ଘରର କାମ୍‌ବୁତା ଆର ପାଠପଢା ସାଙ୍ଗେ କପଡା ବୁନା ଲାଗି କେନ୍ତା ସମିଆଁ କାଢୁଛନ୍‌

ସମ୍ବଲପୁରୀ ଶାଢି କି କପଡା ବୁଣାବୁଣିର କଥା ଆଏଲେ ବରଗଡ଼ ଜିଲ୍ଲା କଥା ମନକେ ଆସିଥିସି । ଜିଲ୍ଲାର ଗାଁ ଗାଁନେ ରହିଛନ୍ ବୁଣାକାର ପରିବାର ଯେନମାନେ ନିଜର କୂଲ ବେଉଷାକେ ଆଏଜ ଭିଲ୍ ଧରିକରି ରଖିଛନ୍ । ଲସ୍‌ତଲା ଗାଁର ଗୁଟେ ବୁଣାକାର ପରିବାରକୁଁ ଆମେ ଭେଟିଥିଲୁ । ପ୍ରାୟ ସବୁ ବୁଣାକାର ପରିବାରର ସବୁ ସଦସ୍ୟ ଇ କାମେ ଲାଗିଥିସନ୍ ହେଲେ ବହୁତ୍ କମ୍ ମହିଲା ବୁଣାକାର ରହିଛନ୍ ଯେନମାନେ କି ମଙ୍ଗାନେ ଶାଢୀ ବୁନିଥିସନ୍ । ଇ ପରିବାରନେ ରହିଛନ୍ ହେନ୍ତା ଜନେ ଟୁକେଲ୍ ବୁନାକାର । ଯେ କି ଇହାଦେ କଲେଜନେ ପାଠପଢୁଛନ୍ ଆର ଘରେ ଶାଢୀ ବୁନାବୁନି ଭିଲ୍ କରୁଛନ୍ । ଇ କାମ୍ ସେ କେନ୍ତା ଶିଖଲେ ଆର କାହାରଠାନୁ ଶିଖଲେ ସେସବୁ ବାବଦେ ଜାନମା ପହରାର ଆଜିର ଇ ଭିଡିଓନେ । About Us! ପହରା, ଆମର ସମିଆ ଆର ସମାଜର ଦର୍ପନ। ଆମର ତିହାର ବାହାରର ଉସନାଖି, ଆମରଘର,ପରିବାର ଆର ସମ୍ପର୍କର ଗହକି। ପହରା, ଆମର ଉଷତ ଆନନ୍ଦର କଥାନି। ଆମର ଭାଷାଥି, ଆମକୁ କହେବେ ଆମର ନନୀ। ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା। ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର। ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି । ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା। ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ। ପହରା, ଆମର ଭାଷାଥି ଆମର ତୁଲସୀ ଚଉରା। Subscriber If you are watching this video on Youtube, Like our page if you are on Facebook and Stay Connected with Awesome Sambalpuri Videos! Contact Us:- [email protected] If you finds your content in our videos! Thanks & Regards www.Paharaa.com #ସମାଜ #ସଂସ୍କୃତି #ସମାଚାର

ସମ୍ବଲପୁରୀ କପଡା ବନାବାର୍ ଲାଗି କେତେ ପରିଶ୍ରମ ଲାଗୁଛେରେ ବୁଆ😮DETAIL PROCESS OF PRODUCING SAMBALPURI CLOTH
▶︎

Inside a Sambalpuri Handloom Weaving Factory || Making Of Sambalpuri Pata Saree || Sonepur || Odisha

An Eminent Tie and Dye Artist Smt.SUKANTI MEHER.(ବାନ୍ଧକଲା) MATIR KALA

ନୂଆ ଶାଢ଼ୀ ବୁଣା ସିଖିଲେ? #sambalpurivlogs #bunkarpila #newsareemeking #villagevlog #trendingherobikash

ସମ୍ବଲପୁରୀ ଶାଢି କେନ୍ତା ବୁଣା ହୁଏ? || Samalpuri sadhi kemiti buna hue|| ଇତାକେ କାଣା କହିସନ୍#boudiavlogger

These animals are released into the wild for the first time

Bargarh News: ପାୱାର୍ ଲୁମ୍ ଲଗେଇକରି କପଡ଼ା ବୁନୁଛନ୍... ୫୦ ଲୋକକୁ ରୋଜଗାର୍ ଦେଇଛନ୍...

No Pension, No Hope? Elderly Left Struggling II ମାସ୍ ମାସ୍ ଭତ୍ତା ନାଇଁ!

Cerdo de 120KG al Mercado | 6 Meses de Crianza y Nuevos Lechones

The process of making a table tennis racket for only one person. Korean table tennis racket maker.

Sambalpuri Sadhee Weaving: Unveiling the Secrets! ବୁଣାକାମ କେନ୍ତା ହେସି //  sambalpuri sadhee #weavers

କେନତା କରି ମଗା ଗାଡସନ #sambalpurivlogs #reallifevlogs #sambalpurisaree #villagerlifestyle #reallifevlo

Powerloom
▶︎

Powerloom

Bate Ghate - Ep 05 | ବାନ୍ଧ ଶାଢ଼ୀର ଗାଁ | Maniabandha Saree | Bandhakala | Bandha Pata Saree

Sambalpuri Masterpiece Weaving (Day-3) | Traditional Ikat Saree Making | Real Weaver Life

Why Was He Treated This Way? What’s Happening in Odisha? ଏନ୍ତା ଚାଲିଛେ ଲୁକଙ୍କର ସରକାର!

The process of making Arimatsu-Shibori. A young craftsman who inherits traditional crafts.

ବିହା ଲଗନ ଆସଲା ସମ୍ବଲପୁରୀ ଶାଢ଼ୀ ଦାମ ଶସ୍ତା ହେଲା | Barpali | Anil Meher Sambalpuri Saree

10 Hidden Social Rules in Germany Nobody Warns You About!

ECU is MESSING WITH HOLGER! 😮‍💨
▶︎

ECU is MESSING WITH HOLGER! 😮‍💨