ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଭାରତ ର କୁନ୍ତୀ ||ଏକ ଆଶ୍ଚର୍ଯ୍ୟ ଓ ଅବିଶ୍ୱସନୀୟ ଅନୁଭୂତି ||Rabindra Narayan Mishra

ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଭାରତ ର କୁନ୍ତୀ ||ଏକ ଆଶ୍ଚର୍ଯ୍ୟ ଓ ଅବିଶ୍ୱସନୀୟ ଅନୁଭୂତି ||Rabindra Narayan Mishra OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥ ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥ (ଏକାଦଶ ସ୍କନ୍ଧ ,ଏକବିଂଶ ଅଧ୍ୟାୟ,ଭାଗବତ) ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।। ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ । 🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻 (ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। ) ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ #jagannath #RabindraNarayanMishra #odisha #ODISHA365 #BhaktiSamarpan #SrikhetraDarshan #MeeraJhanjaaTales @ODISHA 365 @Bhakti Samarpan @Srikhetra Darshan @Meera Jhanjaa Tales

ରାମକୃଷ୍ନଦେବ,ସ୍ୱାମୀବିବେକାନନ୍ଦଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନକରିବାକୁ କାହିଁକି ମନା କରିଥିଲେ|ଡ଼ଃ.ଶ୍ରୀକାନ୍ତ ପରିଜା
▶︎

ରଜା ଘର ବଡ଼ ଗୁମର କଥା (309)ରହସ୍ୟ ଭରା ଶ୍ରୀକ୍ଷେତ୍ର (ଭାଗ 2)ଡକ୍ଟର ବିବୁଧରଞ୍ଜନ

ଆଜି ମଣିଷ ପାଖରେ ସବୁକିଛି ଅଛି କିନ୍ତୁ ମନରେ ଶାନ୍ତି ନାହିଁ କାହିଁକି। ପ୍ରବକ୍ତା- ପ୍ରସନ୍ନଜୀ,ଅଧ୍ୟକ୍ଷ,(WSJCMSARC)

Sanskriti Charcha #Odisha State Archives# Rabindra Narayana Mishra #Jibana O Shree Jagnannath

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

ପ୍ରଥମ ଥର କ୍ୟାମେରା ସାମ୍ନାରେ ୧୫୪୧ ମସିହାର ଅସଲି ତାଳପତ୍ର ପୋଥି 😱 | Odia Pothi Rahasya | Bapuni Pradhan

କଳି ଯୁଗ ରେ ମାନସିକ ରୋଗ  ରେ ଆକ୍ରାନ୍ତ ସମସ୍ତେ ଲକ୍ଷଣ କଣ କଣ

ପ୍ରିୟତମ - ଶ୍ରୀ ଜଗନ୍ନାଥ || Rabindra Narayan Mishra

ପୂର୍ବ ଜନ୍ମର ସମ୍ପର୍କ କେମିତି ଯୋଡେ ଏଇ ଜନ୍ମରେ  || Birendra Panda Official

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

What is Rai Akshyaika ? Jagannath Mahima | Rabindra Narayan Mishra Anubhuti | Odisha365

ମୋ ଜୀବନରେ ଶ୍ରୀ ଜଗନ୍ନାଥ || Rabindra Narayan Mishra

ମନୁଷ୍ୟ ଏକ ମାତ୍ର ଜୀବ ପୃଥିବି ରେ ନିଜ ସ୍ୱ ଧର୍ମ କୁ ଭୁଲି ଯାଇଛି

ଦାରୁ ଖୋଜାଠୁ ନବକଳେବର, ବାଡ଼ଗ୍ରାହୀ ଖୋଲିଲେ ସବୁ ରହସ୍ୟ.. | News7 Podcast With Ramchandra Das Mohapatra

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ?  (ଭାଗ -୧)

"ମେଡିକାଲରୁ ଫେରିଲେ ପଣ୍ଡାବାବୁଙ୍କ ଗୁମର ଖୋଲିବି"- chameli ojha news @PTC_Odisha

ଅନୁଭୂତିରେ ଶ୍ରୀ ଶ୍ରୀ ଠାକୁର | Dr. Bairagi Sahoo SPR

ନିର୍ବାଚନ ପୂର୍ବରୁ ମମତାଙ୍କୁ କଣ କହିଥିଲେ ଜଗୁନି ଭାଇ ? | Jibana Jagannath | Jagannath Swain Mohapatra| SJD

ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର | Kalinga TV