ପତକାଲାଗି ଦର୍ଶନ କଲେ ମୋହ ନାଶ ଯାଏ (24-Jun)PATAKALAGI | JAY JAGANNATH TV
#jayjgannathtvlive #namitaagrawal #jagannathtemplelive "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sitaramagrawal #patitapaban_arati #patakalagidarshan #jagannathdham #ଜୟଜଗନ୍ନାଥଟିଭି #rathayatralive #purilive #jagannathpurilive #jaijagannathtv #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Shangar Arti Darshan 24-06-2026 - Vadtaldham

Milliarden fürs Ausland, Stillstand daheim: Kanzler blockiert die Wende -TE Wecker am 25 06 2026

LIVE | Jay Jagannath Tv | ଶ୍ରୀମନ୍ଦିର ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସିଧାପ୍ରସାରଣ | ଜୟ ଜଗନ୍ନାଥ ଟିଭି

ଡ୍ରୋନ୍ କରିବ ଚାଷ ଏମିତି Best Low Price Agriculture Aero Pioneer Drone sale in Odisha with Govt Subsidy

Very Powerful Morning Mantras to Remove Negative Energy 🌅 Ganesh Shiva Hanuman Vishnu Gayatri

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

ପତକାଲାଗି ଦର୍ଶନ କଲେ ମନରେ ଭରିଯାଏ ଆନନ୍ଦ | 21-Jun -PATAKALAGI FULL VIDEO | Jay Jagannath Tv

Südafrika – Südkorea Highlights | Gruppe A, FIFA WM 2026 | sportstudio

today's morning news odisha/25 june 2026/subhadra yojana online apply process/odisha news today

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace | Krishna Bhajan 2026

194 DIOS TE DICE HOY: DEJA DE ANGUSTIARTE, TODO ESTÁ EN MIS MANOS

🙏 ଜୟ ଜଗନ୍ନାଥ 🙏 ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ 🙏 || Jai Jagannath ||

BHAJAN SANDHYA, GEETA PARWIWAR , KALAHANDI

ମାଉସୀମା କିଏ ଜାଣିଲେ ଆଖିର ଲୁହକୁ ରୋକିପାରିବେନି ! Dhama Madhuri 32 | Dr. Ashutosh Prasad Mishra

🔴Live | ଓଡ଼ିଶା ପାଇଁ ବଡ଼ ଘୋଷଣା | Narendra Modi | Droupadi Murmu | Big Annoucement | Argus Digital

बुधवार स्पेशल भजन : ॐ गं गणपतये नमो नमः, वक्रतुंड महाकाय, सुखकर्ता दुखहर्ता, गणेश अमृतवाणी व आरती

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

Restore Your Nervous System 🌿 Relaxing Music & Nature Sounds for Deep Sleep and Stress Relief #2

