ମହାପ୍ରଭୁ ଜଗନ୍ନାଥ ଓ ମା ମହାଲକ୍ଷ୍ମୀ ଙ୍କ ଗୁଆଲୀ ଯାତ୍ରା 2026//#culture #odiavlog
Topic - ମହାପ୍ରଭୁ ଜଗନ୍ନାଥ ଓ ମା ମହାଲକ୍ଷ୍ମୀ ଙ୍କ ଗୁଆଳୀ ଯାତ୍ରା ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ମହାପ୍ରଭୁ ଜଗନ୍ନାଥ ମା ଲକ୍ଷ୍ମୀ ଠାକରାଣୀଙ୍କୁ ଙ୍କୁ ହରଣ କରିସାରିବା ପରେ ତାଙ୍କ ଚଳନ୍ତିପ୍ରତିମା ମଦନମୋହନ ଙ୍କ ସହ ଲକ୍ଷ୍ମୀ ଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ।ଏହା ପର ଦିନ ଅର୍ଥାତ୍ ଚମ୍ପକ ଦ୍ଵାଦଶୀ ଦିନ ମହାପ୍ରଭୁ ଙ୍କ ଗୁଅଲି ଯାତ୍ରା ଅନୁଷ୍ଠିତ ହୋଇଥାଏ।ଏହି ଯାତ୍ରା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ମା ମହାଲକ୍ଷ୍ମୀ ଙ୍କ ଚଳନ୍ତି ପ୍ରତିମା ଶ୍ରୀଦେବୀ ନିଜ ସଜା ଯାଇଥିଲା ଦିବ୍ୟ ପାଲିଙ୍କି ରେ ବସି ନଗର ପରିକ୍ରମା ରେ ବାହାରନ୍ତି।ପ୍ରଥମେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ନବଦମ୍ପତି ଙ୍କୁ ଗାଳି ନିମନ୍ତ୍ରଣ ଦେଇଥାନ୍ତି।ତାଙ୍କ ନିମନ୍ତ୍ରଣ କୁ ରକ୍ଷା କରି ମହାପ୍ରଭୁ ଶ୍ରୀନଗର କୁ ଗମନ କରନ୍ତି ସେଠାରେ ପୁଷ୍ପ,ଭୋଗ,ବନ୍ଦାପନା ଆଦି ନାନା ବିଧି ସମୂର୍ଣ୍ଣ ହେବା ପରେ ମହାପ୍ରଭୁ ଗମନ କରନ୍ତି ଜମ୍ବେଶ୍ୱର ମହାଦେବ ମନ୍ଦିର କୁ।ଯେହେତୁ ମହାପ୍ରଭୁ ଜଗନ୍ନାଥ ଶୀତଳ ଷଷ୍ଠୀ ରେ ପଞ୍ଚୁପାଣ୍ଡବ ଙ୍କୁ ପଞ୍ଚଗ୍ରାସ ପାଇଁ ନିମନ୍ତ୍ରଣ କରିଥିଲେ ତେଣୁ ଜମ୍ବେଶ୍ୱର ମହାଦେବ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ପଞ୍ଚଗ୍ରାସ ପାଇଁ guali ନିମନ୍ତ୍ରଣ ଦେଇଥିଲେ।ନବଦମ୍ପତି ଜମ୍ବେଶ୍ୱର ମହାଦେବ ଙ୍କ ମନ୍ଦିର କୁ ଆଗମନ କରି ଭୋଗ ଗ୍ରହଣ କରିଥାନ୍ତି ଏବଂ ରାସ୍ତା ରେ ଅନ୍ୟ ଗୃହ ମାନଙ୍କ ପନ୍ତି ଗ୍ରହଣ କରି ଶ୍ରୀମନ୍ଦିର କୁ ପ୍ରସ୍ଥାନ କରନ୍ତି।ଏହାଥିଲା ମହାପ୍ରଭୁ ଜଗନ୍ନାଥଙ୍କ guali ଯାତ୍ରା। "ଆଗକୁ ଜାତ ବଢ଼ିଲା"। @k.gochhikar #culture #odiavlog #viral

Chandan yatra 2026 // ସପ୍ତାଦଶ ଦିବସରେ ରାତି ଚାପ ର ସୁନ୍ଦର ଦୃଶ୍ୟ // #culture #odiavlog

ଦେଢଶୁର ବାଣ୍ଟିଲେ ଭାଇବୋହୂ ର ଭାର🥰@ManasMadhu

ସକାଳର ସବୁଠୁ ବଡ଼ ଖବର | Rain Alert Odisha | Weather Update । CM Mohan Majhi | Pakistan | Odia News

Santo Rosário | Sexta-feira | 04:00 | 03/07/2026 | Live Ao vivo

Puri sahijata 2026 // ramleela day - 6 // Dolomandap sahi jata // #culture #odiavlog

ବର୍ଷା ପାଗରେ ନଦୀରେ ଧରିଲୁ କଙ୍କଡ଼ା || Fishing On River || Fishing Vlog || Sudhansu Amita Vlog

Sitala Sasthi 2026 // Nagar Parikrama for Panchu Pandav in Srikhetra // #culture #odiavlog

I won't rest until the handcuffs click – Peter Hahne is fuming! Hopf & Kettner #42

Best Of Iskcon Kirtan | Hare Krishna, Hare Ram | Peaceful Mahamantra for Peace & Devotion

India vs England 3rd T20 Match Full Highlights 2026 | Ind Vs Eng Highlights

Brahmapur Famous Puri Upma & Special Matar Curry - Labanya Hotel | Only ₹30/-

தவெகவை நெருங்கும் பாமக. விஜய்க்கு போட்டியாக தனுஷை அரசியலுக்கு தள்ளும் உதயநிதி. | Savukku Shankar

Puri sahijata 2026 // ramleela last day //gaudabada sahi jata // #culture #odiavlog

Sitala Sasthi 2026 // Kanya Chori Ritual Full Vlog // #culture #odiavlog #viral

Day - 4 | Shrimad Bhagwat Katha With - Pujya Shri Indresh Ji Maharaj - Live - Ulhasnagar M.H

POWERFUL Krishna Beeja Mantra for Joy AND Prosperity | Nonstop | Mahakatha Meditation Mantras

ପୁରୀ ଶୀତଳଷଷ୍ଠୀ ଯାତ୍ରା ୨୦୨୬। ପନ୍ଚୁପାଣ୍ଡଵଙ୍କର ପନ୍ତି ଓ ବାବା ଜମ୍ବେଶ୍ୱରଙ୍କ ମନ୍ଦିର ବିଜେ

Millions on the streets of Tehran, all propaganda against Khamenei collapses

SASU BAHAHELA JWAINKU || Odiacomedy || Debata Tv Odia

