ସରକାରୀ ଗୋଚର ଜମି ଦଖଲ ମାମଲାରେ ଓଡିଶା ହାଇକୋର୍ଟଙ୍କ ବଡ ରାୟ | ଜମି ଦଖଲ ଉଚ୍ଛେଦରୁ ମିଳିପାରିବ କି ସୁରକ୍ଷା? OPLE
OPLE Act ରେ ଉଚ୍ଛେଦ ପୂର୍ବରୁ ଜାଣନ୍ତୁ ହାଇକୋର୍ଟ କଣ କହିଲେ | ୩୦ ବର୍ଷ ଧରି ଦଖଲ ଥିଲେ ସରକାର ହଠାତ୍ ଉଚ୍ଛେଦ କରିପାରିବେ କି ? Odisha High Court Judgment 2026 | Banishree Vidya Mandir Case ଯଦି କେହି ଦୀର୍ଘ ୩୦ ବର୍ଷ ଧରି ସରକାରୀ ଜମି ଉପରେ ସ୍କୁଲ୍, ଘର ବା କୌଣସି ଲୋକହିତ ସଂସ୍ଥା ଚଳାଉଥାନ୍ତି… ସରକାର କଣ ହଠାତ୍ ଆସି ସବୁ ଭାଙ୍ଗି ଉଚ୍ଛେଦ କରିପାରିବେ? ଗୋଚର ଜମି ଉପରେ କେବେ settlement ବା regularisation ବିଚାର କରାଯାଇପାରିବ କି? 2026 ରେ ମାନ୍ୟବର ଓଡିଶା ହାଇକୋର୍ଟ Banishree Vidya Mandir v. State of Odisha case ରେ ଏହି ସବୁ ପ୍ରଶ୍ନ ଉପରେ ଗୁରୁତ୍ୱପୂର୍ଣ ରାୟ ଦେଇଥିଲେ। ଏହି ଭିଡିଓରେ ସହଜ ଭାଷାରେ ଆଲୋଚନା କରାଯାଇଛି — ✔️ ଗୋଚର ଜମି ମାମଲାରେ ହାଇକୋର୍ଟ କଣ କହିଲେ ✔️ OPLE Act ଅନୁସାରେ ଉଚ୍ଛେଦ ପ୍ରକ୍ରିୟା ✔️ Settlement pending ଥିଲେ କଣ ସୁରକ୍ଷା ମିଳିପାରେ ✔️ ୩୦ ବର୍ଷ ଧରି ଚାଲୁଥିବା ସ୍କୁଲ୍କୁ କୋର୍ଟ କାହିଁକି ସୁରକ୍ଷା ଦେଲେ ✔️ Jagpal Singh case କୁ ହାଇକୋର୍ଟ କେମିତି ବିଚାର କଲେ ✔️ ସାଧାରଣ ଲୋକ ଏହି ରାୟରୁ କଣ ଶିଖିପାରିବେ Important: ଏହି ଭିଡିଓ କେବଳ ସାଧାରଣ ଆଇନଗତ ଜ୍ଞାନ ଓ ଶିକ୍ଷାମୂଳକ ଉଦ୍ଦେଶ୍ୟ ପାଇଁ। ପ୍ରତ୍ୟେକ ମାମଲାର ତଥ୍ୟ ଓ ପରିସ୍ଥିତି ଭିନ୍ନ ହୋଇଥାଏ। ଆପଣଙ୍କ ବ୍ୟକ୍ତିଗତ ମାମଲା ପାଇଁ ଯୋଗ୍ୟ ଆଇନଜୀବୀଙ୍କ ପରାମର୍ଶ ନିଅନ୍ତୁ। Case Discussed: Banishree Vidya Mandir v. State of Odisha ଭିଡିଓଟି ଭଲ ଲାଗିଥିଲେ Like, Share ଓ Subscribe କରନ୍ତୁ। ଆପଣଙ୍କ ଅନୁଭବ ବା ପ୍ରଶ୍ନ comment ରେ ନିଶ୍ଚୟ ଲେଖନ୍ତୁ।

ସରପଞ୍ଚ ଚାମେଲିଙ୍କୁ ଭୟଙ୍କର ମାଡ଼ ! |Sarpanch Chameli Ojha Taken Into Custody By Mahakalapada Police

ସୁପ୍ରିମ୍ କୋର୍ଟଙ୍କ ବଡ଼ ରାୟ | ଯୋଗ୍ୟ ପରିସ୍ଥିତିରେ ସରକାରୀ ଜମିରେ ସେଟଲମେଣ୍ଟ ହୋଇପାରେ | OPLE Act Odisha

Ingeborga Dapkunaite: "They don't even know how happy I am"// "Tell Gordeeva"

ବାପାଙ୍କ ସମ୍ପତିରୁ ଝିଅର କେତେ ଏବଂ ପୁଅର କେତେ ? | EP- 37 | Property | Family relation | Dharitri

ମମତାଙ୍କୁ ବଡ଼ ଧୋକା! Saayoni Ghosh| Shatrughan Sinha| Rachana Banarjee | Mamata Banerjee | West Bengal

ଜମି ଦଖଲରୁ ମାଲିକାନା କେମିତି ମିଳେ? Adverse Possession କେସ୍ ଜିତିବା ପାଇଁ କେଉଁ ପ୍ରମାଣ ଦରକାର? Court କଣ ଦେଖେ

'ତହସିଲ ଯିବା ଦରକାର ନାହିଁ ଜମିରେ ନାଁ ଉଠିଯିବ' | Minister Suresh Pujhari’s Big Statement |Odisha Reporter

ସରପଞ୍ଚ ଚାମେଲିଙ୍କୁ ଉଠାଇଲା ପୋଲିସ|Sarpanch Chameli Ojha Taken Into Custody By Mahakalapada Police

“ଜମି ଦଖଲ କରିବା ଆଇନସମ୍ମତ? Adverse Possession Explained Clearly”Land property Law Explained in Odia

Ama Aain || ରାଜସ୍ବ ଆଇନ

Power BI FULL COURSE for Beginners | Learn Dashboards & Reports Fast!

Had the Law Minister Stayed Silent, CM Wouldn't Know | Nirbhay Gumar Katha

୮୦ ମସିହା ଜମି ଆଇନ ବଦଳିବ, ରାଜସ୍ବ ବିଭାଗ ପୁରୁଣା ଆଇନ ବଦଳେଇବ ! Revenue Min. Suresh Pujari, RERA act Bbsr.

ଜମି କିଣାବିକା ପାଇଁ ଆଉ ଟେନସନ ନାହିଁ | Odisha Revenue Minister Suresh Pujari On Land Purchase And Sale

ଆପଣ କେତେ ଜମି ରଖି ପାରିବେ ? ଅଧିକ ଜମି ଥିଲେ କଣ ହେବ ? Odisha Land Reforms Act 1960 | Land Law Odisha

ଭୋଟର ତାଲିକାରୁ କଟିଯିବ ନାମ ! Voter Names May Be Deleted in Odisha SIR Drive Ahead of 2029 Elections.

ସରକାରୀ ଜମିକୁ ଦଖଲ କରି ନିଜ ନାମରେ ରେକର୍ଡ କେମିତି କରିବେ। OPLE Act 1972 I Govt land to Private land conver

ଜମି କିଣିବା ପୂର୍ବରୁ ଦେଖନ୍ତୁ ନହେଲେ ହରାଇପାରନ୍ତି ଜମି ! Land Registration। Odisha। Bhubaneswar। #local18

BIG BREAKING | ଜମି ପଟ୍ଟା: ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା | Land Patta Online | Land documents | Odisha

