ଚାଷୀ କାଏଁ ଯେ କହେଲେ ଆମର ଜୀବନ୍ ବଞ୍ଚେଇ ଦେଲେ ଆମର ବିଧାୟକ, ସୁନୁନ୍ ଚାଷୀ ମାନଙ୍କର କଥା, ଜାନୁନ୍ ସତ୍ କଥା....
ଗତ ଖରିଫ ଋତୁରେ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାରୁ ବାଦ୍ ପଡ଼ି ଧାନ ବିକ୍ରି କରି ପାରିନଥିଲେ । ଏଭଳିକି ଚିନ୍ତାରେ ପଡ଼ି ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ ମଧ୍ୟ କରିଥିଲେ। ଆଉ ଶେଷରେ ଖରିଫ ଯାଇ ରବି ଋତୁରେ ଉଠିଲା ଚାଷୀଙ୍କ ଧାନ। ଅତାବିରା ବିଧାୟକ ନିହାର ମହାନନ୍ଦଙ୍କ ହସ୍ତକ୍ଷେପ ପରେ ମଣ୍ଡିରୁ ଧାନ ଉଠିଥିବାରୁ ଚାଷୀ ବେଶ୍ ଖୁସି। ଖରିଫ ଋତୁ ସମୟରେ ବରଗଡ ଜିଲ୍ଲା ରେମଣ୍ଡା ପ୍ୟାକ୍ସର କିଛି ଚାଷୀ ରେଜିଷ୍ଟ୍ରେସନ୍ କରିପାରିନଥିଲେ ଫଳରେ ଧାନ ବିକ୍ରିରୁ ବଞ୍ଚିତ ହୋଇଥିଲେ। ଯାହାକୁ ନେଇ ଚାଷୀମାନେ ପ୍ରଶାସନ ବିରୋଧରେ ଯାଇ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆନ୍ଦୋଳନ କରି ନିରାଶ ହୋଇଥିଲେ । ଶେଷରେ ଚାଷୀଙ୍କ ଦୁଃଖ ବୁଝି ବିଧାୟକ ନିହାର ମହାନନ୍ଦ ହସ୍ତକ୍ଷେପ କରିଥିଲେ। ଆଜି ଚାଷୀଙ୍କ ଧାନ ସହରାଟିକ୍ରା ମାର୍କେଟ ରୁ ଉଠୁଥିବାରୁ ଚାଷୀ ଖୁସି ହୋଇ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

▶︎
ସତ୍ୟପାଠ: କାଳ ହେବ ଚମେଲୀଙ୍କ ଚିଠି ଓ ୪ଟି ପ୍ରଶ୍ନ || Chameli Ojha || Satyapatha News

▶︎
ଅତାବିରା ବିଧାୟକ ନିହାର ମହାନନ୍ଦ ଦେଲେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ, ତିଆରି ହେବା ବିରାଟ ମାର୍କେଟ କମ୍ପ୍ଲେକ୍ସ..

▶︎
ଚାମେଲି ପାଇଁ ଧାଇଁ ଆସିଲେ ଭକ୍ତ, ମହିଳା ସରପଞ୍ଚ କଣ ଅପରାଧ କରିଦେଇଛି ? Bhakta das Meets Chameli Ojha.

▶︎
ଚାମେଲି ଅପରାଧୀ କି ? |Sarpanch Chameli Ojha case | Chameli arrest |Sarpanch vs BDO| Kendrapara|

▶︎
ମେଡିକାଲରୁ ଟେକିନେବା ପଡିଲା ମହଙ୍ଗା,ଜେଲ୍ ଗଲେ ଚାମେଲି...ଥାନାକୁ ଘେରିଗଲେଣି ଶହ ଶହ ଗ୍ରାମବାସୀ Chameli Ojha

▶︎
ଚାମେଲି ଙ୍କୁ ଆକ୍ରମଣ ବିରୋଧରେ ଏକାଠି ହେଲେ ଅନ୍ୟ ସରପଞ୍ଚ। kendrapara, Justice for Sarpanch Chameli Ojha.

▶︎
Exclusive interview of Dr. S. Jaishankar on 12 Years of Foreign Policy

▶︎
“Visibility Is Not Equality”: Women Politicians Discuss Challenges in Indian Politics

▶︎
କୂଆଁନେ ୪ ଦିନ ରହେବା ସବୁ କହିଦେଲେ ତାକଁର ଭାଇ ||OTV FeeDin

▶︎
ସମଲେଇପଦର ଘଟଣା l ପଦ୍ମପୁର ପୋଲିସ ର ସାମ୍ବାଦିକ ସମ୍ମିଳନୀ l ସମ୍ପୂର୍ଣ୍ଣ ଘଟଣା ଏପରି ଥିଲା

▶︎
ସାବାସ୍ ଚମେଲୀ | Odisha Sarpanch Chameli Ojha Attacked | Mahakalapada | Satyapatha News | Odia News

▶︎
Mexiko – Südafrika Highlights | Gruppe A, FIFA WM 2026 | sportstudio

▶︎
PM Modi’s record tenure & how BJP is building up to single-party nation after 240-seat 2024 setback

▶︎
Snehangini Chhuria Apologizes For Her Statement Regarding Lord Ram | Bargarh | Khabar Odisha

▶︎
Must Watch Video! EAM S Jaishankar schools West on India’s energy security at Kultaranta talks

▶︎
ଅତାବିରାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କେ ନେଇକରି ମୁହାଁମୁହିଁ ବିଧାୟକ ନିହାର ଓ ଏକ୍ସ ବିଧାୟକା ସ୍ନେହାଙ୍ଗିନୀ

▶︎
SUDHANSHU@8 :ଚାମେଲୀକୁ ବାନ୍ଧି ଦେଲେ ବିଧାୟକ ! ll FOCUS PLUS ||

▶︎
Pawan Kalyan Unfiltered: Politics, Spirituality, Gen Z, Movies, Modi & More | ANI Podcast | EP-422

▶︎
"Not A Drop To Pakistan": C.R. Patil's Remark Triggers Diplomatic Storm

▶︎
