ମେନୋପଜ୍ ସମୟରେ କ’ଣ ଖାଇବେ? | Diet for Menopause in Odia | Sushree Tapaswini Das
#MenopauseDiet #OdiaHealthTips ମେନୋପଜ୍ ସମୟରେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ମେନୋପଜ୍ ସମୟରେ ଶରୀରରୁ କ୍ୟାଲସିୟମ୍, ଆଇରନ୍ ଓ ପ୍ରୋଟିନ୍ର ଆବଶ୍ୟକତା ହୋଇଥାଏ। ତେଣୁ ଶରୀରକୁ ସଠିକ ପୋଷଣର ଆବଶ୍ୟକତା ରହିଛି। ଆସନ୍ତୁ ଡାଏଟିସିଆନ୍ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ ଜାଣିବା। ଏହି ଭିଡିଓରେ ରହିଛି, ମେନୋପଜ୍ ସମୟରେ କେଉଁ ଭଳି ଖାଦ୍ୟ ଖାଇବେ? (0:00) କ୍ଷୀର ଜାତୀୟ ଖାଦ୍ୟ ଖାଉନଥିବା ମହିଳା କ'ଣ ଖାଇବେ? (6:01) ମେନୋପଜ୍ ବେଳେ ଓଜନ ବୃଦ୍ଧିକୁ ରୋକିବେ କିପରି? (7:05) Menopause is a natural biological process that marks the end of a woman's menstrual cycle. While it is a normal part of aging, it can bring about certain health issues and changes in the body due to hormonal changes. It is important to pay more attention to diet at this time. What to eat & avoid during Menopause? Let’s know more from Sushree Tapaswini Das, a Dietician. In this Video, What to eat during Menopause? in Odia (0:00) What to eat if you are intolerant to milk products? in Odia (6:01) How to control weight during Menopause? in Odia (7:05) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ମେନୋପଜ୍ ପୂର୍ବରୁ ଓ ପରେ ଯତ୍ନ: କେମିତି ନେବେ? | Care during Menopause in Odia | Dr Harpreet Kaur

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

Stay Fit | Watch to know about Symptoms, meaning of Menopause

Fatty Liver Explained: Causes, Symptoms & Best Ayurvedic Solution | Dr. Devangi Jogal | JOGI Ayurved

Asanas for Menopause || Pearls of Wisdom

କ୍ୟାଲସିୟମ୍ ଅଭାବ କେମିତି କରିବେ ଦୂର? | Calcium Deficiency in Odia | Dr Sudhanshu Sekhar Sethi

ପରିସ୍ରାପୋଡ଼ା - କାହିଁକି ହେଉଛି? | Dr Priyabrata Das on Burning Urination (Dysuria) in Odia

ବାରମ୍ବାର ଗ୍ୟାସ୍: କୌଣସି ରୋଗର ଲକ୍ଷଣ ନୁହେଁ ତ? | Treatment of Gastritis in Odia | Dr Motij Kumar Dalai

The No.1 Menopause Doctor: They’re Lying To You About Menopause! Mary Claire Haver

The BEST of Faraway Village Traditional Mountain Cooking In 4K!

ଟାହିଆ ବିଭ୍ରାଟ ପଛରେ ଦୁଇଟି ବଡ କାରଣ ! Stampede In Ratha Yatra | Lord Jagannath Tahia | | odia news

ଗର୍ଭନଷ୍ଟକୁ ନେଇ ଭୁଲ ଧାରଣା | Understanding Miscarriage: Myths and Facts | Dr Nihar Ranjan Bhoi

Why Didn't Lord Jagannath Come to the Grand Road? | Nirbhay Gumar Katha

Fix Your Gut, Fix Your Skin | Doctor Explains || Dr. Shubham Vatsya ||

Menopause & Diet । 40 की उम्र के बाद डाइट में शामिल करें ये सुपरफूड्स जो हार्मोन हैल्थ रखेंगे ठीक

ଫର୍ଟିଲିଟି ଯାଞ୍ଚ ପାଇଁ କେଉଁ ପରୀକ୍ଷା କରିବେ? | Fertility Test in Odia | Dr Nihar Ranjan Bhoi

Doctor says warnings on menopause treatments led to "decades of misinterpretation"

କାହିଁକି ଅଭିନୟ ଓ ଓଡ଼ିଶା ଛାଡିଲେ ମିଠି ? | EP-168 | Podcast With Popular Actress Lipsa Satpathy

6 Science-Backed Nutrition and Fasting Tips for Women

