Patakalagi Darshan26 Julଆଜି ହଳଦିଆ ରଙ୍ଗର ପତାକାଲାଗି Puri Jagannath Temple Dhwaja Paribarttan
✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ହଳଦିଆ ରଙ୍ଗର ପତକାଲାଗି ✨ 📅 26-Jul-2026– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ହଳଦିଆ ରଙ୍ଗର ପତକା ପରିବର୍ତ୍ତିତ ହେଲା। 🏛️ ଏହି ପତକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ 📺 ଘରେ ବସି LIVE ଦେଖନ୍ତୁ — Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ 🙏 ଜୟ ଜଗନ୍ନାଥ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । #patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha ଜୟ ଜଗନ୍ନାଥ! 🙏 ଶୁଣନ୍ତୁ ଭକ୍ତଙ୍କ ଦିବ୍ୟ ଏବଂ ଅତ୍ୟନ୍ତ ଆବେଗପୂର୍ଣ୍ଣ ଅନୁଭୂତି—ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ କୃପା, ଭକ୍ତି ଓ ଅଲୌକିକ ଅନୁଭବର କଥା ଆପଣ ଶୁଣିପାରିବେ ଅନେକ ଭକ୍ତମାନଙ୍କଠୁ | Please Like, Share and Subscribe to Jay Jagannath Bhakta! 🔔 ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ପ୍ରତିଦିନ ମହାପ୍ରଭୁଙ୍କ ମହିମା ଶୁଣନ୍ତୁ। 📡 Watch “JAY JAGANNATH TV” on DTH: ================================== Tataplay – Channel 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ===================================== Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates and darshan : ========================================= Facebook: / jayjagannathtv Instagram: / jayjagannathtv YouTube: / @jayjagannathtvofficial Twitter: https://x.com/JayJagannathTV #JayJagannathBhakta #JagannathTVBhakta #JayJagannathTvBhakta #JayJagannathTvLive #JagannathDhamPuri #JayJagannathTvBhaktaLive #PuriJagannathTemple #ShriJagannathDarshan #MangalAartiLive #JagannathShringar #PuriRathYatraLive #JagannathBhajan #OdishaTempleLive #DailyDarshanPuri #JaiJagannath2025 #JagannathSayanDarshan #PuriMandirAarti #JagannathFlagChange

🔴 𝐍𝐢𝐥𝐚𝐝𝐫𝐢 𝐁𝐢𝐣𝐞 𝟐𝟎𝟐𝟔 𝐋𝐈𝐕𝐄 | ନୀଳାଦ୍ରି ବିଜେର ଦିବ୍ୟ ଦର୍ଶନ | 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 𝐓𝐕

ମହାପ୍ରଭୁଙ୍କ ଦିବ୍ୟ ଅଧରପଣା ନୀତି Jay Jagannath TV

तू ना संभाले तो हमें कौन संभाले | Jagannath Chaka Nain | Jagannath Puri Bhajan | Jagannath Bhajan

ଶ୍ରୀମନ୍ଦିର ରତ୍ନସିଂହାସନ କଥା ll EP- 29ll Podcast with Sudarshan pujapanda samanta || Kalinga TV

ଗୀତା ଶୁଣନ୍ତୁ, ସମସ୍ତ ଦୁଃଖ ଦୂର ହେଇଯିବ| Geeta Saar |Shree Krishna motivational speech|#krisnamotivation

ଇଏ ଆଉ ଜଣେ ସାଲବେଗ, ଜଗାକୁ କହିଲେ ଏମିତି @artharttv

Climbing *215* ft daily to change Jagannath’s flag! Untold Story | The Hindu Project EP 2

ଆଜି26 07 2026ରଥରେ ବଡ଼ବାଡ଼ ସାମନ୍ତଙ୍କ ମଙ୍ଗଳ ଆଳତୀ Today's Mangala Alati Jay Jagannth Tv

🔴LIVE |'Adhara Pana' Ritual Of Lord Jagannath, Lord Balabhadra And Devi Subhadra | OTV

ଅଧରପଣାରେ ଭାଙ୍ଗିଲା ବଡ଼ଖିଆଙ୍କ ବଡ଼ହାଣ୍ଡି Jay Jagannath TV

ମହାପ୍ରଭୁଙ୍କ ଅଧରପଣା ପାଇଁ ଚାଲିଛି ପ୍ରସ୍ତୁତି Jay Jagannath TV

ମାଡ଼ି ଆସୁଛନ୍ତି ଭୂତପ୍ରେତ | Adhara Pana Live From Puri | Jay Jagannath | Puri Rath Jatra 2026

RATHA YATRA 2026 SPECIAL - Jagannath Puri Temple Miracles & Mysteries with Dr Surya Roy | ST 202

तू ना संभाले तो हमें कौन संभाले | Jagannath Chaka Nain | Jagannath Puri Bhajan | Jagannath Bhajan

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି | Lord Jagannath's Sacred Adharapana Ritual Performed

ଆଷାଢ଼ ଶୁକ୍ଳ ଦ୍ଵାଦଶୀରେ ଅଧର ପଣା Jay Jagannath TV

ଶ୍ରୀଜଗନ୍ନାଥ ଓ ଶ୍ରୀଶ୍ରୀଠାକୁରଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ? | ଜାଣନ୍ତୁ ପ୍ରକୃତ ସତ୍ୟ Jagannath o Sri Sri Thakur

Adharapana Niti Update | Adhara Handi Breaking on Jagannath Rath

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

