THE BREAD OF LIFE 04 JULY 2026
ଗୀତସଂହିତା 4 ସାହାଯ୍ୟାର୍ଥେ ସନ୍ଧ୍ୟାକାଳୀନ ପ୍ରାର୍ଥନା ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 1ହେ ମୋହର ଧର୍ମ ସ୍ଵରୂପ ପରମେଶ୍ଵର, ମୁଁ ଡାକିଲେ ମୋତେ ଉତ୍ତର ଦିଅ; ସଙ୍କଟରେ ଥିବା ସମୟରେ ତୁମ୍ଭେ ମୋତେ ପ୍ରଶସ୍ତ ସ୍ଥାନ ଦେଇଅଛ: ମୋତେ ଦୟା କର ଓ ମୋହର ପ୍ରାର୍ଥନା ଶୁଣ। 2ହେ ମନୁଷ୍ୟସନ୍ତାନଗଣ, କେତେ କାଳ ମୋହର ଗୌରବ ଅପମାନରେ ପରିଣତ ହେବ? କେତେ କାଳ ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ଵେଷଣ କରିବ? [ସେଲା 3ମାତ୍ର ସଦାପ୍ରଭୁ ଆପଣା ପାଇଁ ସଦ୍ଭକ୍ତ ଲୋକକୁ ପୃଥକ୍ କରି ରଖିଅଛନ୍ତି, ଏହା ଜ୍ଞାତ ହୁଅ; ମୁଁ ସଦାପ୍ରଭୁଙ୍କୁ ଡାକିଲେ, ସେ ଶୁଣିବେ। 4ଭୀତ ହୁଅ ଓ ପାପ କର ନାହିଁ ତୁମ୍ଭେମାନେ ଶଯ୍ୟା ଉପରେ ମନେ ମନେ କଥା କହି ନୀରବ ହୁଅ। [ସେଲା 5ଧର୍ମବଳି ଉତ୍ସର୍ଗ କର ଓ ସଦାପ୍ରଭୁଙ୍କଠାରେ ବିଶ୍ଵାସ କର। 6ଅନେକେ କହନ୍ତି, କିଏ ଆମ୍ଭମାନଙ୍କୁ ମଙ୍ଗଳ ଦେଖାଇବ? ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି ଆପଣା ମୁଖର ତେଜ ପ୍ରକାଶ କର। 7ତୁମ୍ଭେ ମୋʼ ଅନ୍ତଃକରଣରେ ଆନନ୍ଦ ଦେଇଅଛ, ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧିକାଳର ଆନନ୍ଦ ଅପେକ୍ଷା ଅଧିକ। 8ମୁଁ ଶାନ୍ତିରେ ଶୟନ କରିବି ଓ ନିଦ୍ରା ଯିବି; କାରଣ ହେ ସଦାପ୍ରଭୋ, କେବଳ ତୁମ୍ଭେ ମୋତେ ନିରାପଦରେ ବାସ କରାଉଅଛ।

THE BREAD OF LIFE 07 JULY 2026

THE BREAD OF LIFE 05 JULY 2026

THE BREAD OF LIFE 03 JULY 2026

Millions Don’t Know This 😱 Turn Charcoal and Salt Into a Free Homemade Heat Source

I have never eaten such delicious zucchini! Nobody knows this recipe! Only 2 ingredients!

528Hz + 432Hz | Just listen for 3 Minutes: Whole Body Regeneration, Relieve Stress

ଭାଗବତ କଥାମୃତ || ସତ୍ୟାନନ୍ଦ ଦାସ ମହାରାଜ || Day-5 || 05.07.26 || କାକଟପୁର || @SatyanandaMaharaj

DF Direct Weekly #271: The End Of PlayStation Physical Media & True Game Ownership

ARE TODAY'S PROPHETS REALLY SENT BY GOD? || BehindTheLensWithQueenLiz || BTLWQL || Ep 55

Money Mantra | Attract money with Karagre Vasate Lakshmi mantra (3 Hours) | Mahakatha

THE BREAD OF LIFE 06 JULY 2026

Have 1 zucchini and 2 eggs! My village grandmother taught me this recipe!

The Most Powerful Frequency of God 1111Hz - Receive immediate help from divine forces

7 Years in Germany & Everyone's Leaving. I Still Can't Believe Why.
![[ LIVE 🔴 ] Sunday Service @ Bethel AG Church || Rev Johnson V || 05th July 2026 @ 08:00 Am (IST)](https://i.ytimg.com/vi/VOJGw1iig6M/hqdefault.jpg?sqp=-oaymwEnCNACELwBSFryq4qpAxkIARUAAAAAGAElAADIQj0AgKJDeAG4AvMY&rs=AOn4CLC7n5t_OywgMUAcbQ0MZtjHnCNQwA&usqp=CCY)
[ LIVE 🔴 ] Sunday Service @ Bethel AG Church || Rev Johnson V || 05th July 2026 @ 08:00 Am (IST)

432Hz • Fall Into Deep Healing Sleep • Anxiety Relief, Melatonin Release • Stop Overthinking

POWERFUL Krishna Beeja Mantra for Joy AND Prosperity | Nonstop | Mahakatha Meditation Mantras

My Dog Got Jealous Of The Baby… Then This Happened 😂🐶

