ବିକାଶ ଅଭାବର କରୁଣ ଚିତ୍ର, ରାସ୍ତା ପାଇଁ ହେଉନି ବାହାଘର | Bad Road Connectivity Disrupts Marriage Prospects
#ରାସ୍ତା_ପାଇଁ_ହୋଇପାରୁନି_ବାହାଘର ! ଗାଁକୁ ଭଲ ରାସ୍ତା ନଥିବାରୁ ଫେରି ଯାଉଛି ବାହାଘର ପ୍ରସ୍ତାବ। ଏଠି ବାହାଘର ହେଲେ ବର ଓ କନ୍ୟାଙ୍କୁ କାନ୍ଧରେ ବସାଇ ନିଆଯାଇ ଥାଏ ବାହାଘର ମଣ୍ଡପକୁ l ଏଠି ୨୦୨୬ ମସିହାରେ ମଧ୍ୟ ଦେଖିବାକୁ ମିଳେ ୧୯୪୭ ମସିହାର ଦୃଶ୍ୟ । ନେତାଙ୍କ ଘର ଆଗରେ ପକ୍କା ରାସ୍ତା । ହେଲେ ଏହି ଗାଁର ପୁଅମାନଙ୍କୁ କାଦୁଅ ପଚପଚ ରାସ୍ତା ପାଇଁ କେହି ଝିଅ ଦେବା ପାଇଁ ମଙ୍ଗୁ ନାହାନ୍ତି l ଅନେକ ପୁଅମାନେ ଅବିବାହିତ ମଧ୍ୟ ରହୁଛନ୍ତି , ଗର୍ଭବତୀ ମହିଳା ମାନଙ୍କ କଥା କହିଲେ ନ ସରେ । ଅନେକ ସମୟରେ ସାଙ୍ଗୀ ଭାରରେ ରୋଗୀମାନେ ବୁହାହୋଇ ଯିବା ନଜିର ରହିଛି l ବିକାଶ ସମସ୍ତଙ୍କ ପାଇଁ ,ନାଁ କେବଳ VIP ମାନଙ୍କ ପାଇଁ ? ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚରଦିଆ ପଞ୍ଚାୟତ ଧୃଵପଲି ଗାଁର ମଣ୍ଡଳସାହିରେ #PoorRoads #RoadConnectivity #VillageDevelopment #MarriageCrisis #RuralInfrastructure #OdishaVillage #SocialIssue #RuralIndia #DevelopmentNews #OdishaNews #BreakingNews #prameyanews7 #chandabali Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube: / prameyanews7odia Twitter: / news7odia Facebook: / news7odia Instagram: / prameyanews7 Podcast: • News7 Podcast Playlists :- Doctor's Pathshala: • Doctor's Pathshala ରୋଜଗାର: • ROJAGAR | ରୋଜଗାର | News7 Odia Maganna Oligi: • Maganna Oligi ଆରୋଗ୍ୟମ: • Arogyam ବଜାର News: • ବଜାର News | Bazar News ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh Biswas Abiswas Andhabiswas: • Biswas Abiswas Andhabiswas Face To Face: • Face To Face Ebe Bi Rahasya: • Ebe Bi Rahasya Explore Odisha Season 3: • Explore Odisha Season 3 Breakfast Odisha: • Breakfast Odisha News7 Digital Special Stories: • Digital Special Stories #PrameyaNews7 #News7 #OdishaNews

ଓଡ଼ିଶା ଉପକୂଳରେ ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି? ଗଞ୍ଜାମରୁ ପାରାଦୀପ ପର୍ଯ୍ୟନ୍ତ ଟ୍ରଲର ଚଳାଚଳ

ଜଣାପଡ଼ିଲା କାହିଁକି ଛାଡ଼ିଲେ ଚାକିରି ! Bhubaneswar DCP Jagmohan Meena Resigns | Asala Katha | Manas Dash

ଭିଜିଲାନ୍ସ ହାବୁଡ଼ରେ ଜଣେ ଖଣି ଏବଂ ଜଙ୍ଗଲ ବାବୁ, ଘରୁ ବାହାରୁଛି ଖାଲି ସୁନା, ଟଙ୍କା ! | Vigilance Raid

ହରିହର ମହାପାତ୍ରଙ୍କୁ ଷ୍ଟୁଡ଼ିଓରେ ଚ୍ୟାଲେଞ୍ଜ ଦେଲେ ମନୋଜ ମିଶ୍ର… | Manoj Mishra's Explosive Reaction |

'ମଁ IPS ଚାକିରି ଛାଡ଼ିଲି କାହିଁକି' ! DCP Jagmohan Meena | Bhubaneswar IPS | Odisha Police | Odia News

ରାଜ୍ୟରେ ପୋଲିସ କର୍ମଚାରୀ ମରୁଡି଼! କେବେ ପୂରଣ ହେବ ଖାଲି ପଡ଼ିଥିବା ପଦବୀ ? | Vacancy Crisis in Odisha Police

ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି, ସେ କରିକି ଦେଖାନ୍ତୁ | Manoj Mishra | Dharitri talks | Odia Movie

ମନ୍ଦିର ନିକଟରେ ମଦ ବିକ୍ରିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ମହିଳା | Women Protest Against Liquor Shop

Another Low-Pressure System May Trigger Heavy Rain in Odisha from July 12

ଟ୍ରାଫିକ ସମସ୍ୟାର ସମାଧାନ କେବେ? ପ୍ରଶ୍ନରେ ଦ୍ୱିତୀୟ ବାଇପାସ୍ | 2nd Bypass Project | Kendrapara News

ଯୋଗ୍ୟ କଳାକାରଙ୍କୁ ଆୱାର୍ଡ ମିଳୁନି | Exclusive: Manoj Mishra on the Future of Ollywood | Sambad

କେବେ ମରାମତି ହେବ ଗଙ୍ଗୁଆ ବ୍ରିଜ୍ ? ଖବର ପ୍ରସାରଣ ପରେ ବି ଚୁପ୍ BMC ! | Gangua Bridge | Bhubaneswar

ବହିରେ ଭୁଲ୍ ପଛର ମାଷ୍ଟରମାଇଣ୍ଡ | Odisha Book Error Mastermind | CM Mohan Majhi | Asala Katha |Odia News

