କଥା କହିବାର କଳା ଯାହା ଆପଣଙ୍କୁ Zero ରୁ Hero କରିଦେବ | Chanakya Niti
କଥା କହିବାର କଳା ଯାହା ଆପଣଙ୍କୁ Zero ରୁ Hero କରିଦେବ | Chanakya Niti ନମସ୍କାର ବନ୍ଧୁଗଣ, ଆଜିର ଏହି ଭିଡିଓରେ ଆମେ ଆଲୋଚନା କରିଛୁ ଯେ କେମିତି ଆପଣ ନିଜର କଥାବାର୍ତ୍ତାର ଶୈଳୀକୁ ଅଧିକ ପ୍ରଭାବଶାଳୀ ଏବଂ ଓଜନଦାର କରିପାରିବେ। ଅନେକ ସମୟରେ ଆମ ପାଖରେ ଜ୍ଞାନ ଥାଇ ମଧ୍ୟ ସଠିକ୍ ଉପସ୍ଥାପନା ଅଭାବରୁ ଲୋକେ ଆମକୁ ହାଲୁକାରେ ନେଇଥାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି (Chanakya Niti) ଏବଂ ପ୍ରେରଣାଦାୟୀ କାହାଣୀ ମାଧ୍ୟମରେ ୧୦ ଟି ଏମିତି ଶକ୍ତିଶାଳୀ ଉପାୟ (Communication Techniques) କୁହାଯାଇଛି, ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ। ଏହି ଭିଡିଓରେ ଆପଣ ଶିଖିବେ: ୧. କମ୍ ଶବ୍ଦରେ କେମିତି ପ୍ରଭାବଶାଳୀ କଥା କହିବେ। ୨. ନିଜ କଥାରେ କେମିତି ଦୃଢ଼ତା ଓ ଓଜନ ଆଣିବେ। ୩. ସଠିକ୍ ସମୟରେ 'ନାହିଁ' କହିବାର ଗୁରୁତ୍ୱ। ୪. ଆଖିର ଭାଷା (Eye Contact) ଏବଂ ଶରୀରର ଭାଷା (Body Language) ର ସଠିକ୍ ବ୍ୟବହାର। ୫. ଚୁପ୍ ରହିବାର ଅସଲି ଶକ୍ତି ଏବଂ ଜଣେ ଭଲ ଶ୍ରୋତା ବନିବାର ରହସ୍ୟ। Connect with Palu Unique: ଏହିଭଳି ଜୀବନ ବଦଳାଇବା ଭଳି ଭିଡିଓ ପାଇଁ Palu Unique କୁ Subscribe କରନ୍ତୁ। ଭିଡିଓଟି ଭଲ ଲାଗିଥିଲେ Like ଏବଂ Share କରିବାକୁ ଭୁଲନ୍ତୁ ନାହିଁ। Your Releted Queries: 👇 chanakya niti odia communication skills in odia speaking tips power of silence in odia odia motivational story takshashila kahani odia loka nku kemiti prabhavita karibe public speaking tips odia personality development odia odia inspirational video 🔥 Hashtag :- #PaluUnique #ChanakyaNiti #OdiaMotivation #MotivationalStory #SuccessTips #OdiaInspirational In This Video I Used Voice From - Clipchamp website 🎵 Background Music Credit: Music: Kuba Te -shade Like Channel: Kuba Te Original Video: • Kuba Te - Shade like Creative commons attribution license ⚠️ Copyright Disclaimer:- We make All Type Videos with Images and Videos. Some use Google Images for explanation. for the purpose of education. So if our content image is copyright. copyright owner can please contact us immediately for further credit or clip delete. _____________________________________ Copyright Disclaimer: - Under section 107 of the copyright Act 1976, allowance is made for FAIR USE for purpose such as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE. 🔸🔹🔸 Thanks For Watching 🔸🔹🔸

ଶତ୍ରୁକୁ ଚୁଟ୍କିରେ ହରାନ୍ତୁ ୧୩ ଟି ଚାଣକ୍ୟ ନୀତି | 13 Chanakya Niti To Defeat Enemies | Palu Unique

ଏଭଳି ସମ୍ପର୍କୀୟଙ୍କଠାରୁ ସଦାବେଳେ ଦୂରେଇ ରୁହନ୍ତୁ | Chanakya Niti On Toxic Relatives | Palu Unique

କାହିଁକି ଭଲ ଲୋକ ଦୁଃଖ ପାଆନ୍ତି?😭| କର୍ମର ଫଳ କେବେ ମିଳେ? Bhagvat Gita explain

ରବିବାର ଦିନ ଭୁଲରେ ବି ଏହି ୯ଟି କାମ କରନ୍ତୁ ନାହିଁ ନହେଲେ ଗରିବୀ ମାଡ଼ି ଆସିବ | maa laxmi | odia rashifala

ଶତ୍ରୁକୁ କ୍ଷମା କଲେ କଣ ହୁଏ? | ଚାଣକ୍ୟ ନୀତି#chanakyaniti #motivation

ଲୋକେ ଆପଣଙ୍କୁ ସମ୍ମାନ କାହିଁକି ଦିଅନ୍ତି ନାହିଁ? | Chanakya Niti for Self Respect | Palu Unique

ଏତେ ଶାନ୍ତ ରୁହନ୍ତୁ ଯେ ଲୋକଙ୍କ ଚିନ୍ତାଧାରା ଛୋଟ ପଡ଼ିଯିବ | Chanakya Niti On Silence | Palu Unique

ઘરમાં રોજ ઝઘડો થાય છે? | શ્રીકૃષ્ણનો ઉકેલ | ભગવદ ગીતા પ્રેરણાદાયક વાણી | Geeta Saar Gujarati

ସତର୍କ ହୁଅନ୍ତୁ! ନିଜ ଘରୋଇ ଲୋକଙ୍କୁ ମଧ୍ୟ ଏହି ୫ଟି ଗୁପ୍ତ କଥା କେବେ ଖୋଲିବେ ନାହିଁ |Motivation #chanakyaneeti

ଲୋକଙ୍କ ମନ ମସ୍ତିଷ୍କରେ ରାଜ୍ କରିବାର ସିକ୍ରେଟ୍ସ | Psychological Tricks to Respect Yourself

ସୁଯୋଗ ଆସିଲେ ଦେରି କରନି | ଚାଣକ୍ୟଙ୍କ ଅମୂଲ୍ୟ ଶିକ୍ଷା | Chanakya Niti Odia Motivation#motivation

ସାଧାରଣ ଲୋକଙ୍କୁ ସଫଳ କରେ ଏହି 10ଟି ଅଭ୍ୟାସ | Chanakya Niti Odia

ગીતા સાંભળો, મન શાંત કરો | Geeta Saar | Shree Krishna Motivational Speech

ବିରୋଧୀମାନଙ୍କୁ ଦିଅନ୍ତୁ ସବୁଠାରୁ ବଡ଼ ଜବାବ! | Chanakya Niti In Odia | Palu Unique

1 ଲେମ୍ବୁ କାଟି ଦୁଆରେ ରଖନ୍ତୁ ଶତ୍ରୁର ଯାଦୁ ଶେଷ/satru nashak upaya! Odia mythology! Odia spiritual!

ସ୍ୱାମୀଙ୍କୁ କେବେବି କୁହନ୍ତୁ ନାହିଁ ଏହି ୬ ଟି କଥା | Best Chanakya Niti | Palu Unique

চাণক্য নীতি: ২৩০০ বছর পরেও কেন এত কার্যকর?#chanakyaniti #trending #history @Sujoyneel@mayajaalbangla

ભગવાન પર ભરોસો રાખનારા જરૂર સાંભળે |Krishna Motivational Speech | Krishna Vani | Geeta Saar

ପିଲାଙ୍କୁ କେମିତି ଗଢିବେ? କେମିତି ପିଲା ଙ୍କୁ ଗଢିବେ!!#chanakyaniti

