Rath Yatra Alert: 'Banjara Snatching Gang' From Outside State Enters Odisha | Police High Alert
ରଥଯାତ୍ରା ପୂର୍ବରୁ ରାଜଧାନୀରେ ବଡ଼ ଛିନତାଇ ଗ୍ୟାଙ୍ଗଙ୍କ ଏଣ୍ଟ୍ରି । ଭିଡ଼ରୁ ଲୋକଙ୍କୁ ଲୁଟିବାକୁ ଆସିଛନ୍ତି ରାଜ୍ୟ ବାହାରର ଶତାଧିକ ଚୋର । ଗ୍ୟାଙ୍ଗର କିଛି ସଦସ୍ୟ ଧରା ପଡ଼ିବା ପରେ ବଢ଼ିଲା କମିଶନରେଟ ପୋଲିସ ପାଇଁ ଚିନ୍ତା । ଲୋକଙ୍କ ଭିଡ଼ର ଫାଇଦା ଉଠାଇ ଏବେଠୁ ହିଁ ହାତ ସଫାଇ ଆରମ୍ଭ କଲେଣି ଶତାଧିକ ପ୍ରକାରର ପକେଟମାର୍ ଓ ବାଇକ୍ ଲୁଟେରା। ତେବେ ଗ୍ୟାଙ୍ଗର ଜଣେ ପୁରୁଷ ଓ କିଛି ମହିଳା ପୋଲିସ ହାତରେ ଧରାପଡ଼ିବା ପରେ ସାମ୍ନାକୁ ଆସିଛି ସାଂଘାତିକ ସତ। ... Ahead of the world-famous Rath Yatra, Bhubaneswar is witnessing a surge in criminal activities as the notorious 'Banjara Snatching Gang' from outside Odisha has reportedly entered the capital city. Targeting the massive crowds, these looters are involved in stealing mobile phones, wallets, and motorcycles. While the Commissionerate Police have arrested a few members, including a youth from West Bengal and some women members, the threat remains high. Watch the full report to know how this gang operates and the steps taken by the police to ensure public safety during the festival. #RathYatraAlert #BanjaraGang #BhubaneswarNews #CrimeNewsOdisha #SnatchingGang #OdishaPolice #SafetyWarning #PublicAlert #NayapalliPolice #CommissioneratePolice #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: / argusnews.in Youtube : / theargusnewsodia Twitter: / argusnews_in Instagram: / argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

ସୁଭଦ୍ରା ପରେ ଆସୁଛି ଆଉ ଏକ ଯୋଜନା | BJP Odisha Govt Completes 2 Years | Modi Odisha Visit | N18V

ଚିକୁ-ମିକୁ Vs କୁମ୍ଭୀର-ଗୋଧି ଗ୍ୟାଙ୍ଗ, ପ୍ରେମିକା ପାଇଁ ରାଜଧାନୀରେ ଗ୍ୟାଙ୍ଗୱାର, ରାତି ଅଧରେ ବୁଲିଲା ଖଣ୍ଡା !

Berhampur Youth Torture Case: Main Accused R. Sibaram Alias Arup Arrested By Police | Argus News

ସଞ୍ଜୀବଙ୍କୁ ନେଇ ବଡ଼ ଖୁଲାସା Jatra Comedian Bhikari Swain Podcast | Odia Podcast | Odia Jatra News

ଖଗେଶ୍ଵରଙ୍କ ବାହାଘରେ କେଉଁ ନେତା କଣ ଦେଲେ ଖଗେଶ୍ଵର ଭାରି ଖୁସି ହୋଇଗଲେ

Berhampur Self-Immolation Case: Married Woman Accuses Father of Sexual Abuse, Police Arrest Him

Berhampur Torture Case: Main Accused Arrested After Victim Writes To PM & President | Argus News

CRPF Jawan Death Case: Wife Arrested Following Police Investigation in Baliguda

ପୁଲିସ ନା ମୂଲିଆ ? ଟିକିଏ ତ ସମ୍ମାନ ଦିଅ | Hidden struggle of Odisha Police | Odisha Reporter

Masked Minister's Secret City Bus Ride Sparks 'Nayak' Movie Comparisons

ରାତି 1ରେ କଣ ଚାଲିଛି ଥାନାରେ ? || A Reality Check of Police Station || Bhubaneswar || Odisha Reporter

ବନ୍ଦ ଘରେ ଯୁବକକୁ ନିସ୍ତୁକ ମାଡ଼ ଭାଇରାଲ ହେଲା ଭିଡିଓ || GANJAM NEWS

Berhampur Horror: Youth Allegedly Tortured for 3 Days After Refusing Ganja Run

Netanyahu Under Pressure Before 2026 Elections | Israel PM Faces Biggest Political Test

Tamil Nadu CM Vijay to distribute govt. job appointment orders to kin of 32 Karur stampede victims

Special Story: Monkey's Jump Turns Fatal, Man Dies After Tree Branch Pierces His Neck

"ପ୍ରତିବର୍ଷ ରଥଯାତ୍ରାରେ କେତେ ଗଛ କଟା ହେଉଛି ,ଆଉ ସେଥିରେ କଣ ରକ୍ଷା ହେଉଛି " ପ୍ରତାପ ରଥ Pratap On Ratha Yatra

IIC ବିୟୁଟି ମହାନ୍ତିଙ୍କ ଖୋଲିଲା ମୃତ୍ୟୁ ଗୁମର, ଜାଣିନଥିଲେ ସ୍ୱାମୀ..ପାହାଳ ASIଙ୍କୁ ୧୬ ଲକ୍ଷ ଟଙ୍କା ଦେଇଥିଲେ...

Special Story: Minister Asked to Get Off Bus after Failing to Pay Exact Fare

