Viral ସରପଞ୍ଚ 🛑📢

( ବ୍ରେକିଙ୍ଗ ନୀୟୁଜ ) ODISSA PUBLIC VOICE PARADEEP ର ଏକ ରିପୋର୍ଟ। ଚେମେଲୀ ସରପଞ୍ଚ.... ମହିଳା ସରପଞ୍ଚଙ୍କୁ ବ୍ଲକ ପରିସରରୁ ଉଠାଇନେଲା ପୋଲିସ - ଏସପି କହିଲେ ଅଭିଯୋଗ ହୋଇନି ! Kendrapada -- କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ମହାକାଳପଡ଼ା ବ୍ଲକ ପରିସରରୁ ଉଠାଇନେଲା ମହାକାଳପଡ଼ା ପୋଲିସ ! କିଛି ଦିନ ପୂର୍ବେ ଜବରଦଖଲ ଉଛେଦକୁ ନେଇ ତିଖିର ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ମହାକାଳପଡ଼ା ତହସିଲଦାର ଓ ମାର୍ଶାଘାଇ ପୋଲିସ ଉପରେ ବର୍ଷୀଥିଲେ ! ଏହି ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହୋଇଥିଲା ! ତେବେ ପଂଚାୟତ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ପଂଚାୟତରେ ଉନ୍ନତି ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା କୁ ନେଇ ପ୍ରତିଦିନ ସୋସିଆଲ ମିଡିଆରେ ଚାମେଲି ନିଜର ମତାମତ ରଖି ମହାକାଳପଡ଼ା ବିଡ଼ିଓ ଓ ତହସିଲଦାରଙ୍କ ସମେତ ମାର୍ଶାଘାଇ ଥାନା ବିରୁଦ୍ଧରେ ସଚେତନ କରାଉଥିଲେ ! ଯାହାକୁ ନେଇ କିଛି ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହୋଇଥିଲେ ! ତେବେ ଗୁରୁବାର ଚେମେଲୀ ମହାକାଳପଡ଼ା ବ୍ଲକକୁ ଯାଇ ବିଭିନ୍ନ ଦପ୍ତରରେ କର୍ମଚାରୀ ଓ ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ନେଇ ପ୍ରଶ୍ନ କରିବା ପରେ ବ୍ଲକ ପରିସରରେ ଉତ୍ତେଜନା ଦେଖାଦେଇଥିଲା ! ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ମହାକାଳପଡ଼ା ଥାନାକୁ ଫୋନ ଯିବା ପରେ ମହାକାଳପଡ଼ା ପୋଲିସ ମହିଳା ସରପଞ୍ଚ ଚାମେଲି ଓଝା ଓ ତାଙ୍କ ଭାଇଙ୍କୁ ଉଠାଇ ନେବା ପରେ ଚାମେଲି ନିଜ ମୋବାଇଲରେ ଫେସବୁକ ଲାଇଭରେ ଆସି ନ୍ୟାୟ ଭିକ୍ଷା କରିଛନ୍ତି ! ତେବେ ଏସମ୍ପର୍କରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ କୁହନ୍ତି ଏସମ୍ପର୍କରେ କୌଣସି ଅଭିଯୋଗ ହୋଇନି ତଦନ୍ତ ଚାଲିଛି ।🚨🚨 🔴 Headline :ପୋଲିସ ଗାଡ଼ିରେ ଭାଇରାଲ ସରପଞ୍ଚ ଚାମେଲି ଓଝା! ଭିଡିଓ ହେଲା ଭାଇରାଲ୍ 🚨📝 :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଚର୍ଚ୍ଚିତ ତଥା ମହିଳା ସରପଞ୍ଚ ଚାମେଲି ଓଝାଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ବର୍ତ୍ତମାନ୍ ସେ ମେଡିକାଲ୍ ବେଡ୍ ରେ ଥିବା ଭିଡିଓ ଆମର ହସ୍ତଗତ ହୋଇଛି #Odissapublicvoiceparadeep #ChameliOjha #KendraparaNews #BreakingNews #OdishaPublicVoice #ParadeepNews #ViralSarpanch #OdiaNews #Mahakalapada

Satyapatha: କାଳ ହେବ ଚମେଲୀଙ୍କ ଚିଠି | Tikhiri Sarpanch Chameli Ojha Case Triggers Political Row
▶︎

ସାବାସ୍ ଚମେଲୀ | Odisha Sarpanch Chameli Ojha Attacked | Mahakalapada | Satyapatha News | Odia News

ଗରିବଙ୍କ ପାଇଁ ଲଢ଼ୁଥିବା ମହିଳା ସରପଞ୍ଚଙ୍କ ଭିଡ଼ିଓ ଭାଇରାଲ୍ ; ସାହସୀ ସରପଞ୍ଚ ଚେମେଲୀ ଓଝା | Kendrapara News

ଚାମେଲି ଙ୍କୁ ଆକ୍ରମଣ ବିରୋଧରେ ଏକାଠି ହେଲେ ଅନ୍ୟ ସରପଞ୍ଚ। kendrapara, Justice for Sarpanch Chameli Ojha.

Most INSANE Street Food in Cambodia !!!
▶︎

Most INSANE Street Food in Cambodia !!!

ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ସମୁଦ୍ର ଭିତରେ ସତର୍କ ହେଲେ ଟିମ l PARADEEP POLICE l @A1odia

ଫସିଲେ ଚାମେଲି ! |Sarpanch Chameli Ojha case | Chameli arrest |Sarpanch vs BDO| Kendrapara|

ଘରର ପୁଅକୁ ଟେକି ନେଇଗଲେ ଦୁବୁର୍ତ୍ତ କାନ୍ଦୁଛନ୍ତି ପରିବାର ଶୁଣୁନି ପୋଲିସ l KENDRAPARA SON l @A1odia

Ronaldinho Gaucho Goals That SHOCKED The World

The Invention That Changed the Bicycle Industry! By a Farmer

#Exclusive #TimesOdia ମହିଳା ସରପଞ୍ଚ ଚାମେଲୀଙ୍କ ଜୀବନ ବିପଦରେ, ||Kendrapara

ପାରାଦ୍ୱୀପ ପିଆଇସିଟି ବର୍ଥରେ ସର୍ଭେ କର୍ମଚାରୀଙ୍କ ଉପରେ ଚଢ଼ିଗଲା ଫର୍କ ଲିଫ୍ଟ ଗାଡି

How Traore is Magically Growing Real Apples in  Desert?

ନେତା ମାଡ଼ ଖାଇଲେ ହିରୋ ହୁଏ... || Chameli Ojha || Special Report || Debasis Story

Millions Don’t Know! Put The Sim Card in a Charger and Enjoy

When Animals Think No One’s Watching 😂 Backyard Edition

ରୁନା ବାହାଘର ପୂର୍ବରୁ ବାପା ବନେଇଲେ ରଜ ଦୋଳି / Rupa Pin2 Khushi

Beautiful bride 13 years old. Groom 14 years old. Luxurious gypsy wedding. Russia

See How a 453kg Giant Bluefin Tuna Is Flawlessly Carved in Seconds

Indian Student Caught RED HANDED in a STING Operation in America