ସେଦିନର ଛାତିଥରା ସତ କହିଲେ...| Rayagada Violance Real Hero Prasuram Hikka Reaction On Violance
ସେଦିନର ଛାତିଥରା ସତ କହିଲେ...| Rayagada Violance Real Hero Prasuram Hikka Reaction On Violance ରାୟଗଡ଼ା ଭିଡ଼ ହିଂସା ଘଟଣାରେ ଗୋଟିଏ ପଟେ ପୋଲିସର ଗିରଫଦାରି ବଢ଼ି ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଯେଉଁମାନେ ପ୍ରବାସୀ ଯୁବତୀଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିଲେ, ସେମାନଙ୍କୁ ପୋଲିସ ସାବାସି ଦେଉଛି । ସେମିତି ଏକ ଚରିତ୍ର ଏବେ ସାମ୍ନାକୁ ଆସିଛନ୍ତି । ସେ ହେଉଛନ୍ତି ପର୍ଶୁରାମ ହିକକା । ରାୟଗଡ଼ା ଭିଡ଼ ହିଂସାରେ ପର୍ଶୁରାମ ରିଅଲ ହିରୋ କହିଲେ କିଛି ଭୁଲ୍ ହେବନି । କାରଣ ଯଦି ପର୍ଶୁରାମ ନ ଥାଆନ୍ତେ, ତେବେ ସେହି ପ୍ରବାସୀ ଯୁବତୀ ହୁଏତ ଜୀବନ ଫେରି ପାଇ ନ ଥାଆନ୍ତେ । ୫୦ରୁ ଅଧିକ ଲୋକଙ୍କ ଆକ୍ରମଣରୁ ଯୁବତୀଙ୍କୁ ସୁରକ୍ଷା ଦେଇଥିଲେ ପର୍ଶୁରାମ । ନିଜେ ମାଡ଼ ଖାଇ ଯୁବତୀଙ୍କ ଜୀବନ ବଞ୍ଚାଇ ଦେଇଥିଲେ । ଭିଡ଼ ହିଂସାର ପୂରା କାହାଣୀ ପର୍ଶୁରାମ କହିଛନ୍ତି, ଯାହା ଶୁଣିଲେ ଆପଣ ବି ତାଙ୍କୁ ରିଅଲ ହିରୋ ବୋଲି କହିବେ ।... The inspiring story of Parsuram Hikaka, the real-life hero of the Rayagada mob violence incident who risked his life to save a migrant girl. While the police continue to make arrests in connection with the shocking mob violence in Rayagada, a heartwarming story of absolute bravery has emerged. Meet Parsuram Hikaka—the real hero of the Rayagada incident. If it weren't for Parsuram, a migrant girl might have lost her life that day. Showing incredible courage, Parsuram shielded the young girl from a violent mob of over 50 people. He even took blows and got beaten up himself just to ensure her safety until help arrived. Now, the local police are applauding his heroic efforts. Watch the full video to hear the chilling details of the incident directly from Parsuram Hikaka. #RayagadaNews #RayagadaMobViolence #SPRajPrasad #OdishaPolice #RedFlagCase #BreakingNewsOdisha #OdishaNews #news18odia #OdiaNews #odishanews #oriyanews #breakingnews #weathernews #RayagadaMobViolence #ParsuramHikaka #RealHero #RayagadaNews #OdishaNews #BraveryStory #HumanityStillExists #OdishaPolice #BreakingNewsOdisha ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯିବ | ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଛି | ପ୍ରେସ ମିଟ୍ରେ ସୂଚନା ଦେଲେ ରାୟଗଡ଼ା ଏସ୍ପି ରାଜ ପ୍ରସାଦ | ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି' | ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି | ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି' | ଘଟଣାର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି' | ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ବି ଆକ୍ସନ ହେବ- ଏସ୍ପି | ଏହା ଏକ ଅତ୍ୟନ୍ତ ନିନ୍ଦନୀୟ ଏବଂ ସମ୍ବେଦନଶୀଳ ଘଟଣା, ୩ ମାମଲା ରୁଜୁ'| Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ

ପୁରୁଷଙ୍କ ପାଇଁ ଏ କ’ଣ କହିଲେ...Chandrika Hemram & Skruti Bhola Love Case | Love Story | Crime News

କାହିଁକି କିଣୁଛି ‘ବ୍ରହ୍ମୋସ’ Why UAE is Betting on India's BrahMos and Akashteer | Indian Weapons? N18V

ନୂଆ ଦେଶ, ଭିନ୍ନ ମଣିଷ: କେମିତି ଚଳୁଛି ଓଡ଼ିଆ ଝିଅ? |Ep-164| Podcast | Odisha Jhia Korea Bohu Monalisa Das

News Point: Rayagada Mob Violence Sparks National Outrage, Police Launch Major Crackdown

“ਪ੍ਰਧਾਨਗੀ ਛੱਡਣੀ ਪਵੇਗੀ” ਸੁਖਬੀਰ ਬਾਦਲ ਤੇ Manpreet Ayali ਦਾ ਤਿੱਖਾ ਹਮਲਾ | SMTV

କମିବ ତେଲ ଦର ! Iran Takes Major Decision for Oil | Global Oil Crisis | Us Vs Iran | PM Modi | N18G

ସଞ୍ଜୟ ଭୋଳଙ୍କ ବଡ଼ ବୟାନ ... Odia Jatra Owners VS Artists | Odia Jatra | Jatra News | Odia News

We Took an Amazon Tribe to the City for the First Time!

Inside East Africa's Human Trafficking Crisis: Kenyans & Ugandans Sold to Myanmar Scam Compounds

Portugal – Usbekistan Highlights | Gruppe K, FIFA WM 2026 | sportstudio

ମାସ ଶେଷରେ ଟଙ୍କା ରହୁନି କି? Financial Management for Beginners | How to Save Money with Low Income?

Amitabh Bachchan और Shatrughan Sinha ने सुनाए कपिल को अपने पुराने किस्से | Kapil Sharma Show 2026

India’s Deadliest Wedding Gift Case | Patnagarh Parcel Bomb Case | Full Documentary | Wronged

ପୁଣି ମୁହାଁମୁହିଁ ଭକ୍ତ-ସୋଫିଆ...Bhakta Das vs Sofia Firdous Again | Odisha Congress | Cross Voting Row

Chhattisgarh Emerges as Secret Corridor for Odisha Ganja Trafficking

ଦେଶ ବିଦେଶର ବଡ଼ ଖବର | US-Iran Peace Talks: US Treasury Issues 60-Day Iranian Oil Waiver | TMC News

How Indian Couples Fight | Amit Tandon Stand-Up Comedy | Netflix India

Massive Ganjam Robbery Busted: 7 Arrested After Dramatic Farmhouse Heist in Odisha!

I Was Warned Not to Cross Into Palestine 🇵🇸

