ସନାତନ ଧର୍ମ ମହାସଭା ଅନାହତ ଧୂନୀ ସ୍ଥାପନା ଓ ମହା ସମାବେଶ ଗ୍ରାମ:କପିଳେଶ୍ବର ପୁର ,ପୁରୀ
ଜୟ ଜଗନ୍ନାଥ ଜୟ ପଞ୍ଚସଖା **************************************** ବ୍ରହ୍ମ - ଜଗନ୍ନାଥ ଧର୍ମ -ସନାତନ ଅବତାର - କଳ୍କୀ ସନାତନ ଧର୍ମ ମହାସଭା ଅନାହତ ଧୂନୀ ସ୍ଥାପନା ଓ ମହା ସମାବେଶ ସ୍ଥାନ : ଶ୍ରୀଗୋପିନାଥଙ୍କ ପୀଠ , ସଖା ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ , କପିଳେଶ୍ୱରପୁର ଗ୍ରାମ, ଭାର୍ଗବୀ ନଦୀକୂଳ , ବ୍ରହ୍ମଗିରି , ପୁରୀ ସମୟ : ତା୦୩.୧୨.୨୦୧୭ରିଖ ( ରବିବାର ) ପଣ୍ଡୁ ପୂର୍ଣ୍ଣିମା , ସାରାରାତ୍ର ପୂର୍ବଦିନ ତ୦୨.୧୨.୨୦୧୭ ରିଖ ( ଶନିବାର ) , ଶୁଭାଧୁବାସ , ବିରାଟ କଳସ ଶୋଭାଯାତ୍ରା , ଦିବା ୩ ଘଟିକା ସମୟରେ ଭାର୍ଗବୀ ନଦୀରୁ ଶୁଭାରମ୍ଭ ହୋଇଥିଲା । ଆତ୍ମନ୍ , ଶ୍ରୀ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ , ପ୍ରସିଦ୍ଧ ଗୋପିନାଥଙ୍କ ପ୍ରାଙ୍ଗଣରେ ଗତ ତା ୦୩.୧୨.୨୦୧୭ ରିଖ ରବିବାର ଦିନ ଅନାହତ ଧୂନୀ ସ୍ଥାପନା , ସନାତନ ଧର୍ମ ମହାସଭା ଏବଂ ବିରାଟ ଜନସମାବେଶ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ଏହି ମହାନ୍ କାର୍ଯ୍ୟକ୍ରମରେ ସର୍ବେ ଯୋଗ ଦେଇଥିଲେ । ଗହଣ ଦଳର ମୁଖ୍ୟ ରାଜା ଶ୍ରୀ ନରସିଂହ ଦେବ ଓ ସଭାପତି ଡା . ସ୍ନେହଲତା ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । । ଆୟୋଜକ । ସାତଲହଡ଼ି ମଠ , ପୁରୀ ହରି ଚରଣେ ଯାର ଶ୍ରଦ୍ଧା । ତାକୁ ନଲାଗେ ଭବ ବାଧା ।। ହରି ଚରଣେ ରହୁ ମନ । ଅାଉ ଅନ୍ୟରେ କାହିଁ ଧ୍ୟାନ ।। ଆନନ୍ଦେ ବୋଲ ହରିହରି । ହରି କରିବେ ଭବୁପାରି ।। 🙏ହରିବୋଲ🙏 #ପଞ୍ଚସଖା_ଅତିବଡି_ଜଗନ୍ନାଥ_ଦାସଙ୍କ_ଜନ୍ମମାଟି_କପିଳେଶ୍ଵର_ପୁର_ପୁରୀ #ହରିବୋଲ_ସଗଂଠନ_ଧର୍ମ_ସନାତନ #ହରିବୋଲ_ସଂଗଠନ_ଧର୍ମ_ସନାତନ

BAJA BAJUCHHI RE BANA PHUTUCHHI RE || ORIGINAL SONG||ବାଜା ବାଜୁଛି ରେ ବାଣ ଫୁଟିଛି||@SANATAN DHARMA ODIA

ପଞ୍ଚସଖା ଭକ୍ତ ବଳରାମ ଦାସ ଗାଦିରେ ମହାନ୍ ସନାତନ ଧର୍ମ ମହାସଭା,ଲକ୍ଷ୍ମୀ ପୁରାଣ ପାଠ (ଭାଗ ୬)

ରତ୍ନ ଭଣ୍ଡାରରେ ଅଛି ଶତାଧିକ କଳିଙ୍ଗ ହୀରା !|Exclusive Interview With #CulturalLegacy Surendra Mishra |OR

ଚର୍ଚ୍ଚାରେ କାକଟପୁର ଘଟଣା | kakatpur je corruption case | pc news today |kakatpur news| odia news

#ମିଳିଗଲା ପଞ୍ଚସଖା ଙ୍କ ମିଳନ କ୍ଷେତ୍ର.. #

ବିଷ୍ଣୁଂକ ଦଶାବତାର ମିଛ, କହିଲେ ମହିମା ବାବା l Club Bhubaneswar l BestOdiaPodcast l BanasmitaPati I Viral

ଜଗନ୍ନାଥ ଙ୍କ କାହାଣୀ || ପ୍ରବଚନ || Jagannath story #story #video #jagannath

What If Sardar Patel Was India's First Prime Minister? | Gandhi, PoK, Kashmir & Hyderabad

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

Kahe Chandra bali dutiki chahi//singer-sunita//nitya rasa//@anantakesari

କଳୀ ଭବିଷ୍ୟ ପୁରାଣ ଗୀତ ମାଧ୍ୟ୍ୟମରେ କଣ୍ଠ-ପୁଷ୍ପାଞ୍ଜଳି ସନାତନଧର୍ମ ଗହଣଦଳ ବ୍ରହ୍ମ-ଏକାକ୍ଷର ମହାମେଳା- ଚିକରଡ଼ା

ଏଇଠୁ ରହିଛି ପାତାଳକୁ ବାଟ; ମୁଁ ଦେଖିଲି ଲୋକଙ୍କୁ ଦେଖେଇଲି || Taneswari Bana || Paatal Lok

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

DCP ଜଗମୋହନଙ୍କ ବଡ଼ ନିଷ୍ପତ୍ତି!ଏହି ଦୁଇଜଣଙ୍କ ପାଇଁ ଇସ୍ତଫା?

#ମାଳିକା ବର୍ଣ୍ଣିତ ବେଣୁ ଭକ୍ତ ଦେଲେ ସମ୍ବଳନଗ୍ର ର ଠିକଣା #

Golahata olata kunja//nitya rasa//@anantakesari

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

ଭାଗବତ କଥା 😊charan Ram das prabachana 😮 odia motivational story 😊

କାଠ ଗଡ଼ାରେ ପାଣ୍ଡିଆନ ! Court summons Naveen Patnaik | VK Pandian | sujata karthikeyan | Odia News

