Weather Update | ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ପ୍ରବଳ ବର୍ଷିବ ..
Weather | Odisha | HeavyRainfall | IMD ପଶ୍ଚିମ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଉତ୍ତର ଓଡ଼ିଶାରେ ବି ଲଗାଣ ବର୍ଷା ଲାଗି ରହିବ । ରବିବାର ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ଅବପାତ ସୃଷ୍ଟି ହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଉପକୂଳକୁ ଅତିକ୍ରମ କରିବ । ଆସନ୍ତା ୧୨ ଘଣ୍ଟାରେ ଏହି ଅବପାତ ବାଲେଶ୍ୱର ପାଖରେ ଚାନ୍ଦବାଲି ଓ ଦୀଘା ମଝି ଦେଇ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି । #prameyadigital #OdishaWeather #HeavyRainOdisha #RainAlert #OdishaRainUpdate #SaratSahu #IMDWeather #MonsoonOdisha #OdishaNews #BreakingNewsOdisha #WeatherUpdate #CycloneAlert #OdishaRainfall Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today. #Prameya #odisha #PrameyaDigital 👍 Like | 🔄 Share | 💬 Comment | 🔔 Subscribe Prameya Digital For latest news updates follow us on WhatsApp: https://www.whatsapp.com/channel/0029... Playlists:- Vote 26 : • Vote 26 Prameya Special Stories : • Prameya Special Stories 4h Umpire : • 4th Umpire Weekly Rasifala: • Weekly Rashifal 2026 For latest Odisha News Follow us: Website: http://www.prameya.com / prameyadigital / prameyadigital / @prameyadigital / prameya-digital-2853663a7 / prameyadigital https://www.whatsapp.com/channel/0029...

Weather Update By Sarat Sahu | 'ପବନ ବେଗ ଅଧିକ ରହିବ, ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ'

ଛୁଇଁଲା ବିପଦ ଖୋଲିବ ହାରକୁଦ ! Rain in Odisha | Hirakud Dam | Weather News | Heavy Rainfall | Rain

ଚାପରେ ଥିଲେକି ସବୁ କହିଦେଲେ ସତ ! | Why Did Bhubaneswar DCP Jagmohan Meena Resign? Here's What He Said

ସ୍ଥଳଭାଗ ଛୁଇଁଲା ଅବପାତ | Odisha Weather Update: Depression Moves Inland | Rain Alert | Weather Update

Another Low Pressure Likely Between July 15–19, Heavy Rain Alert for Odisha

ସତ୍ୟପାଠ: ମୀନାଙ୍କ ମନ ଛାଡିଗଲା; ମୋହନଙ୍କୁ ସୁହାଉନି ଗୃହ ବିଭାଗ || Satyapatha News

🔴LIVE : କାହିଁକି ଡିସିପି ଇସ୍ତପା ଦେଲେ ସବୁ ଖୋଲି କହିଦେଲେ କଂଗ୍ରେସ ନେତା Bhubaneswar DCPJagmohan resigned

ଭାରତର ପରାଜୟ, କିଏ ଦାୟୀ? IND vs ENG T20I: India’s Defeat, 3 Big Reasons | Vaibhav Sooryavanshi | N18V

ପ୍ରବଳ ବର୍ଷାରେ ଉବୁଟୁବୁ ଓଡ଼ିଶା | Rain in Odisha | Weather News | Schools Closed for Heavy Rainfall

BJD MLA Biswaranjan Challenges Own Party Decision Over Jajpur Smart Jail Row | Argus News

Bhubaneswar DCP Jagmohan Meena Resigns | କାହିଁକି ଇସ୍ତଫା ଦେଲେ ଭୁବନେଶ୍ବର DCP, ଜଣାପଡ଼ିଗଲା କାରଣ ...

Rath Yatra 2026 | ଘୋଷଯାତ୍ରା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଶୁଣନ୍ତୁ ...

🔴 Live: Kalinga Supravat || ସକାଳର ଖବର l| 7 AM News Bulletin || 06 July 2026 || Kalinga TV

ଓଡିଶାକୁ ବଡ ବିପଦ ! ମାଡିଆସୁଛି ଭୟଙ୍କର ବାତ୍ୟା,ଆରମ୍ଭ ହେଲା ବାତ୍ୟାର ତାଣ୍ଡବ...ଆଜି କରିବ ଲ୍ୟାଣ୍ଡଫଲ୍ Cyclone

Bhubaneswar DCP Jagmohan Meena Resigns, Cites Personal Reasons

🚨 ସ୍ଥଳଭାଗ ଅତିକ୍ରମ କଲା ଅବପାତ | ଆଜି ୧୭ ଜିଲ୍ଲାକୁ IMD ୱାର୍ଣ୍ଣିଂ | Odisha Weather Live |Durabartta News

Top Brilliant Recycling and Manufacturing Mass Production Factory Process Videos

Rath Yatra 2026 | ରଥଯାତ୍ରା ସୁରୁଖୁରୁରେ ସାରିବା ଏବଂ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ବ

2PM Headlines | 6th July 2026 | Odisha News | OTV

