଯାଉ ତମ ସାରା ଘନ ଅନ୍ଧକାର [Chorus] ସେ ଯେଉଁ ମୁକତି ପଥ ସେ ଯେଉଁ ମୁକତି ପଥ ଜଳି ଉଠୁ ପ୍ରତୀ ପ୍ରାଣେ ଆଜି ସେ ଆଲୋକ ଦୂରେ ଯାଉ ତମ ସାରା ଘନ ଅନ୍ଧକାର [Bridge] ତୁମ ନାମେ ମୋ ନିଶ୍ବାସ ତୁମ କୃପାରେ ମୋ ଭରସା ପଢିଲେ ମୁଁ ଉଠେ ନୂଆ ତୁମ ହାତେ ମୋ ନୌକା [Final Chorus] ସେ ଯେଉଁ ମୁକତି ପଥ ସେ ଯେଉଁ ମୁକତି ପଥ ଜଳି ଉଠୁ ପ୍ରତୀ ପ୍ରାଣେ ଆଜି ସେ ଆଲୋକ ଦୂରେ ଯାଉ ତମ ସାରା ଘନ ଅନ୍ଧକାର

Found Eternal Life | Odia Christian Song | Sura Singh Music

ଆଜୁ _ଖ୍ରୀଷ୍ଟିଆନ _ଇଡୁତା //Aju_ christian _Iduta New kui christian song

PK 2 Full Comedy Movie | Amir Khan, Kareena Kapoor, Ranbir Kapoor | Latest Bollywood Full Movie 2026

ବାର୍ତ୍ତା ଵହ କିଏ ହେବ । ଶୈଳଭମା । Odia Christian Song । Sura Singh Music

❣️ बहारों फूल बरसाओ ❣️| Baharo Phool Barsao | 90's Romantic Song | Female Version | DJ Remix 💜

Massive Net Fishing! Smoking & Marinating Fresh Fish - صيد ضخم بالشباك! تدخين وتتبيل الأسماك الطازجة

जिस गरीब लड़की ने पहले दिन ही CEOसे बहस की,वही बन गई उस कंपनी की मालकिन

Tibetan Healing Sounds for Mind, Body & Soul | Relaxation, Sleep & Inner Peace

የኢንጂነር ስመኘው በቀለ ግዲያ እና የአብይ አህመድ ህልም

Prophetic Session With Prophet Kakande be Blessed

ಆರಾಧಿಸಲು ನಮಗೆ ಕಾರಣ ಉಂಟು | ನಮ್ಮ ಯೇಸು ಜೀವಿಸುವನು | Resurrection Worship Song|2026

MAISHA YA MWAL NDACHA MPAKA KUACHANA NA WASABATO🏥

ଘରେ ଘରେ ଗାବା ଆମେ... ଗାଁ ଗାଁରେ ଗାବା ଆମେ... | 2026

Deep Work Ocean Waves ~ Focus Music for Intense Productivity & Deep Concentration

Magdalene | Ribqa Arif | New Gospel Song 2026

Shaheed Ganj Sahib - Chopehra Sahib Path - Dhan Baba Deep Singh Ji - Model Town Ludhiana #chupehra

Why did Ram abandon Sita? Ashutosh Rana on Preeti Choudhry Podcast | From Literature

🔴ସିନ୍ଦୂର ବଦଳେ ଲୁହ 💔 | New Odia Sad Love Song 2026 | Female Version | RK Music Odia @rkmusicod

El Espíritu Santo Puede Cambiar Tu Vida Hoy | Motivación cristiana CharlesStanley

