NEET-JEE ଶିକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। NEET JEE New Rule 2026 | New Education Policy । NEET। Odia News
NEET-JEE ଶିକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। NEET JEE New Rule 2026 | New Education Policy । NEET। Odia News Medical ଓ Engineering ଆଡମିସନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଆସିପାରେ। କେନ୍ଦ୍ର ସରକାର +2 ବୋର୍ଡ ପରୀକ୍ଷା ମାର୍କକୁ 50% Weightage ଦେବା ଉପରେ ବିଚାର କରୁଛନ୍ତି। ଅର୍ଥାତ୍ ଫାଇନାଲ୍ ରାଙ୍କିଂରେ ଅଧା ମାର୍କ ବୋର୍ଡ ପରୀକ୍ଷାରୁ ଏବଂ ଅଧା ମାର୍କ NEET କିମ୍ବା JEE ସ୍କୋରରୁ ନିଆଯାଇପାରେ। ଏହି ପ୍ରସ୍ତାବ ପଛରେ ରହିଛି ପରୀକ୍ଷା ଚାପ କମାଇବା, କୋଚିଂ ନିର୍ଭରଶୀଳତା ହ୍ରାସ କରିବା ଏବଂ ଡମି ସ୍କୁଲ ସମସ୍ୟାକୁ ରୋକିବାର ଉଦ୍ଦେଶ୍ୟ। ତେବେ ଏହି ନୂଆ ନିୟମ କେବେ ଲାଗୁ ହେବ? କାହା ଉପରେ ଏହାର ପ୍ରଭାବ ପଡ଼ିବ? ସବୁ ବିସ୍ତୃତ ତଥ୍ୟ ଜାଣନ୍ତୁ ଏହି ଭିଡିଓରେ। #NEET #JEE #BoardExam #EducationNews #NEET2026 #JEE2026 #BoardMarks #MedicalAdmission #EngineeringAdmission #NEP2020 #OdishaNews #EducationUpdate #Students #CareerNews #BreakingNews #News18Odia #OdiaNews #odishanews #oriyanews #breakingnews #weathernews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_SP

'ପାପା ଆଉ ଉଠିବେନି ମାମା' Human Sagar Wife Interview|Shreya Mishra | Manas Dash Podcast | Odia News

Arijit Singh Long Drive Special | 2 Hr Nonstop Bollywood Love Songs | Apna Bana Le, Zaalima & More

ଚୀନ କରୁଛି ବଡ଼ ପ୍ଲାନ !China Conspiracy Against India |Xi Jinping Launches BMC Economic Corridor |N18G

Worst Plane Landing Fails Caught on Camera

I Didn't Expect Getting a Passport to Be This Difficult

Live: ସମୁଦ୍ରରୁ ମାଡ଼ିଆସୁଛି... Ocean Temperature Breaks All Records In June | El Nino Effect

Arijit Singh Long Drive Bollywood Mix | Apna Bana Le, Ve Maahi, Qaafirana, Aaj Se Teri,Kalank & More

Souparnika: 10-Year-Old Indian Girl STOPPED Mid-Song by Simon!

ପାକିସ୍ତାନରେ ଭାଙ୍ଗିଦେଲେ ୧୨୫ ବର୍ଷ ପୁରୁଣା ଗୁରୁଦ୍ୱାର | Historic Sikh Shrine Razed in Pakistan

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

କହୁକହୁ କହିଦେଲେ ସୁଜାତା | Sujata Kartikeyan Speech After Join In BJD | Naveen Patnaik News | BJD News

ମିଛ କହୁଥିଲେ ଓମ୍ ? Lie Detector Test on Soumya's Friend Om | Balianata News Today | Bhubaneswar News

Pakhala Feast Ministers, Officials Consume ₹2.32 Crore Worth of Pakhala | Kahile Kahiba Kahuchi

ଗରିବଙ୍କୁ ଭତ୍ତା ମିଳୁନି ପଖାଳରେ କୋଟିଏ ଖର୍ଚ୍ଚ: ଜୟଦେବ ଜେନା | Kalinga TV

ଓଡ଼ିଶାକୁ ବଡ଼ ଭେଟି । Japan Plans Massive Investment in Odisha | Mohan Majhi Meets Japanese CEOs

🔴 LIVE ଓଡ଼ିଶାକୁ ଭୟଙ୍କର ସଂକଟ ! Hirakud Water Crisis Deepens, Power Output Drops, 16 Districts at Risk

ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ+2 | Examination from February 18th

Croatia On Playing Portugal | Zlatko Dalić And Dominik Livakovic Take Questions

Live:ଚୀନର ଷଡ଼ଯନ୍ତ୍ର !China Conspiracy Against India |Xi Jinping Launches BMC Economic Corridor |N18G

