ବଲିଉଡରେ ଓଡ଼ିଆ ପୁଅର ଦବଦବା! Satya Ranjan | Odia Actor | Shanghai Film Festival | News18 Podcast
ବଲିଉଡରେ ଓଡ଼ିଆ ପୁଅର ଦବଦବା! Satya Ranjan | Odia Actor | Shanghai Film Festival | News18 Podcast Bhadrak to Shanghai: The Untold Success Story of Actor Satya Ranjan | From No TV at Home to Winning Best Actor Award at Shanghai International Film Festival | Journey in Hindi Cinema, Struggles with Language & Views on Ollywood & Jatra Industry | Exclusive Interview on Career, Scriptwriting & Success Beyond 'Hero Looks' | Satya Ranjan's Inspiring Journey ଭଦ୍ରକର ପୁଅ ସତ୍ୟରଞ୍ଜନ, ମୁମ୍ବାଇରେ କିନ୍ତୁ ତିଆରି କରିଛନ୍ତି ପରିଚୟ । ଏମିତିକି ସାଂଘାଇରେ ଫିଲ୍ମ ସ୍ବାହା ପାଇଁ ପାଇଛନ୍ତି ଶ୍ରେଷ୍ଠ କଳାକାର ପୁରସ୍କାର । ପିଲାଦିନେ ଘରେ ଟିଭି ନଥିଲା, ପରଘରେ ଟିଭି ଦେଖୁଥିଲେ, ଆଜି କିନ୍ତୁ ବନିଛନ୍ତି ଟିଭି ଓ ପରଦାର ମଣିଷ । ଛାତ୍ର ଜୀବନରେ ହିନ୍ଦି ସହଜରେ ବୁଝି ପାରୁନଥିବା ସତ୍ୟ ରଞ୍ଜନ ଆଜି ହିନ୍ଦି ଫିଲ୍ମରେ ନିଜ କ୍ୟାରିୟର ବନାଇଛନ୍ତି । ତେବେ ଓଡିଆ ଫିଲ୍ମକୁ ନେଇ ଟିକେ ଚୁଜି । ମନ ମୁତାବକ ଫିଲ୍ମ ନହେଲେ ଓଲିଉଡ କଥା ଚିନ୍ତା କରନ୍ତିନି । ଅଭିନୟ ସାଙ୍ଗକୁ ଫିଲ୍ମ ସ୍କ୍ରିପ୍ଟ ଲେଖିବା ସତ୍ୟ ରଞ୍ଜନଙ୍କ ରୁଚି । ସତ୍ୟଙ୍କ ମତରେ ସଫଳତା ପାଇଁ ଲୋଡ଼ା ନାହିଁ ହିରୋ ଚେହେରା । ପିଲାଦିନେ ଯାତ୍ରା ଦେଖି ଦେଖି ବଢ଼ିଥିବା ସତ୍ୟ ବର୍ତ୍ତମାନର ଯାତ୍ରା ଶିଳ୍ପକୁ ନେଇ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି ଚାକଚକ୍ୟତା ବଢ଼ିଛି ସତ, କିନ୍ତୁ ଯାତ୍ରାରେ ଆଉ ଆଗଭଳି ସ୍କ୍ରିପ୍ଟ ନାହିଁ । ପୋଡକାଷ୍ଟରେ ଚର୍ଚ୍ଚିତ ଜଲିଉଡ କଳାକାର ପିୟୂଷଙ୍କୁ ପ୍ରଶଂସା କଲେ ସତ୍ୟ ରଞ୍ଜନ । #News18Odia #OdiaNews #odishanews #oriyanews #breakingnews #weathernews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_SS

ସଞ୍ଜୟ ଭୋଳ କହିଲେ ଯାତ୍ରାର ଭିତିରି ଗୁମର | The Sanjay Bhola Interview | News18 Odia Special Podcast

Breakfast Odisha With Sisir Mishra, Padma Shri Awardee | Senior Indian Film Director & Screen Writer

ମୁରବି: କୋଟିଏ ପରିବାର ଗୋଟିଏ କାହାଣୀ | Ama Atithi Podcast | Actor Udit Guru

Bhaktira Swara Season 2 | Music Reality Show | EP 31| Full Episode | Odia Music | Prathana Life

ପ୍ରଶାନ୍ତ ନନ୍ଦ: ନାଁ ଏକ ପରିଚୟ ଅନେକ | Life, Cinema & Beyond: Exclusive Interview with Prashanta Nanda

ରୋଷଶାଳାର ଚମତ୍କାର ସ୍ୱୟଂ ଜଗନ୍ନାଥଙ୍କ ସୁଆର ବର୍ଣନା କଲେ କେମିତି ପ୍ରସ୍ତୁତ ହୁଏ ମହାପ୍ରସାଦ?

Ashwin Tripathy on Direction, Production & Film Industry | Best in Odisha

ମାତ୍ର ୧୦୦୦ ଟଙ୍କାରେ କେମିତି ବଦଳୁଛି ସେମାନଙ୍କ ସଂସାର? | How a meagre ₹1000/- can bring changes to many

ମଝି ସମୁଦ୍ରରେ ହଜିଲା, ୫ ଶହ ବର୍ଷ ପରେ ମରୁଭୂମି ଫାଡ଼ି ବାହାରିଲା ଜାହାଜ; ଏତେ ଦିନ କୁଆଡେ ହୋଇଥିଲା ଗାଏବ ?

ପ୍ରେମ ସମୟ ମାଗେ | ମୁଁ ମିଛରେ ବହୁତ ଅପମାନ ପାଇଛି | Exclusive interview with Gourahari Das

ସଞ୍ଜୟ ଭୋଳ କହିଲେ ଯାତ୍ରାର ଭିତିରି ଗୁମର | The Sanjay Bhola Interview | News18 Odia Special Podcast

ସେବାୟତରୁ ବଡି ବିଲଡର। Podcast with Mr Asia Pankaj Pratihari। ଶ୍ରୀମନ୍ଦିର ମହାଲକ୍ଷ୍ମୀ ସେବାୟତ ଖୋଲିଲେ ରହସ୍ୟ

‘ମୁଁ ଫେରୁଛି ଭଲ ସିନେମା ନେଇ’ | Ama Atithi Podcast | Sanjay Nayak, Cine Director

ଭଗବାନ ଶିବଙ୍କ ପୁଅଙ୍କ ନାମ କଣ ?? Raja Sundari 2026 Audition - Sidharth TV

ସବୁ ମୁରବି ନିଶ୍ଚିତ ଦେଖନ୍ତୁ Murabi Odia Film Review | Samaj O Sanskruti | Baishnaba Charan Mohanty

ଆସୁଛି ମହା ପଳୟ The great exodus is coming. @MBCTVODISHA

Bhaktira Swara Season 2 | Music Reality Show | EP 30| Full Episode | Odia Music | Prathana Life

ମହାନଦୀ ଭରା ପାଣିକୁ ଡେଇଁ ପଡ଼ିଥିଲି , ଭଗବାନ ମୋତେ ବଞ୍ଚାଇଲେ l Actor Prashanta Nanda l PratidinTv

ମଝି ସମୁଦ୍ରରେ ଘଟେ ଏମିତି ଘଟଣା ll EP- 19 ll Podcast with Ashok dixit | Kalinga TV

