Abadha Chhadi Bantuchha Khiri | New Alaranath Bhajan | Purnachandra Panda | Satyapriya Production |
Alaranath New Special Bhajan- "ଅବଢ଼ା ଛାଡି ବାଣ୍ଟୁଛ କ୍ଷୀରି" Singer : Purnachandra Panda (Tarang Voice Of Odisha Season 4 Winner) Music : Satyapriya Lyrics : Satyapriya Programming : Kumar Jitu Recorded by : Pabitra Studio, Ctc DOP : Chiku Edit : Creative Kailash Poster : Creative Graphics Special Thanks : Deepak Vision Producer : Malini Dalai (Vice Chairman of Brahmagiri) Channel Contact : 6371296169 ସ୍ନାନ ପୂର୍ଣ୍ଣିମାରେ ଶହେ ଆଠ ଥର ସୁନା କଳସରେ ସ୍ନାନ କରିବା ପରେ ମହାପ୍ରଭୁଙ୍କୁ ଜ୍ଵର ହୋଇଥାଏ ଦେହ ଅସୁସ୍ଥ କାରଣରୁ ଜଗନ୍ନାଥ ଅଣସର ଘରେ ଚିକିତ୍ସାରେ ରୁହନ୍ତି ଏବଂ ସେହି ପନ୍ଦର ଦିନ ସେ ନିଜର ଦ୍ୱିତୀୟ ସ୍ୱରୂପ ପ୍ରଭୁ ଅଲାରନାଥ ଙ୍କ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି... ଏହି ଅଣସରର ଅଦ୍ଭୁତ ମାହାତ୍ମ୍ୟ ଏବଂ ଅଲାରନାଥ ଙ୍କର ଅପୂର୍ବ ମହିମା ବିଷୟରେ ପ୍ରସ୍ତୁତ ଏହି ସୁନ୍ଦର ଅଲାରନାଥ ଭଜନ ଟି ଆଶା କରୁଛୁ ଏହା ଆପଣମାନଙ୍କୁ ନିହାତି ଭଲ ଲାଗିବ...ଜୟ ଜଗନ୍ନାଥ🙏 ଜୟ ଅଲାରନାଥ... 🙏 #abadhachhadibantuchhakhiri #abadhachhadi #bantuchhakhiri #jagannathbhajan #rathayatra #odianewbhajan #alaranathbhajan #satyapriyaproduction ✍️Full Lyrics ✍️ ---------------------------- ପୁରୀରେ ଖୋଜିଲି - ପାଇଲିନି ତତେ ଶୁଣିଲି ଆସିଛୁ ତୁ ବ୍ରହ୍ମଗିରି.... ଅବଢ଼ା ଛାଡି ବାଣ୍ଟୁଛ ଖିରି ଅଲାରନାଥ ବେଶକୁ ଧରି... ଦାରୁବ୍ରହ୍ମ ଛାଡି - ଶିଳାରେ ଶୋଭିତ ଶଙ୍ଖ, ଚକ୍ର, ଗଦା, ପଦ୍ମ କୁ ଧରି.... ଅବଢ଼ା ଛାଡି ବାଣ୍ଟୁଛ ଖିରି ଅଲାରନାଥ ବେଶକୁ ଧରି... Music : ------------- ବାପା ମୋର ଯାଇଛନ୍ତି କାର୍ଯ୍ୟ ପାଇଁ ବାହାରକୁ ଆଣିଛି ମୁଁ ତୁମ ପାଖେ ଖିରି ଲାଗି କରିବାକୁ... ................... ଜଣାନାହିଁ ବେଦପାଠ ଜଣାନାହିଁ ପୂଜାକରି ଛୋଟ ଛୁଆ ଡାକିଦେଲା ଆସି ଖାଇଦେଲ ଖିରି ଦହଡ଼ କ୍ଷୀରିରେ-ଦେହ ପୋଡିଦେଲ ରଖିଗଲ ଭକ୍ତ ଲୀଳା ତୁମରି.... ଅବଢ଼ା ଛାଡି ବାଣ୍ଟୁଛ ଖିରି ଅଲାରନାଥ ବେଶକୁ ଧରି.... Music : ------------- ଭକ୍ତ ଶ୍ରେଷ୍ଠ ଶ୍ରୀଚୈତନ୍ୟ ନଦେଖି ଶ୍ରୀମନ୍ଦିର ରେ ବିଚାରିଲେ ଜୀବନକୁ ସମର୍ପିବେ ସମୁଦ୍ରରେ .............. ଦୂତ ଦ୍ଵାରା ଦର୍ଶାଇଲ ଆସିଥିଲେ ବ୍ରହ୍ମକ୍ଷେତ୍ର ଦେଖିଥିଲେ ଅଦଭୂତ ଭିନ୍ନ ଏକ ଜଗନ୍ନାଥ ସାଷ୍ଟାଙ୍ଗ ମୁଦ୍ରାରେ - ତଳେ ଲୋଟିଗଲେ ତରଳିଲା ସ୍ଥଳ ଶୀଳା ତୁମରି... ଅବଢ଼ା ଛାଡି ବାଣ୍ଟୁଛ ଖିରି ଅଲାରନାଥ ବେଶକୁ ଧରି.... ******* ସମାପ୍ତ ******* LIKE | COMMENT | SHARE | SUBSCRIBE ANTI-PIRACY WARNING * This content is Copyright of "SATYAPRIYA PRODUCTION".Any unauthorized reprouduction, re distribution or re upload is strictly prohibited of this content. Legal action will be taken against those who violet the copyright of this content 🙏🙏🙏THANKS FOR VISITING!🙏🙏🙏

Lord Jagannath's New Super Hit Bhajan 2026 | This Song Will Touch Your Heart | Jagannath Bhajan 2...

Mo Jibanathu Adhika | New Odia Romantic Song | Humane Sagar , Pragyan Hota | Malaya Mishra | GMJ

Rahijaa Jagannath Brahmagiri Re | New Alarnath Bhajan | Purna Chandra Panda | Satyapriya Production

Alaranathanka Kahani

SASU BAHAHELA JWAINKU || Odiacomedy || Debata Tv Odia

Alarnath Prabhu Nka Karana O Kahani ଅଲାରନାଥ ପ୍ରଭୁଙ୍କ କାରଣ ଓ କାହାଣୀ | Pandit Charana Ram Das

ଜଗାର ବାଡ଼ଗ୍ରାହୀ କହିଦେଲେ ବଡ଼କଥା- Newsroom Interview With Jagannath Swain Mohapatra | Kanak News

Sonu NigamNka SUPER HIT BHAJAN -Jhipi Jhipi Barasare || Jagannatha Chari Akhyara | Sidharth Bhakti

Bada Danda Dhuli || ALBUM- Michha Maya Sansara || Narendra Kumar || WORLD MUSIC

ଆଖିର ଜନମ କାନ୍ଦିବା ପାଇଁ । Akhira janama kandiba pain । Adit Hota । Odia bhajan @rcnmedia

Pragyan Sankar's Comedy on TextBook Fault | ରଜ ଦୋଳି ଗୀତରେ ପିଲାଙ୍କ ଭବିଷ୍ୟତ | Khabar Fabar |News7Odia

Alaranathanka Khiri Khiaa Kahani ll କ'ଣ ପାଇଁ ଅଲାରନାଥ କ୍ଷୀରି ଖାଇଥିଲେ ଅଣସର ରେ ll Pragnyashree Nayak 🙏

Top 10 Odia Jagannath Bhajan 2025 | Sourav Bharadwaj Hits

Alaranatha Kahani | ଅଲାରନାଥ କାହାଣୀ | ପ୍ରଭୁ ଅଣସର ବେଳେ ଅଲାରନାଥରେ ଦର୍ଶନ ଦିଅନ୍ତି | Namita Agrawal

Mahuriaa Mahuriaa Bajaa Mahuri - Maa Tarini Bhajan | Papu Pom Pom | ମହୁରିଆ ବଜା ମହୁରୀ ବଜା

Gobinda Gobinda Gobinda - ହୃଦୟସ୍ପର୍ଶୀ ଭାବପୂର୍ଣ ଓଡିଆ ଜଗନ୍ନାତ ଭଜନ | Siba Nana(Shiba Prasad Dash) Audio

Alarnath Mahaprabhu Darshan l Details of Alarnath Temple, Brahmagiri, Puri l Swagatika Pani

ଚାଲ ବେଗି ବେଗି ଯିବା ସଙ୍ଗାତ || Old odia Jagannath bhajan || sonu nigam odia bhajan | Rath Yatra bhajan

