SE PREMA II ସେ ପ୍ରେମ ll NEW ODIA CHRISTIAN SONG Il ANANYA SRITAM NANDAN ll BIJAYA MAJHI OFFICIAL II
SE PREMO II ସେ ପ୍ରେମ ll NEW ODIA CHRISTIAN SONG Il ANANYA SRITAM NANDAN ll BIJAYA MAJHI OFFICIAL II ଖ୍ରୀଷ୍ଟରେ ବିଶ୍ୱାସୀ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ bijay majhi music channel ତରଫରୁ ନମସ୍କାର ଜଣାଉଛୁ। ବର୍ତ୍ତମାନ ପ୍ରଭୁ ଯୀଶୁଙ୍କ କୃଶାର୍ପିତ ଉପରେ ଆଧାରିତ ଏକ ଖ୍ରୀଷ୍ଟୀୟ ସଙ୍ଗୀତ ଆପଣ ମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛୁ । ଯେଉଁ ଗୀତଟିକୁ ଗାଇଛନ୍ତି ଭାରତର ସୁନାମ ଧନ୍ୟ ଗାୟିକା Ananya sritam nanda , ଗୀତର ସ୍ବର ଓ ରଚନା କରିଛନ୍ତି ଭାଇ ସାଲେମ ଲିମା ଓ ସଙ୍ଗୀତ ପରିଚାଳନା କରିଛନ୍ତି ବାପି ସାମଲ ,ପ୍ରୋଜଜନା କରିଛନ୍ତି ଭାଇ ବିଜୟ ମାଝୀ , ଏହି ଗୀତର full video ବର୍ତ୍ତମାନ ଉନ୍ମୋଚନ ହୋଇଅଛି ଆଶା କରୁଛୁ ଏହି ଗୀତ ଆପଣମାନଙ୍କୁ ଭଲ ଲାଗିବ । ଯଦି ଆପଣ ମାନଙ୍କୁ ଏହି ଗୀତ ଭଲ ଲାଗୁଛି ତେବେ like, share, subscribe ପୁଣି ଆପଣମାନଙ୍କ ମତାମତ comment box re ଦିଅନ୍ତୁ 🙏l Praise the lord. Full Lyrics ସେ ପ୍ରେମ କହିଯାଏ କେତେ କଥା ନୀରବେ(୨) ଅଭୁଲା ସେ ପ୍ରେମ ଚିରନ୍ତନ ପ୍ରେମ ଅପାର ସେ ପ୍ରେମ ମଧୁର ସେ ପ୍ରେମ ପାପୀ ପାଇଁ ଦେଲେ ପ୍ରାଣ କୃଶ ପରେ ଯୀଶୁ ଆମ(୨) ନିଜ ଜୀବନକୁ କଲେ ସେ ଦାନ ୧ ନୀରବରେ କେତେ କଷ୍ଟ ଭୋଗିଥିଲେ ଯୀଶୁ ଆମ ରାଜପୁତ୍ର ହୋଇ ମଧ୍ୟ ସହିଥିଲେ ଅପମାନ କହିଲେନି କଥା ପଦେ ସହିଲେ କେତେ କଷଣ ଜଗତର ପାପ ଭାର ବୋହିଥିଲେ ସେ ରାଜନ ଚିହ୍ନିଲାନି ଏ ଜଗତ ଯୀଶୁଙ୍କୁ କଲା ବିଧିଣ୍ଣ ତଥାପି ଜଗତକୁ କଲେ ପ୍ରେମ ଅଭୁଲା ସେ ପ୍ରେମ ଚିରନ୍ତନ ପ୍ରେମ ଅପାର ସେ ପ୍ରେମ ମଧୁର ସେ ପ୍ରେମ ୨ କଳଙ୍କିତ ଏ ଜଗତେ ପ୍ରେମ ହୋଇଥିଲା ଶୂନ୍ୟ ଆପଣାର ପୁତ୍ରଙ୍କୁ ସେ ପ୍ରେମରେ କଲେ ପ୍ରଦାନ ନିସ୍ପାପ ନିର୍ଦାଗ ଥିଲା ତାଙ୍କ ପୁତ୍ରଙ୍କ ଜୀବନ କୃଶରେ ସେ ସମର୍ପିଲେ ପାପି ମାନବ କାରଣ ଆହା କି ଅସୀମ ପ୍ରେମ କଲେ ପୁତ୍ରଙ୍କୁ ସେ ଦାନ ଅନୁଗ୍ରହ ତାଙ୍କ ଯେ ଅନୁପମ ଅଭୁଲା ସେ ପ୍ରେମ ଚିରନ୍ତନ ପ୍ରେମ ଅପାର ସେ ପ୍ରେମ ମଧୁର ସେ ପ୍ରେମ SONG CREDITS: Based On Crucification Song : Se premo (Studio Version) Singer : Ananya Sritam Nanda (Bollywood singer) Lyrics & Music : Salem Lima Camera : Anil lima Production : BM Music Banner : BM Music Poster Design : Simiya Dalabehera Recording & Mix : Prativa Studio Cuttack (Sundaram ) Editing :Bro Arpan Music Arrangement : Bapi Shamal Special thanks : Amiti Pani , Subhash Majhi &Kulu Majhi • Video • Video !!* ANTI-PIRACY WARNING *!! This content is copyright to Bijaya Majhi Official.Any unauthorised reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

ALAPA AYUSHA || ଅଳପ ଆୟୁଷ || ANANYA SRITAM NANDA || 2022 NEW ODIA CHRISTIAN SONG || AMIT BADANAYAK

Se Mora Jisu Krusa re | Asima Panda | Female version | New Odia Christian Song | Rinkun Music

Dheere Dheere Prabhu Mote Godho

ବେ ସାହାରା ll BE SAHARA lI NEW CHRISTIAN SONG ll HUMAN SAGAR lI BM MUSIC ll BIJAYA MAJHI OFFICIAL II

ପ୍ରେମ ର ମୁଲ || PREMA RA MULA ||ANANYA SRITAM NANDA || NEW ODIYA CHRISTIAN SONG 2022 ||STUDIO VERSION

ହେ ଅବ୍ରହାମଙ୍କ ଈଶ୍ୱର ଓଡ଼ିଆ ଖ୍ରୀଷ୍ଟିଆନ cover song ।,।।।। ହେଲୋ ଫ୍ରେଣ୍ଡ ଗୀତ ଭଲ ଲାଗିଲେ subscribe

Humane Sagar's first Christian Koraputia Song || HALLELUJAH PADE SUN ହାଲ୍ଲେଲୁୟା ପଦେ ଶୁନ୍|| 2024-25

Dukhira Natha । ଦୁଃଖୀର ନାଥ । S Jitu । Deepti Production

JAGATAKU EDE PREMA KARILA ( ଜଗତକୁ ଏଡେ ପ୍ରେମ କରିଲ ) | HUMAN SAGAR | Odia Christian Devotional Song

Ei jibana tuma pain // ଏଈ ଜୀଵନ ତୁମ ପାଈଁ #odia new christian song2024 //Singer-Aseema panda

Bhala Lage Mate Jisu Nama ( ଭଲ ଲାଗେ ମତେ ଯୀଶୁ ନାମ ) | HUMANE SAGAR | Odia Christian Devotional Song

PATHA HARA ( ପଥହରା ) | HUMANE SAGAR | Odia Christian Devotional Song

KHYAMA MU MAGUCHI||ASIMA PANDA||SALEM LIMA||OFFICIAL STUDIO VERSION||2023II

ଗାଇବା ଯୀଶୁଙ୍କ ନାମ | GAIBA JISUNKA NAMA | ODIA COVER SONG

Tumari Rajya Asu 4K | ତୁମରି ରାଜ୍ୟ ଆସୁ | The Worship Language | Odia Worship Cover Song

BHALA PAE JISU MU TUMAKU | ଭଲ ପାଏ ଯୀଶୁ ମୁଁ ତୁମକୁ | NEW ODIA CHRISTIAN SONG | ANANYA SRITAM NANDA

Human sagar new jejus song/ human sagar new odia song /new Sambalpuri human sagar song

ପୂଜା ଆରାଧନା ll PUJA ARADHANA ll ANANYASRITAM NANDA II NEW ODIA CHRISTIAN SONG II STUDIO VERSION II

ଦିନେ ସନ୍ଧ୍ୟା ନଇ ଆସିବ।।Dine Sandhya nai asiba।।Human Sagar।।Salem Lima।।Bapi Samal।।

