ପୋଲ ଭାଙ୍ଗିବା ପରେ ନିଦ୍ରାରେ ପ୍ରଶାସନ! ଦୁର୍ଦ୍ଦଶା ଭୋଗୁଛନ୍ତି ୬ ଗାଁ | Broken Bridge Crisis in Baipariguda
#ଭଙ୍ଗା_ପୋଲକୁ_ଭୁଲିଗଲା_ପ୍ରଶାସନ Broken Bridge Turns into Lifeline Crisis for Six Villages in Baipariguda ଭଙ୍ଗା ପୋଲ କୁ ଭୁଲିଗଲା ପ୍ରଶାସନ l ବର୍ଷା ଦିନ ଆସିଲେ ବଢିଛି ଲୋକଙ୍କ ଦୁର୍ଦଶା l ଭଙ୍ଗା ପୋଲର ଏପାଖରେ ଜୀବନ, ସେପାଖରେ ଜୀବିକା । ବାଧ୍ୟ ହୋଇ ଏଠି ପ୍ରତିଦିନ ଲୋକେ ଜୀବନକୁ ବାଜି ଲଗାଇ ଯାତାୟତ କରନ୍ତି । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଚିପାକୁର ପଂଚାୟତର କ୍ରିଶାଲ ଗାଁ ରେ ଏଭଳି ସମସ୍ୟା ଉପପୁଜିଛି l ଗତ ବର୍ଷ ବର୍ଷାରେ କ୍ରିଶାଲ ଗାଁ ରାସ୍ତାରେ ୨ ଟି ପୋଲ ଭାଂଗିଥିବା ବେଳେ ଏ ପର୍ଯ୍ୟନ୍ତ ମରାମତି ହୋଇନାହିଁ l ପଞ୍ଚାୟତରୁ ବିଛିନ୍ନ ହୋଇପଡ଼ିଛି ୬ଟି ଗାଁ l ପୋଲ ସମସ୍ୟା କୁ ନେଇ ବିଡ଼ିଓ କହିଛନ୍ତି ଅତି ଶୀଘ୍ର ମରାମତି କରାଯିବ #BrokenBridge #VillageIsolation #MonsoonCrisis #RuralInfrastructure #OdishaVillage #BridgeCollapse #DevelopmentIssues #PublicProblems #OdishaNews #RuralConnectivity #BreakingNews #prameyanews7 Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube: / prameyanews7odia Twitter: / news7odia Facebook: / news7odia Instagram: / prameyanews7 Podcast: • News7 Podcast Playlists :- Doctor's Pathshala: • Doctor's Pathshala ରୋଜଗାର: • ROJAGAR | ରୋଜଗାର | News7 Odia Maganna Oligi: • Maganna Oligi ଆରୋଗ୍ୟମ: • Arogyam ବଜାର News: • ବଜାର News | Bazar News ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh Biswas Abiswas Andhabiswas: • Biswas Abiswas Andhabiswas Face To Face: • Face To Face Ebe Bi Rahasya: • Ebe Bi Rahasya Explore Odisha Season 3: • Explore Odisha Season 3 Breakfast Odisha: • Breakfast Odisha News7 Digital Special Stories: • Digital Special Stories #PrameyaNews7 #News7 #OdishaNews

Bulldozer Action in Bhubaneswar | Illegal Shops Removed Along Patia-KIIT Road

Ghamasan || ମହାନଦୀ ପାଇଁ ଫିଟୁଛି କି ବାଟ ? || Mahanadi Water Dispute || PrameyaNews7

'ମଁ IPS ଚାକିରି ଛାଡ଼ିଲି କାହିଁକି' ! DCP Jagmohan Meena | Bhubaneswar IPS | Odisha Police | Odia News

୭ବର୍ଷ ପରେ ଫିଟିଲା ବାଟ, ମହାନଦୀ ଜଳ ପ୍ରବାହ ଓ ଡ୍ୟାମ ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ର ବଡ଼ ବୈଠକ | Mahanadi Row

ଭିଜିଲାନ୍ସ ହାବୁଡ଼ରେ ଖଣି ଏବଂ ଜଙ୍ଗଲ ବାବୁ, ଘରୁ ବାହାରୁଛି ଖାଲି ସୁନା, ଟଙ୍କା ! | Vigilance Raid

Another Low-Pressure System May Trigger Heavy Rain in Odisha from July 12

ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଲା ବିଜେପି,କଂଗ୍ରେସ ଗଡ଼ରୁ ଆରମ୍ଭ କଲା ଅଭିଯାନ | Panchayat Election

ମୁଁ IIC, ତୋ ରଙ୍ଗ ଛଡ଼ାଇଦେବି | Odisha Reporter

No More Fines! Odisha Govt To Directly Seize Vehicles Without Fitness!

SASU BAHAHELA JWAINKU || Odiacomedy || Debata Tv Odia

ଓଡ଼ିଶା ଉପକୂଳରେ ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି? ଗଞ୍ଜାମରୁ ପାରାଦୀପ ପର୍ଯ୍ୟନ୍ତ ଟ୍ରଲର ଚଳାଚଳ

Bhubaneswar DCP Jagmohan Meena Breaks Silence After Resignation | Watch

Trump addresses NATO amid Iran strikes

ସବୁ ଯୋଗ୍ୟତା ଥାଇ SIRରେ ବାଦ୍! | SIR Exclusion Sparks Debate Despite Full Eligibility | Malkangiri News

Search Underway For Missing Cargo Plane Near Pakistan

Man Builds A SECRET Cliff SHELTER Under HUGE Rock | Relaxing ASMR @Luxon Bushcraft

Trump says he'd be 'greatest communist in history'

Trump says temporary peace deal with Iran is over after US launches military strikes

Temporary ceasefire with Iran is over

