କ୍ରିମ କିଣିବାକୁ ଆସି, ୨୦୦ ଟଙ୍କିଆ ନକଲି ନୋଟ ଦେଲାବେଳେ ଧରାପଡିଲେ ! Fake currency seized, Bhadrak.
କ୍ରିମ କିଣିବାକୁ ଆସି, ୨୦୦ ଟଙ୍କିଆ ନକଲି ନୋଟ ଦେଲାବେଳେ ଧରାପଡିଲେ ! ଦୋକାନ ରେ ଜିନିଷ କିଣିବା ବାହାନା ରେ ନକଲି ନୋଟ ଦେଇ ଧରା ପଡ଼ି ବନ୍ଧା ହେଲେ । ଦୌଡ଼ି ପଳାଇବା ବେଳେ ଜଣେ ଧରା ପଡ଼ିଥିବା ବେଳେ ଜଣେ ଖସିଗଲା । ନିକଟ ରୁ ମିଳିଲା ପ୍ରାୟ ୧୦ ହଜାର ଟଙ୍କା ର ନକଲି ନୋଟ । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ଆନନ୍ଦ ବଜାର ରେ । ସୁଚନା ଅନୁଯାୟୀ ଦୁଇ ଜଣ ଯୁବକ ଆନନ୍ଦବଜାର ରେ ଥିବା ମାର୍କେଟ କୁ ଆସିଥିଲେ । ଜଣେ ଯୁବକ ଦୋକାନ ରୁ କ୍ରିମ କିଣିବା ପରେ ୨ ଶହ ଟଙ୍କା ଦେଇ ଖୁଚୁରା ନେଇଥିଲେ । କିଛି ସମୟ ପରେ ପୁଣି ଥରେ ୨ ଶହ ଟଙ୍କା ଦେଇ ଦୁଇଟି ୧୦୦ ଟଙ୍କିଆ ନୋଟ ମାଗିଥିଲେ । Fake currency seized, Bhadrak. #bhadrak #bhadraknews Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଆମେରିକା ଇରାନ ଯୁଦ୍ଧ ସେମିତି ଲାଗି ରହିଲେ, ଭାରତୀୟ ବେଶୀ ହଇରାଣ ହେବେ ! US and Iran have entered open warfare

ସ୍ତ୍ରୀ ୫୦ହଜାର ଲୋନ କରି ରାଉରକେଲାରୁ ଚୋରା ବନ୍ଧୁକ ଆଣିଲା,ସ୍ଵାମୀଙ୍କୁ ୨ ପ୍ରେମିକ ଲଗେଇ ମାରିଲା !| Jajpur Firing

ଜଗା ପାଖକୁ ଛାଡୁ ନାହାଁନ୍ତି, ବର୍ଷାରେ ଓଦାହେଇ ମହାପ୍ରଭୁଙ୍କୁ ଦେଖିବା ମଜାଅଲଗା।Rain can't stop us, Rathayatra.

ପୁରୀ ବ୍ୟବସ୍ଥା ଉପରେ ଶକ୍ତ ଚାପୁଡ଼ା, ପୋକ ମାଛି ପରି ମଇଳା ପାଣି ପାଖରେ, ଶୋଇଛନ୍ତି ଶ୍ରଦ୍ଧାଳୁ ! Puri rathayatra.

ହିମାଂଶୁଙ୍କୁ କାହିଁକି ମାରିବାକୁ ଚାହୁଁଛନ୍ତି ବବି ? Jajpur Political Violence | Argus Digital

ଏଥର ଭକ୍ତ ଶ୍ରୀମନ୍ଦିରକୁ ଦାନ କରି ପାରିବେ , ଡିଜିଟାଲ୍ ହୁଣ୍ଡୀରେ ! CM Mohan Majhi launched Digital Hundi

ହେଇଗଲା ଫାଇନାଲ ..ସେ ମହିଳାଙ୍କୁ ଏହିଦିନ ବାହାହେବ ଟ୍ରକ ଡ୍ରାଇଭର ! Bhadrak Truck Driver

🔴LIVE | ଦଳ ଛାଡ଼ିବେ ଆହୁରି ନେତା ? Prabhat biswala join bjp |Odisha politics | cuttack BJD| odia news

અષાઢી બીજ મોહત્સવ - 2026 | સંતશ્રી સેવાદાસ બાપા આશ્રમ નકલંક ધામ તોરણીયા, તા. ધોરાજી જી. રાજકોટ |

ରାତି ଅଧରେ ଆଉ କାହା ଘରେ ପଶିବିନି ମତେ ଏଇ ଥରେ ଛାଡିଦିଅ l BHADRAK CASE l @A1odia

କାଲି ରଥଯାତ୍ରା, କୁଆଡ଼େ ଗଲା ବଡ଼ ଠାକୁର ବଳଭଦ୍ରଙ୍କ ଚାରମାଳ ଖସିବା ରିପୋର୍ଟ ? BJD raise different question

ଗଞ୍ଜାମରେ ବୃଦ୍ଧା ମହିଳାଙ୍କୁ ମାରି, ସୁନା ଗହଣା ଲୁଟିନେଲେ ଚୋର ! Elderly Woman Found Dead in Ganjam

Zero Tolerance,18-Year Wait... ||Editorial Show(EP-788) || ODISHA PULSE

Bhadrak | ପଞ୍ଚାୟତ ନିର୍ବାଚନ, ଭଦ୍ରକ ଗୋହିରାଟିକିରି ମାଟିରୁ ବିଜେଡିର ପ୍ରସ୍ତୁତି | PrameyaNews7

ସ୍ୱାମୀ ଦେଇଥିବା ଗିଫ୍ଟ ମୋବାଇଲକୁ, ଥାପଡ଼ ମାରି ନେଇଯାଇଥିଲେ ଲୁଟେରା Mobile return Mela by police,Bhubaneswar

ରାଜରାସ୍ତାରେ ବାଘୁଣୀ ସରପଞ୍ଚ | ଆନ୍ଦୋଳନରେ ତେଜିଲେ ସରପଞ୍ଚ | Chameli Ojha | Times One Odia | Viral Girl

Iranian troops reportedly HIT HARD by latest wave of US strikes

Can Lucknow's Massive Infrastructure Push Make It India's Next Tech & Talent Hub? | Let's Get REal

US military intensifying strikes on Iran

