Bholasankar sahu, Boringpadar,kalahandi
Bholasankar sahu, Boringpadar,kalahandi ଲର୍କି ରେ ଅନୁଷ୍ଠିତ ହେଇଥିଲା ଦେଖୁନ ଆଉ ଭକ୍ତି ବୈଠକି ର ଆନନ୍ଦ ଲାଭ କରୁନ ❤️🌹🙏🏼 ନମସ୍କାର ଆଜ୍ଞା, Jhumri Kirtan ଚ୍ୟାନେଲ୍କେ ଆପଣମାନଙ୍କୁ ଅନେକ ଅନେକ ସୁଆଗତ। ଆମର ଏହି ଚ୍ୟାନେଲ୍ ମାଧ୍ୟମରେ ଆମେ ଆମର ମାଟିର କଳା, ସଂସ୍କୃତି ଆଉ ପରମ୍ପରା "ଝୁମ୍ରି କିର୍ତ୍ତନ" କେ ଆପଣମାନଙ୍କ ପାଖେ ପହଞ୍ଚାବାର୍ ଲାଗି ଗୋଟେ ଛୋଟ୍ ପ୍ରୟାସ କରୁଛୁ। ଆମର ସମ୍ବଲପୁରୀ କିର୍ତ୍ତନର ସେଇ ମିଠା ସୁର୍ ଆଉ ଭକ୍ତିଭାବ୍କେ ଉଜ୍ଜୀବିତ ରଖ୍ବାର୍ ଆମର ମୂଳ ଲକ୍ଷ୍ୟ। ନୂଆଁ ନୂଆଁ ଝୁମ୍ରି କିର୍ତ୍ତନ ଭିଡିଓ ଭକ୍ତି ସଙ୍ଗୀତ ଆଉ ଭଜନ ଗାଁ ଗାଁର କିର୍ତ୍ତନ ପ୍ରତିଯୋଗିତା ଆଉ ପ୍ରୋଗ୍ରାମ ଆମର ସମ୍ବଲପୁରୀ କଳାକାର ମାନଙ୍କର ସୁନ୍ଦର ପରିବେଷଣ ଯଦି ଆପଣଙ୍କୁ ଆମର ଭିଡିଓଗୁଡ଼ିକ ଭଲ୍ ଲାଗୁଛେ, ତେବେ ଭିଡିଓକେ Like କରୁନ, Share କରୁନ ଆଉ ଆମର ପରିବାର୍ ସାଙ୍ଗେ ଯୋଡ଼ି ହେବା ଲାଗି ଚ୍ୟାନେଲ୍କେ Subscribe କରିକରି ବେଲ୍ ଆଇକନ୍ (🔔) କେ ଦବେଇ ଦିଅନ୍ତୁ। ଆପଣମାନଙ୍କର ସୁପୋର୍ଟ ଆମର ଲାଗି ଆଶୀର୍ବାଦ। #JhumriKirtan #SambalpuriKirtan #OdishaCulture #Jhumer #KirtanLover #SambalpuriBhajan #WesternOdisha #JayMaaSamalei ଆପଣମାନଙ୍କର ସୁପୋର୍ଟ ଆମର ଲାଗି ଆଶୀର୍ବାଦ। ଆଉ ଆମକୁ ନିମନ୍ତ୍ରଣ କରୁନ call 👉🏼9173676762

ଭୁଲା ଶଙ୍କର ସାହୁଙ୍କ ଆଖିରେ ଝରି ଗଲା ଲୁହ | ମାଁ କାଳିଜାଈ ଙ୍କ ସୁରରେ ଯେତେ ବେଳେ ଗାଇଲେ ମହାମନ୍ତ୍ର #bhulashankar

Bhula sankar sahu Non stop kirtan 2026

Audience in Tears After Hearing the Song....Singer-Sushanta Sahu, New Video, Kirtan DharA

ବିଜ୍ଞେଶି ବାରିକଙ୍କ | ନୂଆ ଓଡ଼ିଆ ଭଜନ | Bigyenshi Barik Parayana Bhajan l new sambalpuri vajan

NonStop Hits Kirtan // Bhola Shankar Sahu Kirtan // Mahamantra//At. Ganpali Solha Prahari Namjagya

ପ୍ରାଣ ବନ୍ଧୁ ଲାଗି ପ୍ରାଣ ଯାଉ ଗୋ ବ୍ରହ୍ମଚାରୀ କୀର୍ତ୍ତନ ମଣ୍ଡଳୀ ଗାୟକ - ଆକାଶ ବାଗ ସ୍ଥାନ କତରବଗା

Bholasankar sahu // କଳାହାଣ୍ଡି ବୋରିଂପଦର

Hare Krishna Hare Rama Jyosnamayi Dikshit part-1

Jiban ku kiaba bharsa ଜୀବନ କୁ କି ଅବା ଭରସା bholashankar sahu kirtan at pausara 2026

ମାଁ ମାଉସୀ ଗିତ ଶୁଣି ଚାରିଆଡୁ ଘେରିଲେ Dolamani Maharanaଙ୍କୁ.ଗୌଡ଼ଗାଁ ର ମାଁ ମାଉସୀଙ୍କ ଅନୁରୋଧ ପରେ ଗାଇଲେ ଗିତ

Maa daka sunya heba bapare // ଦୁଃଖରେ ଭରା ଭଜନ ଭୋଳାଶଙ୍କର ସାହୁ ଙ୍କ // ଭୋଳାଶଙ୍କର ସାହୁ ବୋରିଂପଦର

ରାଧା କାହାର ସ୍ତ୍ରୀ/Haere dil mixture danda nritya/Krishna duti vet/nila duti/mlbstar

Bhula Shankar Sahu Kirtan !! Remix Doha With Chatani Badya !! Darrabhatha Namjagya 2026

ଏନ୍ତା ଭଜନ ଗାଏଲେଁ ଯେ ଲୋକ ପଇସା ଦେବା କେଁ ପାଗଳ ହେଇଗଲେ ଗୁରୁ ଶ୍ରୀ ଭୁଲା ଶଙ୍କର ସାହୁ // KIRTAN VIDEO

ସମ୍ବଲପୁରୀ ଧମାକା ରେ ଅଜା ଓ ନାତି ll Sanjay Sahu Vs Bhulasankar Sahu ll Chhindirapali Jatra

Bholasankar sahu // KALAHANDI, Boringpadar kirtan // sambalpuri kirtan video

୧୬ ବର୍ଷର ଭାଇରାଲ ଗାୟକ | Bhula Sankar Sahu Kirtan | Nam Sor Kirtan | ଗୋଟେ ପରେ ଗୋଟେ ୪ ଟା ନାମ ସୋର 4In1

Bhulashankar Sahu Kirtan | Gora Mo Hrudaya Har Lo | At Laraki Kirtan Baithaki

Mahara Sambalpuri Song Full Video //Boringpadar Balika Sankirtan Mandali //Bhola Sankar Sahu

