ଗାଈ ପାଳନରେ ସନ୍ତୁଳିତ ଖାଦ୍ୟର ଉପକାରିତା | Benefits of Balanced Ration
@RFISOdia ଗାଈ ପାଳନରେ ସନ୍ତୁଳିତ ଖାଦ୍ୟର ଉପକାରିତା | Benefits of Balanced Ration ନମସ୍କାର, ମୁଁ ଡ଼କ୍ଟର ପଦ୍ମାଳୟା ମେହେର, ପ୍ରାଣୀ ଓ ପୃଷ୍ଟି ବିଜ୍ଞାନ ବିଭାଗରେ ମୁଁ ଅଛି ସହକାରୀ ଅଧ୍ୟାପିକା, ଓଡିଶା କୃଷି ଓ ବୈଷୟିକ ବିଭାଗ ରେ ମୁଁ କାର୍ଯ୍ୟ କରୁଅଛି। ଆଜିର ବିଷୟବସ୍ତୁ ହେଉଛି ଗୋପାଳନ ରେ ଗୋଖାଦ୍ୟ ର ଉପକାରିତା । ପ୍ରଥମେ ଆମେ ଜାଣିବା ଉଚିତ ସୁଷମ ବା ଗୋସନ୍ତୁଳିତ ଖାଦ୍ୟ କାହାକୁ କୁହାଯାଏ, ଖାଦ୍ୟ ର ସମସ୍ତ ଉପାଦାନ ସଠିକ ମାତ୍ରା ରେ ରହିବା ତାକୁ ଆମେ ସନ୍ତୁଳିତ ଖାଦ୍ୟ ବୋଲି କହିଥାଉ। ଯେଉଁ ଖାଦ୍ୟରେ ବିଶେଷ କରି ଶ୍ୱେତସାର, ପୃଷ୍ଟିସାର, ସ୍ନେହସାର, ଖଣିଜ ଲବଣ ଏବଂ ଭିଟାମିନ ସଠିକ ମାତ୍ରା ରେ ରହିଥାଏ ତାହାକୁ ଆମେ ସାଧାରଣତଃ ସନ୍ତୁଳିତ ଗୋଖାଦ୍ୟ ବୋଲି କହିଥାଉ। ଏହି ଖାଦ୍ୟରେ ଆମେ 1% ଲୁଣ ବା ଯାହାକୁ ଆମେ common salt ବୋଲି କହିଥାଉ ତାକୁ ମିଶେଇବା ମଧ୍ୟ ଜରୁରୀ । ଖାଦ୍ୟରେ ଯେଉଁ ଭିନ୍ନ ଭିନ୍ନ ଉପାଦାନ ରହିଛି ସେଗୁଡିକ ର ମଧ୍ୟ ଉପକାରିତା ରହିଛି। ଆମର ଶ୍ୱେତସାର ଜାତୀୟ ଖାଦ୍ୟ ଯେଉଁ ରହିଛି ମକା, ଗହମ ଚୋକଡ ଆଦି ଗାଈ ଶରୀରରେ ଶକ୍ତି ବୃଦ୍ଧି କରିଥାଏ । ସେଇ ଭଳି ପୃଷ୍ଟିସାର ଜାତୀୟ ଖାଦ୍ୟ ଯେମିତି ଚୁନି ଜାତୀୟ ଖାଦ୍ୟ ବିରିଚୁନି, ମୁଗଚୁନି ଆଦି ଗାଈର ଶରୀର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ସ୍ନେହସାର ଜାତୀୟ ଖାଦ୍ୟ ଯେମିତି ବାଦାମ ପିଡିଆ, ସୋରିଷ ପିଡିଆ, ସୂର୍ଯ୍ୟମୁଖୀ ପିଡିଆ ଆଦି ଖାଦ୍ୟ ଗାଈ ଶରୀର ରେ ଆସୁଥିବା କ୍ଷୀର ରେ fat ଅଂଶ ବଢ଼େଇ ଥାଏ । ଶେଷରେ ଯେଉଁ ଲବଣ ଜାତୀୟ ବା ଭିଟାମିନ ରହିଛି ଏହା ଗାଈ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼େଇ ଥାଏ। ଯଦି ଗୋଖାଦ୍ୟରେ ସମସ୍ତ ଉପାଦାନ ଠିକ ରହି ନଥାଏ ତେବେ ଗାଇଟି ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହେବାର ସମ୍ଭାବନା ରହିଛି ଏବଂ ତାର କ୍ଷୀର ଉତ୍ପାଦନ କ୍ଷମତା ମଧ୍ୟ କମିଯିବ। ସନ୍ତୁଳିତ ଗୋଖାଦ୍ୟ ବିଷୟରେ ଆମେ ଜାଣିବା ଦରକାର, ଗୋଟେ ଗାଈର କ୍ଷୀର ଉତ୍ପାଦନ କ୍ଷମତା କୁ ନେଇକି ତାକୁ ଗୋଖାଦ୍ୟ ଦେବା ଜରୁରୀ । ଯେଉଁ ଚାଷୀ ଦାନା ମାଧ୍ୟମରେ ଗାଈ କୁ ପୋଷଣ ଯୋଗେଇ ପାରୁ ନାହାନ୍ତି ସେମାନେ ଘାସ ମାଧ୍ୟମରେ ପୋଷଣ ଯୋଗେଇ ପାରିବେ। ପୃଷ୍ଟିସାର ଜାତୀୟ ଘାସ ଯେମିତିକି ଲୁସନ, ବରଗୁଡ଼ି ଆଉ ଶ୍ୱେତସାର ଘାସ ଯେମିତି କି ହାତୀଆ ଘାସ ଏହି ସବୁ ଗାଈ କୁ ଦେଇ ପାରିବେ ।

Storchennest Live Webcam in Bad Salzungen, Thüringen

1st lactation ଗାଈ ଦେଉଛି 10 litre କ୍ଷୀର 🥰!! pankaj Dairy Farm at Baripada 📞8018001773

ମୋର ପ୍ରୟ ଭାଇ ଓ ବନ୍ଧୁ ଓ ସାଙ୍ଗ ମାନେ ଗାଈ ରଖିବା କଣ ପାଇଁ

ଜେରା ବେଳେ ଓମ୍ ମାନିଗଲା ସତ? | ତଦନ୍ତରେ ନୂଆ ଖୁଲାସା! ll FOCUS PLUS ||

ଲିଙ୍ଗ ନିରୂପିତ ଶୂକ୍ରାଣୁ ଦ୍ୱାରା ଗାଈର କୁତ୍ରିମ ପ୍ରଜନନ

ଭାରତର ପରମାଣୁ ଦେଖି ପାକିସ୍ତାନରେ ଆଲର୍ଟ ! Nuclear Arsenal | SIPRI Report Reveals | India vs Pakistan

“Sanjeevani” Sujata Set for BJD Entry ! | Nirbhay Gumar Katha

Persona 5 Ambience - Beneath the Mask (rain) (instrumental) - 1 hour with rain

🔴 LIVE Barred Owl Nest Cam 🦉 | Post-Fledge Updates & Owl Activity

ចាកចេញពីទីក្រុងផ្ដើមក្ដីស្រមៃ ចិញ្ចឹមសត្វតាមជើងភ្នំរស់នៅជាមួយធម្មជាតិ | កម្មវិធីក្ដីស្រមៃខ្ញុំ

Floral Art Screensaver For Your TV | Screensaver Flowers | Wallpaper Flowers | TV Wallpaper

🔴 24/7 Relaxing Park Ambience: Birds, Water & Sunshine for Stress Relief

Medical White Molecular Background video | Footage | Screensaver

ବିଧାୟକମାନେ ଦେଖ , ଏବେ ଟିକିଏ ଶିଖ || MLA Sanjali Murmu Donates Her Own Salary for Patients || OR

Khari Crop Planning | Date 25-05-2026 | Time 11 :00 AM

ଘର ଜ୍ବାଇଁଆକୁ କେମିତି ସାବାଡ଼ କରାଯିବମୋତେ ଭଲକି ଜଣା ଅଛି || SANCHAR LIVE

Smart Bajra Farming: From Variety Selection to Field Management | Date 09-05-2026 | Time 05:00 PM |

LIVE: Pressekonferenz der AfD-Fraktion - Diese Woche im Bundestag

ଭାରତର ପରମାଣୁ ଦେଖି ପାକ୍ ଛାନିଆ ! India Overtakes Pakista Nuclear Power | India Vs Pakistan |Odia News

