କାରିଗର କହିଲେ କାହିଁକି ଲାଗିଲାନି ଟାହିଆ?Why Jagannath Pahandi Happened Without Tahia?Artist Reveal Truth

Why Lord Jagannath’s Pahandi Happened Without Tahia? Artisans Reveal the Real Reason | News18 Odia A major controversy and curiosity arose among millions of Jagannath devotees after the Holy Trinity's sacred Pahandi ritual took place without the grand traditional 'Tahia' (decorative headgear). To clear the air, the official Tahia craftsmen and servitors have stepped forward to reveal the real technical reason behind this unprecedented development. 🚨 The Real Reason Revealed by Artisans: • Torrential Rain Destruction: While carrying the heavy Tahia from the Matha to Goddess Lakshmi’s Jagamohana, the structure was completely caught in a heavy downpour. As per strict age-old traditions, the sacred Tahia cannot be covered with an umbrella or cloths during transit. • The 45-Minute Delay: The waterlogged Tahia was kept waiting at the Sata Pahacha (Seven Steps) for nearly 40 to 45 minutes, causing the delicate sponge wood (Sola), glue, and flowers to completely melt away and fall off. • Shri Anga Protection: Once the decorative elements melted, the sharp wooden bamboo frames and sticks inside the Tahia got exposed. Carrying the deities with these sharp protruding sticks could have severely injured the soft wooden idols (Shri Anga) of the deities. Therefore, prioritizing the physical safety of Mahaprabhu, the decision was taken to remove the sharp skeleton framework of the Tahia before the Pahandi. ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡି ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଟାହିଆ କାରିଗର । ଟାହିଆ ମଠରୁ ନେଇ ଲକ୍ଷ୍ମୀଙ୍କ ଜଗମୋହନକୁ ନେବା ବେଳେ ପ୍ରବଳ ବର୍ଷା ଜାରି ରହିଥିଲା । କୌଣସି ଛତା କିମ୍ବା ଘୋଡାଇ ଟାହିଆକୁ ନିଆଯାଏ ନାହିଁ । ତେଣୁ ସମ୍ପୂର୍ଣ୍ଣ ଭିଜି ଯାଇଥିଲା। ଲକ୍ଷ୍ମୀଙ୍କ ଜଗମୋହନରୁ ଟାହିଆ ପାଇଁ ଡାକରା ଆସିବାରୁ ସାତ ପାହାଚ ନେଇ ଯାଇଥିଲୁ । ସେଠାରେ ପ୍ରାୟ ୪୦ ମିନିଟରୁ ୪୫ ମିନିଟ ଅଟକିବା ପରେ ସମୂର୍ଣ୍ଣ ଭିଜି ଯାଇଥିଲା ଟାହିଆ । ଏହାପରେ ଏଥିରେ ଲାଗିଥିବା ସୋଲ, ଫୁଲ ଇତ୍ୟାଦି ଝଡ଼ି ଯାଇଥିଲା । ଫୁଲ ଆଦି ଝଡିଯିବା ପରେ କାଠିଗୁଡ଼ିକ ତୀକ୍ଷ୍ମ ଭାବରେ ବାହାରି ପହଣ୍ଡିରେ ଅସୁବିଧା କରିଥିଲା । ତେଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗର କ୍ଷତି ନହେବା ଏବଂ ସୁରକ୍ଷା ଦେବା ପାଇଁ ଟାହିଆର କାଠି ଅଂଶକୁ ଓହ୍ଲାଇ ଦିଆଯାଇଥିଲା #LordJagannathTahia #PahandiRitualPuri #TahiaArtisansReveal #ShriAngaSuraksha #News18Odia #JagannathCultureSecrets #PuriRathYatraRituals #RathaYatraControversy Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_KU

ଶରଧା ବାଲିରେ ୩ ରଥ...Puri Rath Yatra | Holy Trinity’s Goti Pahandi to Adapa Mandapa Today | Puri News
▶︎

ଶରଧା ବାଲିରେ ୩ ରଥ...Puri Rath Yatra | Holy Trinity’s Goti Pahandi to Adapa Mandapa Today | Puri News

Live : ଆଡପ ମଣ୍ଡପ ବିଜେ ସିଧା ପ୍ରସାରଣ Adapa Bije Puri  2026 || 18 july , 2026 II  ODISHA SAMBAD II
▶︎

Live : ଆଡପ ମଣ୍ଡପ ବିଜେ ସିଧା ପ୍ରସାରଣ Adapa Bije Puri 2026 || 18 july , 2026 II ODISHA SAMBAD II

ଖୋଲିବ ହୀରାକୁଦ ! Big Update: Hirakud Dam to Release First Floodwater | Mahanadi Water Level to Rise
▶︎

ଖୋଲିବ ହୀରାକୁଦ ! Big Update: Hirakud Dam to Release First Floodwater | Mahanadi Water Level to Rise

ଟାହିଆ ସାଧାରଣ ଅଳଙ୍କାର ନୁହେଁ,ଟାହିଆ ଖସିବା କି ବିପଦର ସଙ୍କେତ ନା ଏକ ଦିବ୍ୟ ରହସ୍ୟ ? କହିଦେଲେ ବାବା...
▶︎

ଟାହିଆ ସାଧାରଣ ଅଳଙ୍କାର ନୁହେଁ,ଟାହିଆ ଖସିବା କି ବିପଦର ସଙ୍କେତ ନା ଏକ ଦିବ୍ୟ ରହସ୍ୟ ? କହିଦେଲେ ବାବା...

କ୍ଷମା ମାଗିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ |Why Jagannath Pahandi Happened Without Tahia?Artist Reveal Truth
▶︎

କ୍ଷମା ମାଗିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ |Why Jagannath Pahandi Happened Without Tahia?Artist Reveal Truth

🔴EXCLUSIVE ମଠରେ ରହିଛି ଗୁପ୍ତ କୂଅ, ଅମୁଣିଆ ଘରକୁ ଜଗି ରହିଛନ୍ତି ହନୁମାନ Mysterious Well in RaghavadasMatha
▶︎

🔴EXCLUSIVE ମଠରେ ରହିଛି ଗୁପ୍ତ କୂଅ, ଅମୁଣିଆ ଘରକୁ ଜଗି ରହିଛନ୍ତି ହନୁମାନ Mysterious Well in RaghavadasMatha

ପ୍ରଭୁଙ୍କୁ ଦେଖିଛି ସତରେ | Exclusive Interview with Nrusingha Mahapatra | #otvdigital
▶︎

ପ୍ରଭୁଙ୍କୁ ଦେଖିଛି ସତରେ | Exclusive Interview with Nrusingha Mahapatra | #otvdigital

ଘଟଣା ପଛରେ ଥିଲା ଜଗନ୍ନାଥଙ୍କ ଲୀଳା Secrets of Jagannath Explained! Spiritual Spokesperson Mahesh Sahu
▶︎

ଘଟଣା ପଛରେ ଥିଲା ଜଗନ୍ନାଥଙ୍କ ଲୀଳା Secrets of Jagannath Explained! Spiritual Spokesperson Mahesh Sahu

କେମିତି ଭାଙ୍ଗିଲା ଟାହିଆ?..କହୁ କହୁ ସବୁ ସତ କହିଦେଲେ ସେବାୟତ | Why Did Lord Jagannath Appear Without Tahia?
▶︎

କେମିତି ଭାଙ୍ଗିଲା ଟାହିଆ?..କହୁ କହୁ ସବୁ ସତ କହିଦେଲେ ସେବାୟତ | Why Did Lord Jagannath Appear Without Tahia?

ପିଲାଙ୍କୁ ଧରି ନିମ୍ବୋଡା ଗୀତରେ ନାଚୁଥିଲେ ଇପ୍ସିତା,ଦୀପାଳି..କହିଦେଲେ ଶିଶୁ ସୁରକ୍ଷା ଅଧକ୍ଷ ଏବେ ମିଳିବ ଏହି ଦଣ୍ଡ
▶︎

ପିଲାଙ୍କୁ ଧରି ନିମ୍ବୋଡା ଗୀତରେ ନାଚୁଥିଲେ ଇପ୍ସିତା,ଦୀପାଳି..କହିଦେଲେ ଶିଶୁ ସୁରକ୍ଷା ଅଧକ୍ଷ ଏବେ ମିଳିବ ଏହି ଦଣ୍ଡ

Trying Odisha's Ghar Ka Khana | The Urban Guide
▶︎

Trying Odisha's Ghar Ka Khana | The Urban Guide

ଶ୍ରୀମନ୍ଦିର ବଡ଼ପଣ୍ଡା ସେବା କଣ? | Ramchandra Badapanda | Bhagyare Sebayata | RJ Anil
▶︎

ଶ୍ରୀମନ୍ଦିର ବଡ଼ପଣ୍ଡା ସେବା କଣ? | Ramchandra Badapanda | Bhagyare Sebayata | RJ Anil

Sujata Rout Visits Ailing BJD Veteran Prafulla Samal at Hospital, Meets Chandra Sarathi's Mother
▶︎

Sujata Rout Visits Ailing BJD Veteran Prafulla Samal at Hospital, Meets Chandra Sarathi's Mother

ମହାପ୍ରଭୁଙ୍କ ଟାହିଆ କୁଆଡ଼େ ଗଲା , ସବୁ ସତ କହିଦେଲେ କାରିଗର ! Lord Jagannath Missing Tahia mystery
▶︎

ମହାପ୍ରଭୁଙ୍କ ଟାହିଆ କୁଆଡ଼େ ଗଲା , ସବୁ ସତ କହିଦେଲେ କାରିଗର ! Lord Jagannath Missing Tahia mystery

ଲକ୍ଷ ଲକ୍ଷ ଭକ୍ତ ଆଉ କିଛି ସମୟ ପରେ...Lord Jagannath to Enter Adapa Mandap | Puri | RathYatra2026
▶︎

ଲକ୍ଷ ଲକ୍ଷ ଭକ୍ତ ଆଉ କିଛି ସମୟ ପରେ...Lord Jagannath to Enter Adapa Mandap | Puri | RathYatra2026

ଚାମେଲିଙ୍କ ହଇଚଇ...Chameli Ojha Resigns from BJP | Sarapanch | Mahakalpada | Odia News
▶︎

ଚାମେଲିଙ୍କ ହଇଚଇ...Chameli Ojha Resigns from BJP | Sarapanch | Mahakalpada | Odia News

'We've Never Seen Such a Crowd in England!' Foreign Devotee Awestruck at Puri Rath Yatra
▶︎

'We've Never Seen Such a Crowd in England!' Foreign Devotee Awestruck at Puri Rath Yatra

ସେବାୟତଙ୍କ ମୁହଁରେ ସତ ... କେମିତି ଭାଙ୍ଗିଲା ଟାହିଆ ? || Lord Jagannath's Tahia || Ratha Yatra 2026 || OR
▶︎

ସେବାୟତଙ୍କ ମୁହଁରେ ସତ ... କେମିତି ଭାଙ୍ଗିଲା ଟାହିଆ ? || Lord Jagannath's Tahia || Ratha Yatra 2026 || OR

ସେବାୟତରୁ ବଡି ବିଲଡର। Podcast with Mr Asia Pankaj Pratihari। ଶ୍ରୀମନ୍ଦିର ମହାଲକ୍ଷ୍ମୀ ସେବାୟତ ଖୋଲିଲେ ରହସ୍ୟ
▶︎

ସେବାୟତରୁ ବଡି ବିଲଡର। Podcast with Mr Asia Pankaj Pratihari। ଶ୍ରୀମନ୍ଦିର ମହାଲକ୍ଷ୍ମୀ ସେବାୟତ ଖୋଲିଲେ ରହସ୍ୟ

ରଥରୁ ଓହ୍ଲାଇବେ ମହାପ୍ରଭୁ...Lord Jagannath to Enter Adapa Mandap | Puri | RathYatra2026 | Odia News
▶︎

ରଥରୁ ଓହ୍ଲାଇବେ ମହାପ୍ରଭୁ...Lord Jagannath to Enter Adapa Mandap | Puri | RathYatra2026 | Odia News