ହେପାଟାଇଟିସ୍-ବି: କାରଣ, ଲକ୍ଷଣ ଓ ଚିକିତ୍ସା | Hepatitis B: How to Treat? in Odia | Dr Samir Kumar Hota
#HepatitisB #OdiaHealthTips ହେପାଟାଇଟିସ୍-ବି ହେଉଛି ହେପାଟାଇଟିସ୍ ବି ଭାଇରସ୍ (ଏଚ୍ବିଭି) ଦ୍ଵାରା ସୃଷ୍ଟି ହେଉଥିବା ଜୀବାଣୁ ସଂକ୍ରମଣ ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ଏହି ସଂକ୍ରମଣ ଦ୍ୱାରା ଲିଭର ସିରୋସିସ୍, ଲିଭର କ୍ୟାନ୍ସର ଭଳି ସମସ୍ୟା ହୋଇପାରେ। ହେଲେ ଟିକାକରଣ ଦ୍ୱାରା ହେପାଟାଇଟିସ୍କୁ ରୋକାଯାଇପାରିବ। ଆସନ୍ତୁ, ପେଟ ରୋଗ ବିଶେଷଜ୍ଞ ଡାକ୍ତର ସମୀର କୁମାର ହୋତାଙ୍କଠାରୁ ହେପାଟାଇଟିସ୍-ବି’ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ହେପାଟାଇଟିସ୍-ବି କ'ଣ ଓ ଏହାର କାରଣ? (0:00) ହେପାଟାଇଟିସ୍-ବି'ର ଲକ୍ଷଣ (2:16) ହେପାଟାଇଟିସ୍-ବି'ର ଚିକିତ୍ସା (3:33) ହେପାଟାଇଟିସ୍-ବି: ରୋକିବେ କିପରି? (4:38) Hepatitis B is a viral infection that affects the liver, caused by the Hepatitis B virus (HBV). Symptoms range from none to fatigue, jaundice, dark urine, and abdominal pain. This infection can cause problems like liver cirrhosis & liver cancer. How to treat Hepatitis B? Let's know about the causes, symptoms and treatment of Hepatitis B from Dr Samir Kumar Hota, a Gastroenterologist. In this Video, What causes Hepatitis B? in Odia (0:00) Symptoms of Hepatitis B, in Odia (2:16) Treatment of Hepatitis B, in Odia (3:33) Prevention of Hepatitis B, in Odia (4:38) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ହେପାଟାଇଟିସ୍ କ’ଣ – ଏହାର ଲକ୍ଷଣ, ଚିକିତ୍ସା । Dr Ashok Choudhury on Hepatitis in Odia

ଜଣ୍ଡିସ୍ କାହିଁକି ହୁଏ? | Jaundice - Causes & Treatment in Odia | Dr Shakti Prasad Choudhury

My Doctor: ଜଣ୍ଡିସ୍ର ଚିକିତ୍ସା ଓ ପ୍ରତିକାର |Symptoms And Treatment Of Jaundice | HealthCare |Odia News

Aarogya: All You Need To Know About Hepatitis Disease | Kanak News

ପ୍ରତି କଥାରେ ରାଗି ଯାଉଛନ୍ତି କି, ଆପଣାନ୍ତୁ ଏହି ଉପାୟ | How to control Anger? in Odia | Dr Sambeet Patra

Hepatitis Symptoms and Causes |Prof. DrGirish Kumar Pati |Senior Gastroenterologist |Fit Rahu Odisha

Hepatitis B Treatment Explained (Hindi) | Hepatitis B का इलाज कब ज़रूरी है? | Dr. Piyush Ranjan

Hepatitis B: Causes | Symptoms | Treatment | Dr Suneetha Narreddy

ପିଲା ର LIVER ଖରାପ ହେଲେ 10 ଟା early ଲକ୍ଷଣ ....||Early symptoms of LIVER disease... || MITHA SYRUP ||

Why Didn't Lord Jagannath Come to the Grand Road? | Nirbhay Gumar Katha

ପେପଟିକ୍ ଅଲସର୍: କାରଣ,ଲକ୍ଷଣ ଓ ଚିକିତ୍ସା// Dr Shakti Prasad Choudhury on Peptic Ulcer in Odia

World Hepatitis Day ||Awareness ||Prof Dr UC Patra ||Eminent Hepatologist |||Odiahealthtips ||

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

बार-बार Jaundice होना liver damage का हो सकता है signal ? | Fatty Liver | Dr. Shiv Kumar Sarin

ହେପାଟାଇଟିସ୍ ରୋଗୀଙ୍କ ଚିକିତ୍ସା ଓ ଯତ୍ନ କିଭଳି ନେବେ | Best Treatment & Care For Hepatitis Dr. Manoj Sahu

HEPATITIS C पहचानें लक्षण शुरुआत में ही || SYMPTOMS OF HEPATITIS C

ହାର୍ଟ ସମସ୍ୟା ସହଜରେ ହେବ ନାହିଁ | Prevent Heart Attack - Lifestyle, Food & Treatment | Dr. MP Tripathy

Prevenention For Jaundice

Hepatitis B का सही इलाज क्या है? | Hepatitis B Treatment | Hepatitis B Vaccine | Dr. Piyush Ranjan

