ନାରୀ ଶକ୍ତିର ଜୟଯାତ୍ରା: ଓଡ଼ିଶା ସିଭିଲ୍ ସର୍ଭିସେସ୍ରେ ବାଜିମାତ୍ କଲେ କେସିଙ୍ଗାର ଦୁଇ କନ୍ୟା।
ଇଚ୍ଛାଶକ୍ତି ଆଉ କଠିନ ପରିଶ୍ରମ ଆଗରେ ହାର୍ ମାନିଛି ସବୁ ପ୍ରତିବନ୍ଧକ। ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ କମାଲ କଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଦୁଇ ଦୁଇ ଜଣ ସୁନା ଝିଅ। ଓସିଏସ୍ ପରୀକ୍ଷାରେ ସଫଳତା ପାଇ ସମଗ୍ର ଅଞ୍ଚଳକୁ କରିଛନ୍ତି ଗୌରବାନ୍ୱିତ। ନିକଟରେ ପ୍ରକାଶ ପାଇଛି ଚଳିତ ବର୍ଷର ଓସିଏସ୍ (OCS) ପରୀକ୍ଷା ଫଳ। ସାରା ରାଜ୍ୟରେ ମୋଟ୍ ୨୦୦ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ କେସିଙ୍ଗା ଜୈନ ଭବନ ଗଳିର ସନ୍ତୋଷ ଜୈନ ଓ ନମିତା ଜୈନଙ୍କ ସୁପୁତ୍ରୀ କନକ ଜୈନ ସମଗ୍ର ରାଜ୍ୟରେ ୪ର୍ଥ ର୍ୟାଙ୍କ ରଖି ବାଜିମାତ କରିଛନ୍ତି। କନକଙ୍କ ବାପା କେସିଙ୍ଗାର ଜଣେ ଜଣାଶୁଣା ବ୍ୟବସାୟୀ। ଝିଅର ଏହି ଅଦ୍ଭୁତପୂର୍ବ ସଫଳତାରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ବାପା କହିଛନ୍ତି, ଝିଅର କଠିନ ପରିଶ୍ରମର ଫଳ ଆଜି ଭଗବାନ ଦେଇଛନ୍ତି।” ଖାଲି କନକ ନୁହନ୍ତି, କେସିଙ୍ଗା ମାଟିର ଆଉ ଜଣେ ଝିଅ ମଧ୍ୟ ଏହି ସଫଳତାକୁ ଦ୍ୱିଗୁଣିତ କରିଛନ୍ତି। କେସିଙ୍ଗା ୱାର୍ଡ ନମ୍ବର ୧୦, ମଶାଣିମୁଣ୍ଡାର ସଂଗୀତା ସେଠୀ ଓସିଏସ୍ ପରୀକ୍ଷାରେ ସାରା ରାଜ୍ୟରେ ୧୧୩ ନମ୍ବର ର୍ୟାଙ୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ସଂଗୀତାଙ୍କ ଏହି ସଫଳତା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ବାତାବରଣ ଦେଖିବାକୁ ମିଳିଛି।” #KesingaPride #OPSCResult #OdishaCivilServices #KalahandiPride #GirlPowerOdisha Kranti Kshetra Live is a prominent digital news platform that brings the latest Breaking News and Odisha News headlines from India and around the world. Our platform covers a wide range of topics, including Sports, Business, and Entertainment, offering readers timely updates and insightful analysis on the most important developments. With our dedication to delivering fast and accurate news, Kranti Kshetra News is your trusted source for staying informed in today’s rapidly evolving world. Stay Connected We believe in engaging with our audience through various social media channels. Follow us for real-time news updates, breaking stories, and exclusive content: Facebook: facebook.com/krantikshetralive Youtube: / krantikshetralive

ଓଏଏସ୍ ପରୀକ୍ଷାରେ ସଫଳତା ପାଇଲେ ପୁରୀ ଜିଲ୍ଲାର ସାତପଡ଼ାର ରାଜଶ୍ରୀ ଜାଲି | Knews Odisha

Special Story: Koraput Mother Creates History as All 3 Children Become OAS Officers

ବାପା ମୁଁ ବଡ଼ ଅଫିସର ହେଲି, ତମେ ଆଉ ରାସ୍ତାରେ ବସନି |Runita Pradhan Successfully Clears OPSC OCS Exam | OR

କିଛି ଅକୁହା କଥା... | EP - 98 | Podcast With Actress, Dietitian Niharika Dash

ନିର୍ଯାତନା ସହି ଆଇଏଏସ୍ - Story of Savita Pradhan, IAS Officer | Struggle to Success (Inspirational)

ମୋ ସ୍ୱାମୀ କାଠ ମିସ୍ତ୍ରୀ, ମୁଁ ପାଇଛି OAS || Sangita’s Inspiring Journey || OAS Rank 113 || OR

ଡିଭୋର୍ସ ହୋଇଗଲେ ଭଲ | Suman Saplin Podcast | Suman Saplin Marriage | Newsdesk Interview | Odia News

23-Year-Old Subhalakshmi Patra Secures 34th Rank in OCS Exam from Nimapara

ଅରିନ୍ଦମଙ୍କ ସହିତ କଣ ସମ୍ପର୍କ ଥିଲା ଖୋଲି କହିଦେଲେ ପ୍ରିୟା Arindam Priya Choudhury

ମାଆ ସଂଘର୍ଷରୁ ପ୍ରେରଣା, କୋରାପୁଟ ଜୟପୁରର ଦୁଇ ଭାଇ ଓ ଭଉଣୀଙ୍କ କାହାଣୀ #knewsodisha

ବିନା ପରିଶ୍ରମରେ ସଫଳତା ନାହିଁ | OPSC Toppers Jita Mitra & Dr. Anil Kumar Exclusive Interview | Sambad

ଆଦିବାସୀ ପଡା ରୁ ପ୍ରଶାସନିକ ଅଧିକାରୀ || Knews Odisha

OPSC ରାଙ୍କ୍ ୩୪ରେ ଶୁଭଲକ୍ଷ୍ମୀ | OPSC OCS Result | OCS Topper | Odisha Civil Services | Argus News

ଚାଷୀ, ଦିନ ମଜୁରିଆଙ୍କ ଝିଅ ଆଜି OAS ଅଫିସର | ଅଭାବ ଅନଟନ ଭିତରେ ପାଇଲେ ସଫଳତା .. Tunirani Bainsia | RAYACADEMY

Payal Nag Wins Double Gold in Bangkok, Defeats World No.1 Sheetal Devi

ଦିଲ୍ଲୀରେ ଫାଇନାଲ, ବାଦପଡ଼ିଲେ ବଡ଼ ମନ୍ତ୍ରୀ| Odisha Cabinet Expansion | Mohan Majhi | Odisha BJP

RI from remote tribal area cracks Odisha Civil Services, secures 181st rank

ପୋଲିସକୁ ମାନିଲେନି, ମାଡି ଆସିଲେ ଶହଶହ ମହିଳା! ହାତରେ ଠେଙ୍ଗା, ମଦ ଭାଟିରେ ପକାଇଲେ ତାଲା!

OAS ବନିବାର ଟପ ସିକ୍ରେଟ କହିଲେ,ଦୁଇ OAS ଟପ୍ପର | Latest Odia News | Samayalive

