ତଳିପାଦ ଓ ଗୋଇଠି ଯନ୍ତ୍ରଣା କମିବ ସହଜରେ#heelpain#odiahealthtips
ଅସହ୍ୟ ତଳିପାଦ ଓ ଗୋଇଠି ଯନ୍ତ୍ରଣା କମିବ ସହଜରେ #heelpain #heelpainrelief #heelpaintreatment #odiahealthtips #drsenapati #footpain #anklepain #anklepainrelief #plantarfasciitis #plantarfasciitisrelief ପାଦ ଓ ଗୋଇଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ ବିନା ଔଷଧରେ ବିଭିନ୍ନ କାରଣ ପାଇଁ ଗୋଇଠି ଏବଂ ପାଦରେ ଯନ୍ତ୍ରଣା ହୋଇଥାଏ। ଯେପରିକି ୟୁରିକ୍ ଏସିଡ୍ ଶରୀରରେ ବଢ଼ିଯାଇଥିଲେ, ଫ୍ଲାଟ୍ ଫୁଟ୍ ଥିଲେ ଏଭଳି ଅନେକ କାରଣ ଯୋଗୁଁ ଗୋଇଠି ଏବଂ ପାଦରେ ଯନ୍ତ୍ରଣା ହୋଇପାରେ। ଏହି ଯନ୍ତ୍ରଣାରୁ ଉପଶମ କିପରି ପାଇବେ? ଅଧିକ ସମୟ ଛିଡ଼ା ହୋଇ ରହିଲେ ସାଧାରଣତଃ ଗୋଇଠି ଯନ୍ତ୍ରଣା ହୋଇଥାଏ। କିନ୍ତୁ ଏହା ବିଶ୍ରାମ ନେବା ଦ୍ୱାରା ଭଲ ହୋଇଯାଇଥାଏ। କିନ୍ତୁ କେତେକ କ୍ଷେତ୍ରରେ ଗୋଇଠି ଯନ୍ତ୍ରଣା ଅଧିକ ଦିନ ଧରି ଲାଗିରହିଥାଏ, ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଜରୁରୀ। ତେବେ ଗୋଇଠି ଯନ୍ତ୍ରଣାର କାରଣ କ’ଣ? ଏହା କେମିତି ଭଲ ହେବ? ଆସନ୍ତୁ , ଜାଣିବା। ଏହି ଭିଡିଓରେ ରହିଛି, ଗୋଇଠି ଯନ୍ତ୍ରଣାର କାରଣ କ’ଣ? ଗୋଇଠି ଯନ୍ତ୍ରଣାର ଚିକିତ୍ସା ଗୋଇଠି ଯନ୍ତ୍ରଣାକୁ ରୋକିବେ କିପରି? Heel pain is the physical discomfort on the back or the underside of the heel that may make walking uncomfortable or difficult. Heel pain is more likely to occur in people who do a lot of jumping, walking, and physical activity. What are the main causes of Heel Pain? Let's know more. In this Video, Causes of Heel Pain, in Odia Treatments of Heel Pain, in Odia Prevention of Heel Pain, in Odia Subscribe Now & Live a Healthy Life! ଆମେ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ଏଠାରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। We does not provide medical advice. Content on this channel is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. Hello this is Dr Shiba Prasad senapati at present working at SCB medical College and hospital Cuttack making such health related videos on common health problems for public awareness and their treatment. Watch my videos Do like and share with your family members and friends Don't forget to subscribe our channel for more such videos. Thank you 🙏

Best Exercises for Foot & Ankle Pain Relief: Fix Your Pain in Minutes!

ଗୋଇଠି ବଥାର କାରଣ ଜାଣନ୍ତୁ ଓ ଏଥିରୁ ମୁକ୍ତି ପାଇବା ପାଇଁ ସମ୍ପୁର୍ଣ୍ଣ ଘରୋଇ ଉପଚାର ଜାଣନ୍ତୁ / Dr Chandan Patra

ତଳିପାଦ ଦରଜ: କ’ଣ କରିବେ? | Plantar Fasciitis in Odia | Foot Pain | Prof Dr Jyoti Ranjan Parida

Morning #heelpain ? Causes & Simple Treatment Explained!

Why Your Feet Hurt When You Wake Up in the Morning | ସକାଳୁ ଉଠୁ ଉଠୁ ତଳି ପାଦ କାଟୁଛି କି |Stay Fit

Quick & Easy Exercises for FOOT PAIN Relief!
![How To Fix Plantar Fasciitis Pain [You’re Doing It Wrong]](https://i.ytimg.com/vi/BQOJa9o-j8g/hqdefault.jpg?sqp=-oaymwEjCNACELwBSFryq4qpAxUIARUAAAAAGAElAADIQj0AgKJDeAE=&rs=AOn4CLCQM0sBhpXUf0nQZDsd96eLFNrR5Q)
How To Fix Plantar Fasciitis Pain [You’re Doing It Wrong]

Heel Pain in the Morning? Plantar Fasciitis Treatment Explained with Home Remedies & Best Exercises

ଆଣ୍ଠୁ ରୋଗର ଚିକିତ୍ସା Knee Pain Treatment Bhubaneswar | Dr. Sandeep Singh | News18 Podcast Manas Dash

Do you know why your heel hurts? Dr Rajendra Sahoo | Swasthya Sambad

ପାଦ,ଗୋଇଠିରେ ଯନ୍ତ୍ରଣା କାହିଁକି ହୁଏ ଓ ସେଥିପାଇଁ କ'ଣ କରିବେ? | Tips for How to get Relief from Foot pain

Heel Pain Symptoms, Causes & Relief Methods || एड़ी में दर्द लक्षण, कारण और प्रभावी राहत के तरीके

ତଳିପାଦ ଯନ୍ତ୍ରଣା ହେଉଛି କି ? #HeelPain Causes and Treatment | Dr. Rajendra Sahoo

କାହିଁକି ବଢେ ୟୁରିକ ଏସିଡ ? | Uric Acid, Kidney Stones & Joint Pain | Dr. Jyotiranjan Parida | AROGYAM

Fix Plantar Fasciitis Fast - Foot Pain Gone (50+)

ସ୍ନାୟୁଗତ ରୋଗ ଲକ୍ଷଣ ଓ ସମାଧାନ...Neurological Problems and Treatment | Brain & Nerve Health Explained

ଗୋଇଠି ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Heel Pain in Odia | Causes & Treatments | Dr Rajendra Sahoo
![Fix Your Plantar Fasciitis Heel Pain [PERMANENTLY]](https://i.ytimg.com/vi/Hmet9woSPpQ/hqdefault.jpg?sqp=-oaymwEjCNACELwBSFryq4qpAxUIARUAAAAAGAElAADIQj0AgKJDeAE=&rs=AOn4CLAyGSr_L3Q7-dCMiCp3kgTamFVgXQ)
Fix Your Plantar Fasciitis Heel Pain [PERMANENTLY]

Suffering From Heel Pain? Heel Pain Treatment at Home @DrSandeepSinghofficial

