ଝୋ ଝୋ ବର୍ଷାରେ ଭିଜୁଛେ ଚାଷି ବୂପ୍ରାର୍ ଧାନ୍, ମୁଡେ ହାତ୍ ଦେଇକରି କାନ୍ଦୁଛେ ଚାଷୀ,ସରକାର୍ ବନ୍ଦ୍ କରିଦେଲେ ମଣ୍ଡି..
ରବି ଋତୁ ପାଇଁ ବରଗଡ ଜିଲ୍ଲାରେ ବନ୍ଦ୍ ହେଲା ଧାନ କିଣା ବିକା।ହେଲେ ଏବେବି ଜିଲ୍ଲାର ପଦ୍ମପୁର ,ଅତାବିରା ଓ ବରଗଡ ଆରଏମସି ଅଞ୍ଚଳରେ ପଡ଼ିରହିଛି ଲକ୍ଷ ଲକ୍ଷ ବସ୍ତା ଧାନ। ଚାଷୀଙ୍କୁ ସରକାର୍ ଦେଲେଣି ଟୋକନ୍, ଧାନ କିଣିବାକୁ ମଣ୍ଡିକୁ ଆସିଲେ ନାହିଁ ମିଲର୍ସ । ଖାଦ୍ୟ ଯୋଗାଣ ବିଭାଗ ଓ ମିଲର୍ସଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ହରଡ଼ଘଣାରେ ଜିଲ୍ଲାର 25 ହଜାର ଚାଷୀ । ସମସ୍ତ ଚାଷୀଙ୍କୁ ଟୋକନ୍ ମିଳିବ ବୋଲି ପ୍ରଶାସନ ଦେଇଥିଲେ ପ୍ରତିଶୁତି ।ହେଲେ ଧାନ କିଣାବିକା ସରିଗଲା ସରିଗଲା ହେଲେ ଚାଷୀଙ୍କୁ ମିଳିଲାନି ଟୋକନ୍। ବିକ୍ରି ହୋଇପାରିଲା ନାହିଁ କଷ୍ଟ ଉପାର୍ଜିତ ଧାନ ।ସେପଟେ ଗତ ବର୍ଷ ରବି ଋତୁରେ ଜିଲ୍ଲାରେ ଚାଷୀଙ୍କ ଠାରୁ ୬୩ ଲକ୍ଷ କ୍ୟୁଣ୍ଟାଲ ଧାନ ସରକାର୍ କିଣିଥିଲେ କିନ୍ତୁ ଏ ବର୍ଷ ସରକାର୍ ୫୮ ଲକ୍ଷ କ୍ୟୁଣ୍ଟାଲ୍ ଧାନ ଚାଷୀଙ୍କ ଠାରୁ କିଣି ମଣ୍ଡି ବନ୍ଦ କରିଛନ୍ତି ସରକାର୍। ବକେୟା କୋଡ଼ିଏ ଲକ୍ଷ କ୍ୟୁଣ୍ଟାଲ୍ ଧାନ ସିଧା ସଳଖ ମିଲରଙ୍କ ପାଖରେ ଖାଦ୍ୟ ଯୋଗାଣ ବିଭାଗ ଓ ଆରଏମସି ମିଶି ବିକ୍ରି କରିଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି। ସେପଟେ ବରଗଡରେ ପ୍ରବଳ ବର୍ଷା ଯୋଗୁଁ ମଣ୍ଡିରେ ଥିବା ଧାନ ବର୍ଷା ପାଣିରେ ମିଶି ତାହା ଗଜାରେ ପରିଣତ ହୋଇଛି। ଏବେ ପ୍ରଶ୍ନ ଉଠୁଛି ମଣ୍ଡିରେ ପଡିଥିବା ୫ ଲକ୍ଷରୁ ଅଧିକ କ୍ୟୁଣ୍ଟଲ ଧାନ କିଏ କିଣିବ ତାକୁ ନେଇ ଉଠିଛି ପ୍ରଶ୍ନ ଓ ଏହାକୁ ନେଇ ଚାଷୀଙ୍କ ମହଲରେ ଉଠିଛି ତୁମ୍ବି ତୋଫାନ୍। ଯେଉଁ ଚାଷୀ ଧାନ ବିକ୍ରି କରିଛନ୍ତି କିନ୍ତୁ ଦୁଇ ସପ୍ତାହ ବିତି ଯାଇଥିଲେ ବି ସେମାନଙ୍କୁ ମିଳିନି ଉଚିତ୍ ପ୍ରାପ୍ୟ । ଝୋ ଝୋ ବର୍ଷାରେ ଭିଜୁଛେ ଚାଷି ବୂପ୍ରାର୍ ଧାନ୍, ମୁଡେ ହାତ୍ ଦେଇକରି କାନ୍ଦୁଛେ ଚାଷୀ,ସରକାର୍ ବନ୍ଦ୍ କରିଦେଲେ ମଣ୍ଡି...

ସୁ ସୁ ଗର୍ଜନ କରି ମାଡ଼ିଆସୁଛି | Super Typhoon Bavi | Northern Mariana Islands | Cyclone News | N18G

ବରଗଡ ଭଟଲି ଛକ୍ ରେ ରାସ୍ତାରୋକ ଆନ୍ଦୋଳନ କଲେ ପବ୍ଲିକ୍, ମଦ୍ ଦୋକାନ ଖୁଲବାର୍ କେ ବିରୋଧ କରି କଲେ ରାସ୍ତାଜାମ୍ ....

🔴LIVE : ପୁଲିସ ଡିପାର୍ଟମେଣ୍ଟର ବହୁତ ଗୁମର ଖୋଲିଲେ ଆଇନଜୀବୀ ମୋନାଲିସା ଗନ୍ତାୟତ! ବଡ଼ ଖୁଲାସା| STV

ଗାଁ ଗଣ୍ଡା ବିଲ ବାଡି ସବୁ ବୁଡିଲା l ଚୁଲିରେ ପାଣି ପଶିଲା l ଝଡି ବର୍ଷା l Rainy Day & Odisha village life

ମଦ ଦୋକାନ ବନ୍ଦ ପାଇଁ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ // ବରଗଡ଼ ଭଟଲି ଛକ ବାସିନ୍ଦା #bargarh #news #rastaroko

SASU BAHAHELA JWAINKU || Odiacomedy || Debata Tv Odia

ବର୍ଷାରେ ଧାନ ଗଜା ହୋଇଗଲାନ ଟେନସନରେ ଚାଷୀ// ତୁଲଣ୍ଡି ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ #paddyprocument

ଚାଷୀ ହେବେ ଲାଭବାନ୍ ୨୦ ହଜାର୍ ଟଙ୍କା ରୁ ଆରମ୍ଭ ହେଉଛେ ପାୱାର ୱିଡ଼ର ବା ମିନି ଟ୍ରାକ୍ଟର

ଚାଇନାର ଗାଁ କେମିତି ଥାଏ ? ଚାଇନାରେ ଚାଷ କେମିତି ହୁଏ | China Village Life | Odia Vlog

ସମ୍ପର୍କ ରେ ଚିତା କାଟି ଦେଲେ ପିଇସା II MR GULUA II MR PRALAYA II NEW ODIA COMEDY II ODIA FUNNY VIDEO

How Puri Became India's First Drink From Tap City | Water From Source to Tap

ଚାକିରୀ କରାଇ ଦେବା ନାଁ'ରେ ନିରୀହ ଯୁବକ ଯୁବତୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଠକୁଥିଲା ଏଇ ଠକ ସଂସ୍ଥା

E20 ଇଥାନଲ୍ ମିଶ୍ରିତ ଇନ୍ଧନ ଭଲ ନା ଖରାପ, ଏହା ଗାଡ଼ିକୁ କ୍ଷତି ପହଞ୍ଚାଇବ କି? ଏହାର କୌଣସି ଲାଭ ଅଛି କି?

ବଲାଙ୍ଗିର ଜିଲ୍ଲା ମୁରୀବାହାଲ ବ୍ଲକ ଘୁସୁରାମୁଣ୍ଡା ଗାଁରେ ଅଭାବନୀୟ ଘଟଣା || BALANGIR NEWS

ଲଗାଣ ବର୍ଷା ଯୋଗୁଁ ଘରକୁ ପଶିଲା ପାଣି//ଜଳବନ୍ଦୀରେ ପଡାବାସୀ ଘରେ ଅlଣ୍ଟୁଏ ପାଣି #bargarh #rainwater #monsoon

8 July 2026 आज का टमाटर भाव टमाटर थोड़ा उछाल है Dhamdha Mandi Chhattisgarh #Rohansabjiwala #cg

ବରଗଡରେ ଚାକିରି ଦେବା ନାଁରେ ହଜାର ହଜାର ଟଙ୍କା ହଡ଼ପ୍, ଥାନାରେ ଅଭିଯୋଗ କଲେ ହୁଦେ ଜୁଆନ୍ ପିଲା ଟୁକେଲ୍.. ବଡ଼ ଖବର

ବ୍ରହ୍ମଗିରି ଥାଳି ହୋଟେଲରେ ଖାଇଲୁ 😋 l ବାଟରେ Acc*dent l ପୁରୀ ଓ କଟକରେ ଝଡି ବର୍ଷା l Brahmagiri Hotel l Puri

ବରଗଡ SP ଅଫିସ୍ ସାମ୍ନାନୁ ପିଡିତା ପରିବାର୍/ପୁଲିସ୍ ର ଏତକି ଅବହେଲା କାଏଁଯେ?ମୋର୍ ଝି ମତେ ଦରକାର୍ ଯେନ୍ତି ହେଉ

