ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁମୋ ହୃଦ ତୁମରି ପ୍ରେମରେ. #Odia#christian#song

ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ ମୋ ହୃଦ ତୁମରି ପ୍ରେମରେ ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ ମୋ ହୃଦ ତୁମରି ପ୍ରେମରେ ଖୋଜି ବୁଲେ ମୁହିଁ ଦିନରାତି ତୁମରି ସୁମଧୁର ପିରତି ଖୋଜି ବୁଲେ ମୁହିଁ ଦିନରାତି ତୁମରି ସୁମଧୁର ପିରତି ଏ ଶୁଷ୍କ ପରାଣେ ଏ ପାପୀ ଜୀବନେ ଢ଼ାଳି ଦିଅ ତବ କୃପା ବାରେ ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ ମୋ ହୃଦ ତୁମରି ପ୍ରେମରେ ଝୁଲିଅଛି ପ୍ରଭୁ କୁଶ ପରେ ତାରିବାକୁ ସର୍ବ ପାପୀ ନରେ ଝୁଲିଅଛି ପ୍ରଭୁ କୁଶ ପରେ ତାରିବାକୁ ସର୍ବ ପାପୀ ନରେ କରୁଣା ତୁମରି ପାଇ ପାପୀ ନର … ଅନନ୍ତ ଜୀବନ ଲାଭ କରେ ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ ମୋ ହୃଦ ତୁମରି ପ୍ରେମରେ ଆସ, ପ୍ରଭୁବର ମୋ ଆତ୍ମାର ରଖ ତୁମ ପ୍ରେମେ ମୋ ଅନ୍ତର ଆସ, ପ୍ରଭୁବର ମୋ ଆତ୍ମାର ରଖ ତୁମ ପ୍ରେମେ ମୋ ଅନ୍ତର ଦେଇ ଧନମନ ମୋ ସର୍ବ ଜୀବନ ପୂଜିବି ଚରଣେ ହେ ତୁମର .. ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ ମୋ ହୃଦ ତୁମରି ପ୍ରେମରେ ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ ମୋ ହୃଦ ତୁମରି ପ୍ରେମରେ ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ ମୋ ହୃଦ ତୁମରି ପ୍ରେମରେ ପୂଜିବି ଚରଣେ ହେ ତୁମର .. ବିରାଜ ମୋ ଅନ୍ତରେ, ଯୀଶୁ ଜଳିଉଠୁ ମୋ ହୃଦ ତୁମରି ପ୍ରେମରେ

The Guardian of this life / Pratipalaka Se Ehi Jibanara / Cover Song / Odia Christian Worship Song
▶︎

ହେ ସଦାପ୍ରଭୁ, ମୋ ଉପରେ ଦୟା କର#song #ଓଡ଼ିଆଭକ୍ତି #christian

ତୁମ ପାଇଁ ପ୍ରଭୁ 💥! Tuma Pain Prabhu! New Christian worship song 2026! Jesus My First love

ମନୁଷ୍ୟ ଆଦ୍ୟ ପ୍ରେମକୁ କିପରି ଭୁଲିଅଛି ? that you have left your first love." || Dr. RK Digal|| #Digal

ସ୍ନେହଶୀଳତାରେ ଦେଖାଯାଏ ଖ୍ରୀଷ୍ଟଙ୍କ ପ୍ରେମ || Dr. Rk Digal Odia Message

ହେ ମୋର ଉଦ୍ଧାରକର୍ତ୍ତା ଯୀଶୁ | Odia Christian Song | New Worship Song 2026

ଧନ୍ୟବାଦ ଯୀଶୁ | Jesus Song | Odia Christian Song | Valentine's Day Song | Spiritual Song

ବିରାଜ ମୋ ଅନ୍ତରେ#love #song#music#Christian

Pabitra Mahaprabhu He / New Odia Christian Song @AbhipsaCreation1

ତୁମେ ଜାଣିଛ କି? ଆଜିକାଲିର ମହିଳା ମାନେ କେମିତି ହେବା ଦରକାର? || Odia Massege || Speekar Santosh Gamanga

Human sagar new jejus  song/ human sagar new odia song /new Sambalpuri human sagar song

ପ୍ରଭୁ ଯୀଶୁଙ୍କ ଛଡା ଆଉ କାହା ଠାରେ ପରିତ୍ରାଣ ନାହିଁ ||  Message Rev. Kishore Chandra Digal

ପ୍ରଭୁ ଯୀଶୁ ଦେଖାଇ ଦେଲେ ସ୍ୱର୍ଗର ବାଟ | New Odia Christian Song | Jesus Song Odia

ମିଳିତ ଆତ୍ମିକ ଉଦ୍ଧିପନା ସଭା(ବିରାଗାଡ଼ା)-୨୦୨୬ | Rev. Santosh Kumar Gamango | Day-2 Full Video |

ମୋ ଯୀଶୁ ବିନା | Mo Jishu Bina | New Version DJ Remix | Odia Christian Song 2026 | Worship Remix

କୋଟି କୋଟି ଫୁଲେ#love #christian #ଓଡ଼ିଆ#song

ଅର୍ଥ ନ ଜାଣି ପ୍ରଭୁ ଶିଖାଇଥିବା ପ୍ରାର୍ଥନା କରନ୍ତୁ ନାହିଁ Odia Christian Message By Rev David Joshua

Prastuta Hua Re Mana | Cover Song | Odia Devotional Song | Lyrical Video

କି ଦେଇ ସୁଝିବି | Ki Dei Sujhibi Tuma Premara Pratidana | Cover Song | Odia Christian Devotional Song

ତପିର ମୁଁହ ବନ୍ଦ୍।।REV-KISHOR CHANDRA DIGAL।। ODIA CHRISTIAN MASSAGE ।।