ଚାମେଲୀ ଓଝାଙ୍କୁ ନ୍ୟାୟ ଦାବିରେ, ପୁରୀ ଜିଲ୍ଲା ସରପଞ୍ଚ ମହାସଂଘର ଆନ୍ଦୋଳନ | Sarpanch Chameli Ojha Controversy

#ନ୍ୟାୟ_ଦିଅ_ନହେଲେ_ତେଜିବ_ଆନ୍ଦୋଳନ Puri District Sarpanch Mahasangh's Protest for Justice to Chameli Ojha ପୁରୀରେ ଚାମେଲୀ ଓଝା। କେନ୍ଦ୍ରାପଡ଼ା ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏବଂ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ବିରୋଧ କରିଛି ପୁରୀ ଜିଲ୍ଲା ସରପଞ୍ଚ ମହାସଂଘ। ଯଥାଶୀଘ୍ର ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ଏବଂ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ପୁରୀ ଜିଲ୍ଲା ସରପଞ୍ଚ ମହାସଂଘ। ଆଜି ପୁରୀ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ଏନେଇ ଏକ ଦାବିପତ୍ର ପୁରୀ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଏହି ପ୍ରତିବାଦ ପ୍ରଦର୍ଶନ କାର୍ଯ୍ୟକ୍ରମରେ ନିଜେ ସରପଞ୍ଚ ଚାମେଲୀ ଓଝା ସାମିଲ୍ ହୋଇଥିଲେ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ଜିଲ୍ଲା ସରପଞ୍ଚ ସଂଘର ସଦସ୍ୟ ମାନେ ବିକ୍ଷୋଭ ଏବଂ ଧାରଣା ପ୍ରଦର୍ଶନ କରିଥିଲେ। ସରପଞ୍ଚ ଚାମେଲୀ ଓଝାଙ୍କୁ ଶିଘ୍ର ନ୍ୟାୟ ପ୍ରଦାନ କରାନଗଲେ ଆଗାମୀ ଦିନରେ ଆହୁରି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି #chameliojha #odishanews #crimenews #prameyanews7 #odishapolitics #justiceforchameli #kendrapara #policeinvestigation #puri #protest Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube:    / prameyanews7odia   Twitter:   / news7odia   Facebook:   / news7odia   Instagram:   / prameyanews7   Podcast:    • News7 Podcast   Playlists :- Doctor's Pathshala:    • Doctor's Pathshala   ରୋଜଗାର:    • ROJAGAR | ରୋଜଗାର | News7 Odia   Maganna Oligi:    • Maganna Oligi   ଆରୋଗ୍ୟମ:    • Arogyam   ବଜାର News:    • ବଜାର News | Bazar News   ବିଜନେସ ବିଶେଷ:    • ବିଜନେସ ବିଶେଷ | Business Bisesh   Biswas Abiswas Andhabiswas:    • Biswas Abiswas Andhabiswas   Face To Face:    • Face To Face   Ebe Bi Rahasya:    • Ebe Bi Rahasya   Explore Odisha Season 3:    • Explore Odisha Season 3   Breakfast Odisha:    • Breakfast Odisha News7   Digital Special Stories:    • Digital Special Stories   #PrameyaNews7 #News7 #OdishaNews

ଓଡ଼ିଆରେ ଭାଷଣ ଦେଲେ ମୋଦି | PM Modi Odia Speech | PM Modi Odisha Visit | Mayurbhanj Rairangpur
▶︎

ଓଡ଼ିଆରେ ଭାଷଣ ଦେଲେ ମୋଦି | PM Modi Odia Speech | PM Modi Odisha Visit | Mayurbhanj Rairangpur

Kendrapara Sarpanch Association Stages Major Protest Over Alleged Police Action on Chameli Ojha
▶︎

Kendrapara Sarpanch Association Stages Major Protest Over Alleged Police Action on Chameli Ojha

Silver City Struggles After 1st Monsoon | ପ୍ରଥମ ମୌସୁମୀ ବର୍ଷାରେ ଭାସିଲା କଟକ, ପାଖାପାଖି ୬ ରୁ ୭ ଘଣ୍ଟା...
▶︎

Silver City Struggles After 1st Monsoon | ପ୍ରଥମ ମୌସୁମୀ ବର୍ଷାରେ ଭାସିଲା କଟକ, ପାଖାପାଖି ୬ ରୁ ୭ ଘଣ୍ଟା...

ରାଷ୍ଟ୍ରପତିଙ୍କ ଗାଁ ବୁଲିଲେ ପ୍ରଧାନମନ୍ତ୍ରୀ | PM Narendra Modi Visits President Droupadi Murmu's Village
▶︎

ରାଷ୍ଟ୍ରପତିଙ୍କ ଗାଁ ବୁଲିଲେ ପ୍ରଧାନମନ୍ତ୍ରୀ | PM Narendra Modi Visits President Droupadi Murmu's Village

SUDHANSHU@8 : ଫୋକସ ଷ୍ଟୁଡିଓରେ କାନ୍ଦି ପକାଇଲେ ଚାମେଲୀ | Exclusive Interview |
▶︎

SUDHANSHU@8 : ଫୋକସ ଷ୍ଟୁଡିଓରେ କାନ୍ଦି ପକାଇଲେ ଚାମେଲୀ | Exclusive Interview |

ଚାମେଲି ଦେଲେ ଲିଷ୍ଟ, ଭୁବନେଶ୍ୱରରୁ ପୁଣି ଜଣଙ୍କୁ ଗିରଫ କଲା ପୋଲିସ... ଚିନ୍ତାରେ ସମସ୍ତେ...
▶︎

ଚାମେଲି ଦେଲେ ଲିଷ୍ଟ, ଭୁବନେଶ୍ୱରରୁ ପୁଣି ଜଣଙ୍କୁ ଗିରଫ କଲା ପୋଲିସ... ଚିନ୍ତାରେ ସମସ୍ତେ...

Chameli Ojha Takes Fight to PM Modi, Writes 4-Page Letter Seeking Justice | Kalinga TV
▶︎

Chameli Ojha Takes Fight to PM Modi, Writes 4-Page Letter Seeking Justice | Kalinga TV

🚨ଚାମେଲି ମାମଲାରେ ବଡ଼ ଆକ୍ସନ,ମୋଦି ଆସିବା ପୂର୍ବରୁ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।🔥📩 Chameli Ojha l OS
▶︎

🚨ଚାମେଲି ମାମଲାରେ ବଡ଼ ଆକ୍ସନ,ମୋଦି ଆସିବା ପୂର୍ବରୁ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।🔥📩 Chameli Ojha l OS

CM Mohan Charan Majhi Highlights Odisha Government's Two-Year Achievements
▶︎

CM Mohan Charan Majhi Highlights Odisha Government's Two-Year Achievements

ଚାମେଲିଙ୍କ ପାଇଁ ମୁହାଁମୁହିଁ | Maidan re Bhauja | Sarpanch Chameli | Kendrapara News Odia News
▶︎

ଚାମେଲିଙ୍କ ପାଇଁ ମୁହାଁମୁହିଁ | Maidan re Bhauja | Sarpanch Chameli | Kendrapara News Odia News

PM Modi Visits President Droupadi Murmu's Native Village Pahadpur in Mayurbhanj
▶︎

PM Modi Visits President Droupadi Murmu's Native Village Pahadpur in Mayurbhanj

ମନ୍ତ୍ରୀ ଅଫିସରଙ୍କ କାତ ନାହିଁ | The Quiver
▶︎

ମନ୍ତ୍ରୀ ଅଫିସରଙ୍କ କାତ ନାହିଁ | The Quiver

ଚାମେଲିଙ୍କୁ ନ୍ୟାୟ ଦେବା ପାଇଁ ସରପଞ୍ଚ ସଂଘ ପକ୍ଷରୁ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର
▶︎

ଚାମେଲିଙ୍କୁ ନ୍ୟାୟ ଦେବା ପାଇଁ ସରପଞ୍ଚ ସଂଘ ପକ୍ଷରୁ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭୁବନେଶ୍ୱରରେ ବାୟୋଗ୍ୟାସ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚ୍ଚଆଲରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ...
▶︎

ଭୁବନେଶ୍ୱରରେ ବାୟୋଗ୍ୟାସ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚ୍ଚଆଲରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ...

ମୋଦି କରୁଛନ୍ତି ବଡ଼ ଘୋଷଣା | PM Modi Speech At Mayurbhanj |President Droupadi Murmu Village|Odia News
▶︎

ମୋଦି କରୁଛନ୍ତି ବଡ଼ ଘୋଷଣା | PM Modi Speech At Mayurbhanj |President Droupadi Murmu Village|Odia News

ଚାମେଲିଙ୍କ ପଞ୍ଚାୟତରେ ଆରମ୍ଭ ହୋଇଗଲା ହିସାବ ନିକାସ, ଫଶିଯିବେ ଚାମେଲି ନା ଧରାପଡିବେ BDO
▶︎

ଚାମେଲିଙ୍କ ପଞ୍ଚାୟତରେ ଆରମ୍ଭ ହୋଇଗଲା ହିସାବ ନିକାସ, ଫଶିଯିବେ ଚାମେଲି ନା ଧରାପଡିବେ BDO

A Week Later, BJP MLA Targets Atanu | Nirbhay Gumar Katha
▶︎

A Week Later, BJP MLA Targets Atanu | Nirbhay Gumar Katha

ମିଳିବ ମାଗଣା ବିଜୁଳି | PM Modi Big Announcement From Mayurbhanj | Surya Ghar Yojana |Free Electricity
▶︎

ମିଳିବ ମାଗଣା ବିଜୁଳି | PM Modi Big Announcement From Mayurbhanj | Surya Ghar Yojana |Free Electricity

ଭୁବନେଶ୍ୱରରେ ଚାଞ୍ଚଲ୍ୟ, ସରକାରୀ ଡାକ୍ତର ସୁନ୍ଦରୀ ମହିଳାଙ୍କୁ ଦୁ-ଷ୍କ-ର୍ମ କରି ନେଇଗଲେ ଲକ୍ଷାଧିକ ଟଙ୍କା  I
▶︎

ଭୁବନେଶ୍ୱରରେ ଚାଞ୍ଚଲ୍ୟ, ସରକାରୀ ଡାକ୍ତର ସୁନ୍ଦରୀ ମହିଳାଙ୍କୁ ଦୁ-ଷ୍କ-ର୍ମ କରି ନେଇଗଲେ ଲକ୍ଷାଧିକ ଟଙ୍କା I

PM Modi Arrives at Pahadpur in Mayurbhanj Ahead of Historic Meeting with President Murmu
▶︎

PM Modi Arrives at Pahadpur in Mayurbhanj Ahead of Historic Meeting with President Murmu