ଆଜି ହିଁ ମୋତେ ଅନୁଭବ ହେଉଛି କେନ୍ଦ୍ରାପଡା ର ସ୍ଥାୟୀ ବାସିନ୍ଦା ପରି😃😃ବଳଦେବଜୀଉ ଙ୍କ ମନ୍ଦିର ବୁଲିଯିବା
Vlog - 50 ଆଜି ମୁଁ ଆପଣ ମାନଙ୍କ ସହିତ ଆମ କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିରର ଅପୂର୍ବ ଦୃଶ୍ୟ କରିଛି, ଦୟାକରି ଭିଡ଼ିଓ ଟିକୁ ଶେଷ ଯାଏ ଦେଖନ୍ତୁ ବହୁତ ମଜ୍ଜା କରିବେ, ଭିଡ଼ିଓ କୁ ବହୁତ Enjoy କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ , ଆଶା କରୁଛି ଆପଣ ଙ୍କୁ ମୋ ଭିଡ଼ିଓ ଟି ବହୁତ ଭଲ ଲାଗିବ , ଯଦି ମୋ ଭିଡ଼ିଓ ଟି ଆପଣ ମାନଙ୍କୁ ଭଲ ଲାଗୁଥାଏ ତାହେଲେ ଦୟାକରି ଭିଡ଼ିଓ କୁ like , comment ଓ ମୋ channel "ODIA VLOGS BY SAATHI" କୁ subscribe କରି ମୋତେ ଆପଣ ମାନଙ୍କ ଶ୍ରଦ୍ଧା , ଭଲ ପାଇବା ଆଉ ଆଶୀର୍ବାଦ ଦେବେ ବୋଲି ମୋର ଆଶା.... ମୁଁ ଓଡ଼ିଆ ଆଉ ମୋ ଭାଷା ଓଡ଼ିଆ କୁ ମୁଁ ବହୁତ ସମ୍ମାନ କରେ , ଆଉ ନିଜକୁ ଜଣେ ଓଡ଼ିଆ ଘର ର ଝିଅ ଓ ବୋହୁ ଭାବେ କାହାକୁ କହିବା ସମୟରେ ମୁଁ ମୋ ନିଜକୁ ବହୁତ ଗର୍ବିତ ଅନୁଭବ କରେ . ଖାସ ସେଥିପାଇଁ ମୁଁ ମୋର ସମସ୍ତ ଓଡିଶାବାସି ମାନଙ୍କ ସହିତ ଯୋଡି଼ ହୋଇ ରହିବା ପାଇଁ ଏହି vlogging channel create କରିଛି , ଆଶା କରୁଛି ଆପଣ ମାନେ ମୋତେ support କରିବେ , ରହୁଛି ଧନ୍ୟବାଦ ....ନମସ୍କାର ମୁଁ କିଏ | ଆସନ୍ତୁ ଜାଣିବେ ଆପଣଙ୍କ ପ୍ରଶ୍ନ ର ବହୁତ ସାରା ଉତର । My Intro https://www.youtube.com/watch?v=Tg5by... Follow me in Facebook -- / lipika.lipi.927 Follow me in Instagram -- / lipika.12345 Mail me -- [email protected] #baladevjewtemple #kendrapara #tulasikhetra #dailyodiavlog #travelvlogging #odiavlog #dailyvlog #odiabeauty #odiavloggerlipi #odiavlogsbysaathi #odiayoutuberlipi #odiajhia #odiabohu #odialifestyle #odishadairy #odiakhati

ମହାପ୍ରଭୁଙ୍କ ଟାହିଆ କୁଆଡ଼େ ଗଲା , ସବୁ ସତ କହିଦେଲେ କାରିଗର ! Lord Jagannath Missing Tahia mystery

Saw Chandabali Park for the first time // Odia vlogs

He attacks viewers live and harasses women I Rezo reacts

Don't want to go to school at all // Odia vlogs

આ વીડિયો દિલને સ્પર્શી જશે... જરૂરથી જુઓ!

🔴 Before You Leave, God Wants To Reveal Something That Could Change Your Life Forever Today

ଓଳାଶୁଣି ମେଳା ୨୦୨୫ ହୋଟେଲ ଖାଇବା l Chicken ବଢିଆ ହୋଇଛି l Olasuni Mela 2025 l Gouranga Nayak Odia Vlogs

दो अनाथ भाइयों की किस्मत | Do Anath Bhaiyo Ki Kismat | Hindi kahaniya | Parivarik Hindi Kahani

Selling Giant Black Pigs After 5 Months | Buying New Piglets to Raise

Jethalal Ne Fek Ke Mara Iyer Ko Nimbu ! |TMKOC Movies| Taarak Mehta Ka Ooltah Chashmah |

ଟାହିଆ ବିଭ୍ରାଟ ପଛରେ ଦୁଇଟି ବଡ କାରଣ ! ?Stampede In Ratha Yatra | Lord Jagannath Tahia | | odia news

Exploring Deep Tamil Nadu's Best Food 🇮🇳

FLOWER SHOW 2026 BHUBANESWAR // ODIA VLOGS

મારું સગું આવે એટલે જ તમને તકલીફ કેમ થાય છે? | Gujarati Short Film | Gujarati natak

🔴LIVE: ମୁଁ କେନ୍ଦ୍ରାପଡ଼ାରୁ ଲକ୍ଷେ ଲୋକ ନେଇକି ଯିବି ! ll FOCUS PLUS ||

An unforgettable day and my Savitri fast // Odia Vlogs // Odia Daily Life

Kisne Bola Jethalal Ko Lalchi ! | FULL MOVIE | Taarak Mehta Ka Ooltah Chashmah

Famous Biryani | Kabuli palw | Delicious Roasted Chicken |Afghan Street Food UnderTaliban Control.

Exclusive Interview With Puri Sebayata Ram Chandra DasMohapara || Puri ||OR

